ରାଜନୀତି ଛାଡ଼ିଲେ ପାଣ୍ଡିଆନ୍‌, ବିଜେଡି କର୍ମୀଙ୍କୁ ହାତ ଯୋଡ଼ି ଭୁଲ୍‌ ମାଗିଲେ

ଭୁବନେଶ୍ବର : ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କଲେ ଭି.କେ ପାଣ୍ଡିଆନ୍‌। ଆଜି ସୋଶାଲ୍‌ ମିଡ଼ିଆରେ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ ଅବସର ନେଉଥିବା ଘୋଷଣା କରିଛନ୍ତି। ଏଥିସହ ହାତ ଯୋଡ଼ି ବିଜେଡି କର୍ମକର୍ତ୍ତାଙ୍କୁ ଭୁଲ୍‌ ମାଗିଛନ୍ତି ଭିକେ ପାଣ୍ଡିଆନ୍‌।ଭିଡିଓ…

ଭାରତ ଲୀଳା ମହୋତ୍ସବ ନିମନ୍ତେ ବରିଷ୍ଠ କଳାକାର ସଂଘର ପ୍ରସ୍ତୁତି ବୈଠକ…

ବ୍ରହ୍ମପୁର, ତା. ୦୯/୦୬ :କଳା ଓ କଳାକାର ହିତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ପକ୍ଷରୁ ସଂଘର ବାର୍ଷିକୋତ୍ସବ ଅବସରରେ "ରାଜ୍ଯ ସ୍ତରୀୟ ଭାରତ ଲୀଳା ମହୋତ୍ସବ : ୨୦୨୪" ଆୟୋଜନ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ଼ ସ୍ଥିତ 'ମାନସ ଭବନ'…

ମା ନାରାୟଣୀ ଯାତ୍ରାର ସ୍ମରଣିକା “ମା” ଉନ୍ମୋଚିତ

ଫୁଲବାଣୀ :୨୬ ତମ ମା ନାରାୟଣୀ ଯାତ୍ରା ଶେଷ ପର୍ଯ୍ଯାୟରେ l ଅଷ୍ଟ ବିଂଶ ଦିବସ ଅବସରରେ ପଞ୍ଚ ଠାକୁରାଣୀଙ୍କ ସମେତ ମା କାଳୀ ଆଜି ବିରାଟ ପଟୁଆରରେ ଗମ୍ଭିରାରୁ ବାହାରି ଅନ୍ନପୂର୍ଣ୍ଣା ମାର୍କେଟ, ବ୍ରାହ୍ମଣୀ ଦେବୀ ମାର୍କେଟ, ରାଜା ମାର୍କେଟ, ସମ୍ରାଟ ମାର୍କେଟ ପକ୍ଷରୁ ଆକର୍ଷଣୀୟ ପଟୁଆରରେ…

ବସୁଧା ଯୋଜନା ଅଛି ହେଲେ ପାନୀୟ ଜଳ ସୁବିଧା ନାହିଁ…

ପାତ୍ରପୁର : ପାତ୍ରପୁର ବ୍ଲକ ଅନ୍ତର୍ଗତ ସୁରଙ୍ଗୀ ଗ୍ରାମରେ ପାନୀୟ ଜଳର ଅଭାବ ରହିଛି l ଗ୍ରାମରେ ବସୁଧା ଯୋଜନା ଥିଲେ ମଧ୍ୟ ଲୋକମାନେ ପାନୀୟ ଜଳ ପାଉନାହାନ୍ତି l ପାଣି ଆସୁଛି ତୋ ଦଶ, କୋଡିଏ ଦିନକୁ ଥରେ l ସେ ପୁଣି କୋଉ ଟ୍ୟାପ ରେ ପାଣି ଆସେ ଆଉ କୋଉଠି ଆଦୌ ପାଣି ଆସେନାହିଁ lନଳ…

ଫୁଲବାଣୀ ବିଧାୟକ ଉମାଚରଣଙ୍କୁ ମନ୍ତ୍ରୀ ପଦବୀ ପାଇଁ କୁଇ ସମାଜର ଦାବୀ।

ଫୁଲବାଣୀ : ଚଳିତ ୨୦୨୪ ନିର୍ବାଚନରେ ଫୁଲବାଣୀ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପିର ଉମାଚରଣ ମଲ୍ଲିକଙ୍କୁ ରାଜ୍ୟ ମନ୍ତ୍ରୀ ପରିଷଦରେ ସ୍ଥାନୀତ କରିବା ପାଇଁ କୁଇ ସମାଜ ସେଵା ସମିତି ପକ୍ଷରୁ ଦାବୀ କରାଯାଇଛି। ଏ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ…

ବିଶ୍ବ ପରିବେଶ ଦିବସରେ ଜଳବାୟୁ ପରିବର୍ତ୍ତନ ସଚେତନତା ରଥ ଉଦ୍ଘାଟିତ

ଫୁଲବାଣୀ: ଗ୍ରୀଷ୍ମର ରୌଦ୍ରତାପ ଓ ଆସନ୍ନ ମୌସୁମୀର ଘଡିସନ୍ଧି ମୂହୁର୍ତରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଛି । କନ୍ଧମାଳର ଅଗ୍ରଣୀ ଅନୁଷ୍ଠାନ ସାତୀ ତରଫରୁ ଏକ ଅଭିନବ ପ୍ରୟାସ ରେ ଜନ ସଚେତନ କରିବାକୁ ପ୍ରୟାସ କରାଯାଇଛି । ଏକ ସଚେତନ ରଥକୁ କନ୍ଧମାଳ ଜିଲ୍ଲା କୃଷି ଅଧ୍ୟକ୍ଷ ତୁସାର କାନ୍ତ…

ନିମ୍ନମାନର କାର୍ଯ୍ୟ ଯୋଗୁଁ ୩ୟଥର ପାଇଁ ଭୁଶୁଡ଼ିଲା ବିମାନ ବନ୍ଦର ପାଚେରୀ

ମାଲକାନଗିରି : ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ପୁଣି ଭୁଶୁଡି ପଡିଲା ମାଲକାନଗିରି ଉଡାଜାହାଜ ପଡିଆ ପାଚେରୀ। ଗତକାଲି ରାତିରେ ମାଲକାନଗିରି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ପାଣି ସୁଅରେ ନିର୍ମାଣାଧୀନ ବିମାନ ବନ୍ଦରର ପୃଥକ ପୃଥକ ଜାଗାରେ ୫୦ ମିଟରରୁ ଅଧିକ ଲମ୍ବା ପାଚେରୀ ଭୁଶୁଡି…

ଶ୍ରୀଯୁକ୍ତ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓଙ୍କ ସାମ୍ବାଦିକ ସମ୍ମିଳନୀ : ଜନମତକୁ ସମର୍ଥନ

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ଶନିବାର ଅପରାହ୍ନରେ ଚିକିଟୀ ରାଜଉଆସରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଚିକିଟୀ ଭୋଟର ଚଳିତ ନିର୍ବାଚନରେ ଦେଇଥିବା ଜନମତକୁ ସମ୍ମାନ ଜଣାଇଛନ୍ତି। ବିଜୟ ଓ…

ସଙ୍କୁଳସ୍ତରୀୟ ତିନିଦିନିଆ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍ଘାଟିତ

ଛତ୍ରପୁର : ଛତ୍ରପୁରସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଛତ୍ରପୁର ସଙ୍କୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି lମୁଖ୍ୟଅତିଥି ଭାବରେ ବିଶିଷ୍ଟ ସଂସ୍କୃତି…

କେନ୍ଦୁଝର ବନଖଣ୍ଡରେ ଅଛନ୍ତି ୧୩୫ଟି ହାତୀ

କେନ୍ଦୁଝର: ରାଜ୍ୟରେ ହାତୀ ଗଣନା ଶେଷ ହୋଇଛି। ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୯୮ଟି ହାତୀ ରହିଥିବା ବେଳେ କେନ୍ଦୁଝର ବନଖଣ୍ଡରେ ୧୩୫ଟି ହାତୀ ରହିଥିବା ଜଣାପଡ଼ିଛି। ଏଥିରୁ ଛୋଟବଡ଼ ୨୮ଟି ଦନ୍ତା, ୫୮ଟି ମାଈ, ୨୮ଟି ଛୁଆ, ମଧ୍ୟବୟସ୍କ ମାଖନା ହାତୀ ୨ଟି, ଅପ୍ରାପ୍ତ ବୟସ୍କ (ଜୁଭେନାଇଲ) ୧୯ଟି…