ନିର୍ବାଚନରେ ହାରିବ ଋଷି ସୁନକଙ୍କ ଦଳ : ସର୍ଭେ

ନୂଆଦିଲ୍ଲୀ: ବ୍ରିଟେନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଦଳ କଂଜରଭେଟିଭ ପାର୍ଟିକୁ ଆଗାମୀ ନିର୍ବାଚନରେ ବଡ ପରାଜୟର ସମ୍ମୁଖୀନ ହେବାକୁ ପଡିପାରେ । ବ୍ରିଟେନରେ କରାଯାଇଥିବା ଏକ ଜନମତ ସର୍ଭେରେ ଏଭଳି ଦାବି କରାଯାଇଛି। ଏହି ସର୍ଭେ ୧୮ ହଜାର ଲୋକଙ୍କ ନମୁନା ଉପରେ ଆଧାରିତ । ଏହି

୧% ସତ ହୋଇଥିଲେ ବି ଲଜ୍ଜାଜନକ, ସଂଦେଶଖାଲି ମାମଲାରେ ମମତା ସରକାରଙ୍କୁ ହାଇକୋର୍ଟଙ୍କ ଭତ୍ସନା

କୋଲକାତା: କଲିକତା ହାଇକୋର୍ଟ ଗୁରୁବାର ଏହି ଆବେଦନର ଶୁଣାଣି କରି ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ସନ୍ଦେଶଖାଲିରୁ ଆସିଥିବା ଅଭିଯୋଗମଧ୍ୟରୁ ଯଦି ଏକ ପ୍ରତିଶତ ବି ସତ ହୁଏ, ତେବେ ତାହା ଲଜ୍ଜାଜନକ।ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶେଖ ଶାହାଜାହାନଙ୍କ ଦ୍ୱାରା

ମୁଖତାର ଅନସାରୀ ବିଜେପିର ଗୁଣ୍ଡାମାନଙ୍କ ବିରୋଧରେ ଲଢୁଥିଲେ: ସମାଜବାଦୀ ପାର୍ଟି ବିଧାୟକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖନଉ ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ତଥା ବିଧାୟକ ରବିଦାସ ମେହେରୋତ୍ରା ମାଫିଆରୁ ରାଜନେତା ହୋଇଥିବା ଦିବଂଗତ ପୂର୍ବତନ ବିଧାୟକ ମୁଖତାର ଅନସାରୀ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏସପି ବିଧାୟକ ରବିଦାସ ମେହେରୋତ୍ରା କହିଛନ୍ତି ଯେ ଯେ

ବିଜେପି ବିଷଧର ସାପଠୁ ବଳି ଭୟଙ୍କର, ମମତା ବାନାର୍ଜୀଙ୍କ ବିବାଦୀୟ ବୟାନ

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ସବୁ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ତେବେ ଇତିମଧ୍ୟରେ ନେତାମାନଙ୍କ ପକ୍ଷରୁ ବିବାଦୀୟ ବୟାନବାଜି ଆରମ୍ଭ ହୋଇଯାଇଛି । ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଚବିହାରରେ ବିରୋଧୀ ବିଜେପି ବିରୋଧରେ ବିବାଦୀୟ ତଥା ଅପମାନଜନକ ଭାଷା

ମଥୁରା ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କଲେ ହେମାମାଳିନୀ

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କିଛିଦିନ ବ‌ାକିଥିବା ବେଳେ ଗୁରୁବାର ଭାଜପା ପ୍ରାର୍ଥୀ ହେମାମାଳିନୀ ମଥୁରା ଲୋକସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।ଗତବର୍ଷ ଅକ୍ଟୋବରରେ ହେମା ମାଳିନୀ ୭୫ ବର୍ଷ ବୟସରେ ପ୍ରଦାର୍ପଣ କରିଥିଲେ। ଏଭଳି

ଆସିକା ରେ ପରିବର୍ତ୍ତନ ପାଇଁ ଦଳ ମୁଖିଆ ପାଖରେ ଫେରାଦ ସକାଶେ ବିଦ୍ରୋହୀ ସଜ ବାଜ…!

ବ୍ରହ୍ମପୁର: ୪-୪ ଗଞ୍ଜାମ ଜିଲ୍ଲାରେ ରାଜନୀତି ରେ ଘଡିକେ ଘୋଡ଼ା ଛୁଟିବାରେ ଲାଗିଛି। ଦ୍ୱିତୀୟ ପର୍ଯ୍ୟାୟରେ ଶାସକ ଦଳ ତାର ପ୍ରାର୍ଥୀ ଘୋଷଣା କରିଛି। ଆସିକା ରେ ଏଥର ନୂଆଁ ମୁହଁ ଦେବାକୁ ନେଇ ଦୀର୍ଘ ଦିନ ହେଲା ଦାବୀ ହୋଇ ଆସୁଛି। ଆସିକା ବିଜେଡ଼ି ର ଗୋଟିଏ ଗୋଷ୍ଟି ବିଧାୟିକା ଙ୍କୁ ବିରୋଧ

ବିଜେଡି ଗୋଟି ଚାଳନା ରେ ଘାଇଲା ବିରୋଧୀ : ଗୋଟିଏ ଗୁଳି ରେ କଲା ଦୁଇ ଶିକାର…!

ବ୍ରହ୍ମପୁର:୪- ୪ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ ଦେବା ପରେ ଶାସକ ଦଳର ଅଙ୍କ ଭୁଲ ହୋଇଗଲା। ଶେଷରେ ବିଜେପି ଭଳି ରାଜନୈତିକ ଗୋଟି ଚାଳନା କରି ବିଜେଡ଼ି ଭୃଗୁବକ୍ସି ପାତ୍ର ଦଳରେ ସାମିଲ କରିବା ପରେ ତାଙ୍କୁ ବ୍ରହ୍ମପୁର ସାଂସଦୀୟ

କଂଗ୍ରେସ ପ୍ରଭାରୀ ଅଜୟ କୁମାର ଟିକଟ ପାଇଁ ୪୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ କରିଛନ୍ତି ଚିତ୍ରକୋଣ୍ଡା…

ମାଲକାନଗିରି : ମାଲକାନଗିରି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଟିକଟ ପାଇଁ ୪୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ କରିଛନ୍ତି ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଶରତ ଚନ୍ଦ୍ର ବୁରୁଦା । ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି