Sign in
Sign in
Recover your password.
A password will be e-mailed to you.
ପାକିସ୍ତାନ ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ନାମ ନେଲେ ଇମ୍ରାନ ଖାନ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି ଏବଂ ଭାରତର ଲୋକସଭା ନିର୍ବାଚନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବାର ଉଦାହରଣ ଦେଇଛନ୍ତି।!-->…
ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରରୁ ମହାପ୍ରଭୁଙ୍କ ଲାଗି ଗଲା ପଦ୍ମ ଓ ତୁଳସୀ
ଭୁବନେଶ୍ବର : ଦିନେ ଘାସ ବୁଦାରେ ପରିପୂର୍ଣ୍ଣ ହୋଇରହିଥିଲା। ଆଜି ସେଠାରେ ବୃନ୍ଦାବତୀଙ୍କ ଆସ୍ଥାନ। କଳା ଓ ଧଳା ତୁଳସୀ ଉଦ୍ୟାନର ପରିଣତ ହୋଇଛି। ଖାଲି ତୁଳସୀ ନୁହେଁ, ପାଖୁଡ଼ା ମେଲାଇ ଶାନ୍ତ ଜଳ ରାଶିରେ ଖିଲି ଖିଲି ହସୁଛି ପଦ୍ମ। ପୁରୀ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରରେ ପରିସରରେ!-->…
ପାଣ୍ଡିଆନଙ୍କୁ ସମାଲେଚାନା କରିବା ଦୁର୍ଭାଗ୍ୟଜନକ – ନବୀନ
ଭୁବନେଶ୍ବର : ଭିକେ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପାଇଁ ସିଧାସଳଖ ପାଣ୍ଡିଆନ ଏବଂ ତାଙ୍କ ଟିମକୁ ଦାୟୀ କରି ସେମାନଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଦଳର ଯୁବ-ଛାତ୍ର କର୍ମକର୍ତ୍ତାମାନେ ଏବେ!-->…
ବାଲିଗୁଡ଼ାରୁ ରୂପା ଅଳଙ୍କାର ଲୁଟିଥିବା ଲୁଟେରା ଗଞ୍ଜାମରୁ ଗିରଫ: ରୂପା ଅଳଙ୍କାର ଜବତ
ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ଦିନ ଦ୍ବିପହର ରେ ଲୁଟ ହୋଇଥିବା ରୂପା ଅଳଙ୍କାର ଜବତ ହେବା ସହ ଜଣେ ମାଷ୍ଟର ମାଇଣ୍ଡ ଲୁଟେରାକୁ ବାଲିଗୁଡା ପୋଲିସ ଗିରଫ କରିଛି । ଏ ନେଇ ବାଲିଗୁଡା ଥାନରେ ବାଲିଗୁଡା ଏସଡ଼ିପିଓ ରାହୁଲ ଗୋଏଲ ଏହି ଲୁଟର!-->!-->!-->…
ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ୧୨ ଦିନରେ
ଛତ୍ରପୁର : ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଶୁକ୍ରବାର ୧୨ ଦିନରେ ପହଂଚିଛି । ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିର ସମ୍ମୁଖରେ ଥିବା ମାଙ୍କ ଅସ୍ଥାୟୀ ମନ୍ଦିର ଠାରେ ପୂର୍ବାହ୍ନରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ଦହିଭାତ ଭୋଗ କରାଯାଇଥିଲା ।!-->…
ଅଗ୍ନିପଥ ଯୋଜନାରେ ଆର୍ମିରେ ଭର୍ତ୍ତି ନିମନ୍ତେ ପ୍ରସ୍ତୁତି ବୈଠକ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଠାରେ ଆସନ୍ତା ଜୁଲାଇ ୨ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଆର୍ମିରେ ଭର୍ତ୍ତି ହେବା ନିମନ୍ତେ ଚୟନ ଅନୁଷ୍ଠିତ ହେବ । ଅଗ୍ନିପଥ ଯୋଜନାରେ ଓଡିଶାର ୧୦ ରୁ ୧୨ ଗୋଟି ଜିଲ୍ଲାର ଆବେଦନ କରିଥିବା ପ୍ରାର୍ଥୀଗଣ ଏହି ଚୟନରେ ଅଂଶ ଗ୍ରହଣ କରିବେ ।!-->!-->!-->…
ମା’ ବ୍ୟାଘ୍ରଦେବୀଙ୍କ ଯାତ୍ରା ୫ଦିନରେ ପହଞ୍ଚିଲା, ବିଭିନ୍ନ ସାହିକୁ ବୁଲିଲା ମାଙ୍କ ଘଟ
ଛତ୍ରପୁର : ପ୍ରତ୍ୟେକ ଦୁଇ ବର୍ଷକୁ ଥରେ ଛତ୍ରପୁର ସହର ରେ ଶ୍ରୀ ଶ୍ରୀ ଶ୍ରୀ ମା ' ବ୍ୟାଘ୍ରଦେବୀ ଙ୍କ ଯାତ୍ରା ଆରକ୍ଷୀ ପରିବାର ପକ୍ଷରୁ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ଏହି ଯାତ୍ରା ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଛି । ଶୁକ୍ରବାର ମାଙ୍କ ଯାତ୍ରା ୫ ଦିନ ରେ ପହଁଚି, ଆଜି ମା’ଙ୍କ ଘଟ!-->…
ଖଲିକୋଟ: ଦିଲ୍ଲୀପ ପାହାନ ହତ୍ୟା ଘଟଣାରେ ଆଉ ୨ ଜଣ ଗିରଫ
ଛତ୍ରପୁର //ଛତ୍ରପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣ ପୁର ଗ୍ରାମରେ ନିର୍ବାଚନ ପୂର୍ବରୁ ପୋଷ୍ଟର ମାରିବାକୁ ନେଇ ଗତ ୧୫ ତାରିଖରେ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବା ସହ ଆଉ ୪ ଜଣ ଆହତ ହୋଇ ଥିଲେ। ଏହି ହତ୍ୟାକାଣ୍ଡ ଘଟଣା କୁ ଏସ!-->…
ବୋଲେରୋ ପିକଅପ୍ ସହ ବାଇକ୍ ଧକ୍କା, ଜଣେ ମୃତ, ଜଣେ ଗୁରୁତର
ହିଞ୍ଜିଳିକାଟୁ : ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ଥାନା ରାଳବ ଗ୍ରାମ ଛକ ନିକଟରେ ଏକ ବୋଲରୋ ପିକଅପ୍ ସହ ବାଇକ୍ (ଓଆର୦୭ ଜେଡ୍ ୮୭୫୪) ସହ ଧକ୍କା ଘଟିଛି। ଦୂର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଥି ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା!-->…
କଂଗ୍ରେସ ପକ୍ଷରୁ ସମୀକ୍ଷା ବୈଠକ : ବେଆଇନ ମଦ, ବାଲି ଓ ପଥର ବ୍ଳାଷ୍ଟି° ବନ୍ଦ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ସିକିରି ଗ୍ରାମ ରସିକ ବିହାରୀ ମନ୍ଦିର ପରିସରରେ ଶୁକ୍ରବାର ହିଞ୍ଜିଳି ବ୍ଳକ କଂଗ୍ରେସ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢିଙ୍କ!-->…