Sign in
Sign in
Recover your password.
A password will be e-mailed to you.
କେଜ୍ରିଓ୍ବାଲଙ୍କୁ ଝଟକା, ଅନ୍ତରୀଣ ଜାମିନ ଅବଧି ବଢାଇବାକୁ ମନାକଲେ ଦିଲ୍ଲୀକୋର୍ଟ
ନୂଆଦିଲ୍ଲୀ: ମଦ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା ଲାଗିଛି। ୭ ଦିନିଆ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ପାଇଁ କେଜ୍ରିଓ୍ବାଲ କରିଥିବା ଆବେଦନକୁ ରାଉଜ୍ ଆଭେନ୍ୟୁ କୋର୍ଟ ଶନିବାର ଖାରଜ କରିଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି!-->…
ଛତ୍ରପୁର ଷ୍ଟାଇଲବଜାର ପକ୍ଷରୁ ଶିଶୁ ପ୍ରତିଭା କାର୍ଯକ୍ରମ…
ଛତ୍ରପୁର, ତା. ୧ / ୬ : ଛତ୍ରପୁର ଷ୍ଟାଇଲବଜାର ଆନୁକୂଲ୍ୟରେ ଶୁକ୍ରବାର ଏକ ଶିଶୁ ପ୍ରତିଭା କାର୍ଯକ୍ରମ ର ଆୟୋଜନ ହୋଇଥିଲା । ଏଥିରେ ସହରାଞ୍ଚଳ ର ପ୍ରାୟ ଶତାଧିକ ଶିଶୁ ଏହି ପ୍ରତିଭା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ମଧ୍ୟରେ ପ୍ରାୟତଃ ୧୩ବର୍ଷ ମଧ୍ୟରେ!-->…
‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ତରଫରୁ ମାଟ୍ରିକ୍ ଚାମ୍ପିଅନ୍ସ-୨୦୨୪ କାର୍ଯ୍ୟକ୍ରମ…
ବ୍ରହ୍ମପୁର : .ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ତରଫରୁ ମାଟ୍ରିକ୍ ଚାମ୍ପିଅନ୍ସ-୨୦୨୪ କାର୍ଯ୍ୟକ୍ରମରେ ଡାଇମଣ୍ଡ ଜୁବୁଲି ଟାଉନ୍ ହଲ୍ରେ ଆୟୋଜିତ ହୋଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ ଡ. ଓଝା ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ବାଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ କୁ ପ୍ରଶଂସା!-->…
ଅଭିଳାଷ ପଣ୍ଡାଙ୍କୁ ହୋଇଥିବା ଆକ୍ରମଣକୁ ବିରୋଧ…
ବ୍ରହ୍ମପୁର : ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶିଵ ଶଙ୍କର ନାୟକଙ୍କ ନେତୃତ୍ୱରେ ବହୁ କର୍ମକର୍ତ୍ତା ଯୋଗ ଦେଇ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଟଣାର ନିନ୍ଦା କରିବା ସହ ଭିକ୍ଷବ ପ୍ରଦର୍ଶନ କରିଥିଲେ। ଗତକାଲି ଚନ୍ଦବାଲି ଠାରେ ମନମୋହନ ସାମଲ ଙ୍କ ପାଇଁ ପ୍ରଚାର କରି ଫେରୁଥିବା!-->…
ଟାଟୁ ଦୋକାନ ଭିତରେ ଯୁବକଙ୍କୁ ହତ୍ୟା ଘଟଣାରେ ୫ଗିରଫ…
ବ୍ରହ୍ମପୁର : ଗତ ମଙ୍ଗବାର ଗୋଷାଣୀନୂଆଗାଁ ଥାନା ଅର୍ନ୍ତଗତ ହାଉସିଂବୋର୍ଡ ନିକଟରେ ଥିବା ଏକ ଟାଟୁ ଦୋକାନ ଭିତରେ ଜଣେ ଯୁବକଙ୍କୁ ବିଭତ୍ସ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ।ବିଭିନ୍ନପ୍ରକାର ମାରଣାସ୍ତ୍ର ରେ ଟାଟୁ ଦୋକାନ ଭିତରେ ଆକ୍ରମଣ କରିଥିଲେ। ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ!-->…
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେବେ ୩୬ହଜାର ପୋଲିସ ଫୋର୍ସ
ଭୁବନେଶ୍ୱର,୩୧।୫: ଓଡ଼ିଶାରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନରେ ଶନିବାର ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ବିଶେଷ ଭାବେ ହିଂସାକାଣ୍ଡକୁ ନଜର ରଖାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ!-->…
ବଢୁଛି ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା; ଦିନକରେ ସୁନ୍ଦରଗଡ଼ ଜିଲ୍ଲାରେ ଗଲାଣି ୧୬ ଜୀବନ!
ରାଉରେକଲା : ରାଜ୍ୟରେ ବଢ଼ିବାରେ ଲାଗିଛି ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା। ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ଗୋଟିଏ ଦିନରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ୪ ଜଣଙ୍କର!-->…
ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ଓଏସ୍ଓୟୁର କୁଳପତି
ଭୁବନେଶ୍ବର: ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ(ଓଏସ୍ଓୟୁ)ର ନୂତନ କୁଳପତି ଭାବେ ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ଆଜି ନିଯୁକ୍ତ ହୋଇଛନ୍ତି। ଓଏସ୍ଓୟୁ ଆଇନ ୨୦୧୪ ଅନୁଯାୟୀ ରାଜ୍ୟପାଳ ରଘୁବର ଦାସ ଆଜି ତାଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। କାର୍ଯ୍ୟରେ!-->…
ଶେଷ ପର୍ଯ୍ୟୟ ମତଦାନ: ପୋଲିଂ କର୍ମଚାରୀ-ମତଦାତାଙ୍କୁ ଅସ୍ତବ୍ୟସ୍ତ କରିପାରେ ଅସହ୍ୟ ତାତି, ଗୁଳୁଗୁଳି
ଭୁବନେଶ୍ବର: ରାଜ୍ୟରେ ଜାରି ରହିଥିବା ଅସହ୍ୟ ତାତି ଓ ଗ୍ରୀଷ୍ମପ୍ରବାହ ଭିତରେ ଶନିବାର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ହେବ। ରାଜ୍ୟରେ ଅଂଶୁଘାତର ଆତଙ୍କ ଖେଳିଯାଇଥିଲା ବେଳେ ଭୋଟ ପାଇଁ ଗ୍ରୀଷ୍ମ ପ୍ରବାହ ବଡ ଚ୍ୟାଲେଞ୍ଜ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ଭୋଟ୍ ପରିଚାଳନା!-->…
୮୦ ଲକ୍ଷ ଟଙ୍କାର କାର୍ ପାଇଁ ପତ୍ନୀଙ୍କୁ ପିଟି ପିଟି ମାରିଦେଲେ, ସ୍ୱାମୀ ଅଟକ
ନୟାଗଡ଼ : ୮୦ ଲକ୍ଷ ଟଙ୍କାର କାର୍ କିଣିବାକୁ ମନ ବଳାଇଲେ ଜ୍ୱାଇଁ। ଏଥିପାଇଁ ଶ୍ୱଶୁରଙ୍କଠାରୁ ଟଙ୍କା ଆଣିବାକୁ ପତ୍ନୀଙ୍କ ଉପରେ ପକାଉଥିଲେ ଚାପ । ମାତ୍ର ଟଙ୍କା ନ ମିଳିବାରୁ ପାଲଟିଗଲେ ରାକ୍ଷାସ । ଆଉ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ପିଟି ପିଟି ମାରିଦେଲେ। ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ!-->…