Sign in
Sign in
Recover your password.
A password will be e-mailed to you.
ଜୁନ ୪ ନୁହେଁ, ଜୁନ ୨ରେ ସିକ୍କିମ ଓ ଅରୁଣାଚଳ ବିଧାନସଭା ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବ
ନୂଆଦିଲ୍ଲୀ : ଆଜି ଦେଶରେ ଶେଷ ହୋଇଛି ସାଧାରଣ ନିର୍ବାଚନ। ଆସନ୍ତା ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଦେଶର ୫୪୩ ଲୋକସଭା ଆସନ ସହ ଓଡ଼ିଶା, ଆନ୍ଧ୍ର, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ହୋଇଛି।ନିର୍ବାଚନ କମିଶନ ଘୋଷଣା କରିଥିଲେ ଯେ ଜୁନ ୪ରେ!-->…
ଆସିଲା ଏକଜିଟ ପୋଲ: ପୁଣି ମୋଦି
ନୂଆଦିଲ୍ଲୀ : ଶେଷ ହୋଇଛି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ। ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ କରି ଦେଶର ଜନତା ଆସନ୍ତା ୫ ବର୍ଷ ପାଇଁ ନିଜର ସରକାରଙ୍କୁ ବାଛି ସାରିଛନ୍ତି।୭ମ ପର୍ଯ୍ୟାୟ ଭୋଟିଂ ଶେଷ!-->…
ଆଲୁମିନିୟମ କମ୍ପାନୀରୁ ବିଷାକ୍ତ ଗ୍ୟାସ ଲିକ, ୫୦ ଶ୍ରମିକ ଗୁରୁତର
ବିଶାଖାପାଟଣା : ଆନ୍ଧ୍ରପ୍ରଦେଶ ତିରୁପତି ନିକଟ ଏରପାଡୁ ମଣ୍ଡଳର ଚିନ୍ତାଲାପାଲେମ ଠାରେ ଥିବା ସିଏମଆର ଇକୋ ଆଲୁମିନିୟମ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ ହୋଇଛି।ଏହି ଘଟଣା ପ୍ରାୟ ଦିନ ୧.୩୦ ମିନିଟ ସମୟରେ ଘଟିଛି। ବିଷାକ୍ତ ଗ୍ୟାସ୍ ଯୋଗୁ କମ୍ପାନୀରେ କାର୍ଯ୍ୟରତ ୫୦ରୁ!-->…
୪୬ରୁ ୫୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ସିଝୁଛି ଅଧା ଭାରତ : ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ୮୭କୁ ବୃଦ୍ଧି
ନୂଆଦିଲ୍ଲୀ : ୪୫ ଡିଗ୍ରୀ ସେଲସିୟସରୁ ଊର୍ଦ୍ଧ୍ୱ ତାପମାତ୍ରାରେ ସିଝୁଛି ଅଧା ଭାରତ। ହିଟ୍ ୱେଭ୍ କାରଣରୁ ଦେଶରେ ମୃତ୍ୟୁସଂଖ୍ୟା ୮୭ରେ ପହଞ୍ଚିଛି। ଗୋଟିଏ ଦିନରେ ଉତ୍ତର ପ୍ରଦେଶରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବିହାରରେ ପାଞ୍ଚ ଜଣ, ରାଜସ୍ଥାନ ୪ ଏବଂ ପଞ୍ଜାବରେ ଜଣଙ୍କର ଜୀବନ ଯାଇଛି।!-->…
୩ ଜଣଙ୍କ ଠାରୁ ମିଳିଲା ୧୦ କୋଟି ଟଙ୍କାର ହେରୋଇନ୍
ଗୌହାଟୀ : ନିଶା ଦ୍ରବ୍ୟ ଚୋରା ଚାଲାଣର ପର୍ଦ୍ଦାଫାସ ହୋଇଛି। ଆସାମ ରାଇଫଲର ଯବାନମାନେ ବେଆଇନ ଚାଲାଣର ପର୍ଦ୍ଦାଫାସ କରି ୩ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧.୩୮୭ କେଜିର ହେରୋଇନ ମିଳିଛି। ଏହାର ବଜାର ମୂଲ୍ୟ ୯.୭୦ କୋଟି ଟଙ୍କା ହେବ। ମିଜୋରାମ-ମିଆଁମାର ସୀମାରୁ ଏତେ ପରିମାଣର!-->…
ଯୌନ ଶୋଷଣ ଅଭିଯୋଗରେ ସିଆରପିଏଫ ଡିଆଇଜିଙ୍କୁ ବହିଷ୍କାର କଲେ ସରକାର
ନୂଆଦିଲ୍ଲୀ: ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀର କିଛି ମହିଳା ଯବାନଙ୍କ ଦ୍ୱାରା ସିଆରପିଏଫ ଡିଆଇଜିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗରେ କେନ୍ଦ୍ର ସରକାର ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ର ଡେପୁଟି ଇନ୍ସପେକ୍ଟର!-->…
ଲିଙ୍ଗଗତ ସମ୍ବେଦନଶୀଳତା ଉପରେ କମିଟି ଗଠନ କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍କୋର୍ଟ ଏହାର ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ପୁନର୍ଗଠନ କରିଛନ୍ତି। ସୁପ୍ରିମ୍କୋର୍ଟ (ନିବାରଣ, ନିଷେଧ ଓ ସମାଧାନ) ନିୟମାବଳୀ, ୨୦୧୩ରେ ମହିଳାଙ୍କ ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ଯୌନ ଉତ୍ପୀଡ଼ନର ଧାରା ୪(୨) ଦ୍ୱାରା!-->…
୪୫ ଘଣ୍ଟା ପରେ ଧ୍ୟାନରୁ ଉଠିଲେ ମୋଦି
କନ୍ୟାକୁମାରୀ : ଶେଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧ୍ୟାନ। ନିର୍ବାଚନ ପ୍ରଚାର ଶେଷ ହେବା ପରେ ଅର୍ଥାତ ମେ’ ୩୦ ବିଳମ୍ବିତ ସନ୍ଧ୍ୟାରୁ ମୋଦି କନ୍ୟାକୁମାରୀର ବିବେକାନନ୍ଦ ରକ ମେମୋରିଆଲରେ ଧ୍ୟାନରେ ବସିଥିଲେ।ଦୀର୍ଘ ୪୫ ଘଣ୍ଟା ପରେ ଆଜି ସେ ଧ୍ୟାନରୁ ଉଠିଛନ୍ତି। ଦିନ ପ୍ରାୟ!-->…
ବୈଠକ ପରେ ଇଣ୍ଡିଆ ମେଣ୍ଟର ବଡ଼ ଦମ୍ଭୋକ୍ତି: ଆମେ ଜିତିବୁ ୨୯୫ରୁ ଅଧିକ ଆସନ
ନୂଆଦିଲ୍ଲୀ :କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବସିଥିବା ଇଣ୍ଡିଆ ମେଣ୍ଟର ବୈଠକ ଶେଷ ହୋଇଛି। ବୈଠକ ପରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ବଡ଼ ଦାବି କରାଯାଇଛି। ମେଣ୍ଟ ୨୦୨୪ ସାଧାରଣ ନିର୍ବାଚନରେ ୨୯୫ରୁ ଅଧିକ ଆସନ ଜିତି କେନ୍ଦ୍ରରେ ସରକାର ଗଠନ କରିବ ବୋଲି ଦାବି କରିଛି। ଏକଜିଟ ପୋଲି!-->…
ପୁଣି ଫେରୁଛି ବିଜେପି… ନିଜର ଭବିଷ୍ୟତବାଣୀ ଦୋହରାଇଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ: ଏକଜିଟ୍ ପୋଲ୍ ୨୦୨୪ ପ୍ରକାଶ ପାଇବାର କିଛି ଘଣ୍ଟା ପୂର୍ବରୁ ପ୍ରଖ୍ୟାତ ଭାରତୀୟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ନିଜର ପୂର୍ବ ପୂର୍ବାନୁମାନକୁ ବଜାୟ ରଖିଛନ୍ତି। ଆଜିର ମତଦାନ ଶେଷ ହେବା ପରେ ସନ୍ଧ୍ୟା ସାଢ଼େ ୬ଟାରୁ ଏକଜିଟ୍ ପୋଲ୍!-->…