Sign in
Sign in
Recover your password.
A password will be e-mailed to you.
ଡକାୟତି ଯୋଜନା ପ୍ରସ୍ତୁତ ବେଳେ ମାଡି ବସିଲା ପୁଲିସ, ୪ ଗିରଫ, ମାରଣାସ୍ତ୍ର ଜବତ
ହିଞ୍ଜିଳିକାଟୁ : ଗୁରୁବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ୫୯ ନଂ ଜାତୀୟ ରାଜପଥ ତଥା ଶ୍ୟାମଳାଇ ଛକ ନିକଟରେ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ହିଞ୍ଜିଳି ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଭୁଜାଲି, ଠେଙ୍ଗା , ୪ଟି ମୋବାଇଲ ଫୋନ୍!-->…
କଣ୍ଟାମାଡି ଅଙ୍ଗନବାଡ଼ି କେନ୍ଦ୍ରରେ ଝୁଲୁଛି ତାଲା,ବାଧାପ୍ରାପ୍ତ ହେଉଛି ଶିଶୁଙ୍କ ପ୍ରାକଶିକ୍ଷା
ମାଲକାନଗିରି/ ବାଲିମେଳା : ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବ ପିଲା ମାନଙ୍କର ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ସମନ୍ୱିତ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ମା' ଓ ଶିଶୁଙ୍କ ସୁରକ୍ଷା ପାଇଁ!-->…
ସମସ୍ୟାରେ ଜର୍ଜରିତ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଝୁନମୁର ପଞ୍ଚାୟତ : ଗାଁକୁ ଯିବା ପାଇଁ ରାସ୍ତା ନାହିଁ, ପିଇବା ପାଇଁ…
କୁଆଁରମୁଣ୍ଡା : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଝୁନମୁର ପଞ୍ଚାୟତର ଖଡ଼ିଆ ବର୍ଟୋଲୀ ଗାଁରେ ଯିବା ପାଇଁ ରାସ୍ତା ନଥିବାରୁ ଏବଂ ପିଇବା ପାଇଁ ସ୍ୱଚ୍ଛ ପାଣିର ସୁବିଧା ନାହିଁ ଯାହା ଫଳରେ ମହିଳା ପୁରୁଷ ଓ ଛୋଟ ଛୋଟ ଛୁଆ ମାନେ ରୋଗୀ ହେଉଛନ୍ତି । ଆମ୍ବୁଲାନ୍ସ କୁ ଡାକିଲେ!-->…
କରପଡା ଗ୍ରାମରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ
ଛତ୍ରପୁର : ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଛତ୍ରପୁର ନିକଟବର୍ତ୍ତୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତର ପାଠାଗାର ଠାରେ ମା' ରାମଚଣ୍ଡୀ ଟ୍ରଷ୍ଟ ଓ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ହସ୍ପିଟାଲ ଓ ମେଡିକାଲ କଲେଜର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ସଚେତନତା!-->…
ଜିଲ୍ଲାସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ୨୦୨୪
ମାଲକାନଗିରି : ମାଲକାନଗିରି ବ୍ଲଡ଼ ବ୍ୟାଙ୍କ ସ୍ଥିତ ସଭା ଗୃହ ଠାରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ହୋଇ ଯାଇଅଛି l ଏହି ପରିପ୍ରେକ୍ଷିରେ ଏକ ସର୍ବବିଭାଗୀୟ ସଭା ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ, ସିଡିଏମଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଡାକ୍ତର ଧନେଶ୍ୱର!-->…
ଯୁକ୍ତ୨ ନାମଲେଖା: ୭ରୁ ଆବେଦନ
ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମଲେଖା ନିମନ୍ତେ ଆସନ୍ତା ୭ତାରିଖଠାରୁ ପ୍ରକ୍ରିୟା ଆରମ୍ବ ହେବ। ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଇଚ୍ଛୁକ ଛାତ୍ରୀଛାତ୍ରମାନେ!-->…
କାକଟପୁରର ପାନବରଜ ପୋଲିଂ ବୁଥ୍: ସୋସିଆଲ ମିଡ଼ିଆରେ ଭାଇରାଲ
କାକଟପୁର: ଓଡ଼ିଶାର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଜାରି ରହିଛି। ପୁରୀ ସଂସଦୀୟ କ୍ଷେତ୍ରର କାକଟପୁରର ଏକ ଇକୋ ଫ୍ରେଣ୍ଡଲି ପୋଲିଂ ବୁଥ୍ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ପୋଲିଂ ବୁଥ୍ରେ ପାନ ବରଜ ପାଲଟିଛି।ପୋଲିଂ ବୁଥ୍ ଉପରେ ପାନ ବରଜ ଭଳି ତାଟି,!-->…
ରାଜ୍ୟରେ ସନ୍ଧ୍ୟା ୫ସୁଦ୍ଧା ୬୨.୪୬% ମତଦାନ: ଜଗତସିଂହପୁରରେ ସର୍ବାଧିକ, ଭଦ୍ରକରେ ସର୍ବନିମ୍ନ ଭୋଟିଂ
ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ମତଦାନ ସମୟ ଶେଷ ହୋଇଛି। କିନ୍ତୁ ମତଦାନ କେନ୍ଦ୍ର ପରିସରରେ ଯେଉଁ ମତଦାତା ଏବେ ବି ଧାଡ଼ିରେ ଅଛନ୍ତି ସେମାନେ ଭୋଟ୍ ଦେବେ। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ହୋଇଛି। ଏହାରି ମଧ୍ୟରେ ଜଗତସିଂହପୁରରେ ସର୍ବାଧିକ ଓ!-->…
ଓଡ଼ିଶାରେ ଲୋକସଭା ନିର୍ବାଚନ: ବିଜେପି ସପକ୍ଷରେ ବୁଥ୍ ବାହୁଡ଼ା ମତ, ବିଜେଡିକୁ ହେବାକୁ ପଡ଼ିପାରେ ନିରାଶ
ଭୁବନେଶ୍ବର: ଲୋକସଭା ନିର୍ବାଚନ-୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଛି। ଆସନ୍ତା ୪ ତାରିଖରେ ଏହାର ଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମର ସହାୟତାରେ ସର୍ଭେ ସଂସ୍ଥାଗୁଡ଼ିକ ବୁଥ୍ ବାହୁଡ଼ା ମତ ପ୍ରକାଶ କରିଛନ୍ତି। ଏଥର ଲୋକସଭା!-->…
ଭୋଟ ବେଳେ ଅଘଟଣ; ଟଳି ପଡ଼ିଲେ BLO
ଯାଜପୁର : ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଜଣେ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍ରେ ତାଙ୍କୁ ନିୟୋଜିତ କରାଯାଇଥିଲା। ତାଙ୍କ ନାଁ ମନୋରଞ୍ଜନ ସାହୁ। ସେ ଜଣେ ସହକାରୀ ଶିକ୍ଷକ ଥିଲେ।ବିଞ୍ଝାରପୁର!-->…