Sign in
Sign in
Recover your password.
A password will be e-mailed to you.
ଖଲ୍ଲିକୋଟ ରେ ବିଜେଡ଼ି ରେ ଗୋଷ୍ଟି କନ୍ଦଳ ତୀବ୍ରତର….
ବିଧାୟିକା ଙ୍କ ଟିକେଟ ବାତିଲ ନକଲେ ପରିସ୍ଥିତି ଭୟା ଭୟ ହେବ……!
ଵ୍ରହ୍ମପୁର: ୫-୪ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ରୋଚକ ସ୍ଥିତି ରେ ପହଞ୍ଚିଛି। ସ୍ଥାନୀୟ ବିଧାୟିକା ଓ ତାଙ୍କ ସ୍ବାମୀ ଙ୍କ କାର୍ଯ୍ୟ କଳାପ ରେ ଅତିଷ୍ଠ ହୋଇ ସୁଜ୍ଞାନ ଲିଗାସି ର!-->!-->!-->…
ବେଲପଦର ଆଶ୍ରମର ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ : ଅବହେଳା ଯୋଗୁଁ ମୃତ୍ୟୁ ନେଇ ଗୋଛାପଡା ଥାନାରେ ଅଭିଯୋଗ କଲେ ପିତା
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ବେଲପଦର ଆଶ୍ରମ ସ୍କୁଲରେ ଗୋଛାପଡା ଅଞ୍ଚଳର କାଲିମୁଣ୍ଡା ଗ୍ରାମର ଶୁଭଲକ୍ଷ୍ମୀ ଦେହୁରୀ, ଆଶ୍ରମରେ ରହି ନବମ ଶ୍ରେଣୀରେ ପଢୁଥିଲେ। ଗତ ୨ ତାରିଖ ଦିନ ତାର ଦେହ ଖରାପ ହେବାରୁ ମେଡିକାଲରେ ଭର୍ତି କରାଯାଇଥିଲା ।!-->…
ବାଲିଗୁଡା ଆସନକୁ ଝୁଲାଇ ରଖିଛି ବିଜେଡି, ବଢୁଛି ନାନା କଳ୍ପନାଜଳ୍ପନା
ବାଲିଗୁଡା : କନ୍ଧମାଳ ଜିଲାର ୩ ଟି ବିଧାନସଭା ଆସନରୁ ଫୁଲବାଣୀ ଓ ଘୁ. ଉଦୟଗିରି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ହେଲେ ବାଲିଗୁଡା ଆସନକୁ ବିଜେଡି ଏପର୍ଯ୍ୟନ୍ତ ଝୁଲାଇ ରଖିଛି। ଏହାକୁ ନେଇ ଆଶାୟୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଜିଲାର ଫୁଲବାଣୀ ଆସନରେ ନୂତନ ମହିଳା!-->…
ଏଥର ପାରାଦୀପରୁ କିଏ ହେବେ ବିଜେଡି ପ୍ରାର୍ଥୀ
ଭୁବନେଶ୍ୱର, ୪।୪: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବୁଧବାର ବିଜେଡି ଦ୍ୱିତୀୟ ପର୍ଯ୍ୟାୟରେ ୨୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ହେଲେ ଏଥିରେ ପାରାଦୀପର ନାଁ ନାହିଁ। ତେବେ ପାରାଦୀପରୁ ବିଜେଡି କାହାକୁ ଟିକେଟ୍ ଦେବ ସେନେଇ ଚର୍ଚ୍ଚା ଜାରି ରହିଛି। ଏପରିକି ବିଜେଡି କିଛି ନୂଆ!-->…
ଟଙ୍କା ନେଇ କଂଗ୍ରେସ ଟିକେଟ ଦେବା ଅଭିଯୋଗ: ଶରତ ପଟ୍ଟନାୟକ କହିଲେ- ପ୍ରମାଣ ଦେଲେ, ରାଜନୀତିରୁ ସନ୍ୟାସ ନେଇଯିବି
ଭୁବନେଶ୍ବର: ଟଙ୍କା ନେଇ କଂଗ୍ରେସ ଦଳ ଟିକେଟ ଦେଉଥିବା ଅଭିଯୋଗ ଉପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପିସିସି ସଭାପତି କିମ୍ବା ପ୍ରଭାରୀ ଡ଼. ଅଜୟ କୁମାର ଟଙ୍କା ନେଇଥିବା ଯେଉଁ ଅଭିଯୋଗ ଆସୁଛି ତାହା ବୃଥାହୀନ। ଏଥିରେ କୌଣସି!-->…
ଜାଗର ଦିନ ଘରଛାଡ଼ି ବାହାରକୁ ଯାଇଥିଲେ; ୨୮ ଦିନ ପରେ ଉଦ୍ଧାର ହେଲା ଗଳିତ ଶବ
ନୀଳଗିରି: ପଞ୍ଚଲିଙ୍ଗେଶ୍ବର ବିଟ୍ ଅଧୀନ କେନ୍ଦୁଚତୁରୀ ନିକଟରୁ ଗଳିତ ଶବ ଉଦ୍ଧାର ହୋଇଛି। ଶବଟି ସ୍ଥାନୀୟ କେନ୍ଦୁନାଳ ଗ୍ରାମର ମାଧ ସିଂ (୫୭) ବୋଲି ଜଣାପଡିଛି।ସୂଚନା ଅନୁସାରେ ଗତ ଜାଗର ଦିନ ମାଧ ସିଂ ଘରୁ ରାଗି ଚାଲି ଯାଇଥିଲେ। ଏହା ପରେ ପରିବାର ଲୋକେ ଏଣେତେଣ ଅନେକ ଖୋଜାଖୋଜି ଜାରି!-->…
କେରଳ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଛାତ୍ରାବାସରେ ଝୁଲିପଡ଼ିଲେ ଓଡ଼ିଆ ଛାତ୍ରୀ
ଭୁବନେଶ୍ବର/ବରଗଡ଼: କେରଳର କାସରଗଡ଼ସ୍ଥିତ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରେ ଅଧୟନରତ ଜଣେ ଓଡ଼ିଆ ଛାତ୍ରୀ ଶିକ୍ଷାନୁଷ୍ଠାନର ଛାତ୍ରାବାସରେ ଝୁଲିପଡ଼ିଛନ୍ତି। ମୃତ ଛାତ୍ରୀ ହେଲେ ରୁବି ପଟେଲ (୨୭)। ସେ ପିଏଚ୍ଡି ଛାତ୍ରୀ ଥିଲେ। ପୁଲିସ ଏନେଇ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।ସୂଚନା!-->…
ଦିନକ ଭିତରେ ବିଜେଡି ଛାଡ଼ିଲେଣି ଦୁଇ ବିଧାୟକଙ୍କ ସମେତ ୬ ଜଣ, ଶଙ୍ଖ ଫୁଙ୍କିବେନି ରମେଶ ସାଏ
ଭୁବନେଶ୍ବର/ଆଠମଲ୍ଲିକ: ଜଣକ ପରେ ଜଣେ ବିଜେଡି ନେତା ଦଳ ଛାଡୁଛନ୍ତି। ଧୀରେଧୀରେ ବିଜେଡିରେ ବିଦ୍ରୋହ ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ୨୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡିରେ ବିଦ୍ରୋହର ତୀବ୍ର ହେବାରେ ଲାଗିଛି। ଆଜି!-->…
ସରକାର ସ୍ଥିର କରନ୍ତୁ ପାଣ୍ଡିଆନ ନେତା ନା ଅଫିସର: ସିଏମଓରୁ ବହିଷ୍କାର ଦାବି କଲା ବିଜେପି
ଭୁବନେଶ୍ବର : ଓଡ଼ିଶା ବୋଧହୁଏ ଦେଶର ଏକମାତ୍ର ରାଜ୍ୟ ଯେଉଁଠି ଜଣେ ବ୍ୟକ୍ତି ଉଭୟ ଅଫିସର ଓ ନେତା ଭୂମିକାରେ ଅଛନ୍ତି। ଓଡ଼ିଶାରେ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ଏଭଳି ଷଡ଼ଯନ୍ତ୍ର ଚାଲିଛି। ବିଜେଡି ନେତା ଭିକେ ପାଣ୍ଡିଆନ ସର୍ବସମ୍ମୁଖରେ ରାଜନୀତିକ କାର୍ଯ୍ୟକଳାପରେ ଭାଗ ନେଉଥିବାବେଳେ!-->…
୧୬କୁ ଘୁଞ୍ଚିଲା ବ୍ଲାକରୋଜ୍ ମାମଲାର ପରବର୍ତ୍ତୀ ଶୁଣାଣି
କଟକ : ଆସନ୍ତା ୧୬ ତାରିଖକୁ ଘୁଞ୍ଚିଲା ବହୁଚର୍ଚ୍ଚିତ ବ୍ଲାକରୋଜ୍ ମାମଲାର ଶୁଣାଣି। ପାରାଦୀପ ନିକଟରେ ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲାର ଶୁଣାଣି ଆସନ୍ତା ୧୬ ତାରିଖକୁ ଘୁଞ୍ଚିଛି।ବ୍ଲାକରୋଜ୍ ଜାହାଜ ବୁଡ଼ି ମାମଲାରେ ଆଜି ହାଇକୋର୍ଟରେ ହାଜର ହୋଇଥିଲା!-->…