ପଞ୍ଜାବରେ ରାଘବ ମୁଖ୍ୟମନ୍ତ୍ରୀ ହେବା ବିଜେପି ଦ୍ବାରା ପ୍ରଚାରିତ ଗୁଜବ – କେଜ୍ରିୱାଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ସରକାରଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାସ୍ତବରେ, ରାଜନୈତିକ ମହଲରେ ଏକ ଗୁଜବ ପ୍ରଚାରିତ ହେଉଥିଲା ଯେ, ଜୁନ୍ ୪ ତାରିଖ ପରେ…

ଭଗବାନ ଜାଣନ୍ତି ସେମାନେ ମୋ‌ତେ ଜେଲରେ ରଖି କ’ଣ ହାସଲ କରିବା ପାଇଁ ଚାହୁଁଛନ୍ତି !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆତ୍ମସମର୍ପଣ କରିବା ପୂର୍ବରୁ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ଯେଉଁଠାରେ ବି ରୁହେଁ। ଜେଲ ବାହାରେ ରୁହେ କି ଭିତରେ କିଛି ଫରକ ପଡ଼ିବ ନାହିଁ। ଦିଲ୍ଲୀର କାମ ନା କେବେ ଅଟକିଛି ନା…

ଜର୍ମାନୀ: ଲୋକଙ୍କୁ ଆଖିବୁଜା ଛୁରାମାଡ଼, ଦୁର୍ବୃତ୍ତକୁ ଗୁଳି କଲା ପୁଲିସ୍

ମେନହେମ : ଜର୍ମାନୀର ମେନହେମ୍ ସହରରେ ଜଣେ ଦୁର୍ବୃତ୍ତ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକମାନଙ୍କୁ ଆଖିମୁଜା ଛୁରାମାଡ କରିଛି । ଏହା ଫଳରେ କିଛି ଲୋକ ଆହତ ହୋଇଛନ୍ତି । ଏ ସଂପର୍କରେ ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଦୁର୍ବୃତ୍ତକୁ ଗୁଳିକରିଛି । ପୂର୍ବାହ୍ନ ସାଢ଼େ ୧୧ଟା ପରେ…

ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ ଗାନ୍ଧି ମୋ ପସନ୍ଦ: ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ : ଯଦି ସାଧାରଣ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ବିଜେପିକୁ ହରାଇ ପାରିବ, ତା’ହେଲେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ଦରକାର ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।ଏଥିସହ ଖଡଗେ କଂଗ୍ରେସ ଅଧ୍ୟକ୍ଷ ହିସାବସରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାଏବରେଲୀ ଆସନରୁ…

ନାଗପୁରରେ ପାରଦ ୫୬ ଡିଗ୍ରୀ !

ନୂଆଦିଲ୍ଲୀ : ଅସହ୍ୟ ଖରା। ଜଳି ଯାଉଛି ଶରୀର। ଆକାଶରୁ ବର୍ଷା ହେଉଛି ନିଆଁ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ କଳବଲ ହେଉଛନ୍ତି ଲୋକ। ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରର ନାଗପୁରରେ ପାରଦ ସିଧା ୫୬ ଡିଗ୍ରୀ ଛୁଇଁଛି।ପୂର୍ବରୁ ଦିଲ୍ଲୀର ମୁଙ୍ଗେଶପୁରରେ ପାରଦ ୫୨.୯ ଡିଗ୍ରୀ ରେକର୍ଡ…

ରାତିରେ ଗାଡ଼ି ଅଟକାଇ ପାରିବନି ପୁଲିସ୍‌, ଚାଲାଣ ବି କାଟି ପାରିବନି

ନୂଆଦିଲ୍ଲୀ : ଏବେ ଚାରିଆଡ଼େ ରାତି ସମୟରେ ବ୍ଲକିଂ ଓ ଚେକିଂ କରାଯାଉଛି। ତେବେ ଗାଡ଼ି ଚେକିଂ ସମୟରେ ପୁଲିସ୍‌ ବାବୁମାନେ ଅଯଥା ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି। ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ଗୁରୁଗ୍ରାମ ଡିସିପି(ଟ୍ରାଫିକ) ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ରାତି ବେଳା ପୁଲିସ୍‌…

୨୦୨୪ ବର୍ଷରେ ଜିଡ଼ିପି ୮.୨% ରହିପାରେ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଭାରତୀୟ ଅର୍ଥନୀତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ କ୍ୱାର୍ଟରର୍‌ରେ ଦେଶର ଜିଡିପି ୭.୮% ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଜିଡିପି ଭଲ ପ୍ରଦର୍ଶନ କରିଥିବାରୁ ୨୦୨୪ରେ ଏହା ୮.୨% ରହିବ ବୋଲି ଆକଳନ…

ଯୌନ ନିର୍ଯାତନା ମାମଲା: ସାଂସଦ ରେଭାନ୍ନାଙ୍କୁ ଜୁନ ୬ ଯାଏ ରିମାଣ୍ଡରେ ନେଲା ଏସ୍‌ଆଇଟି

ବେଙ୍ଗାଲୁରୁ : ଶହଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ବ୍ଲାକମେଲିଂ କରିବା ଅଭିଯୋଗରେ ଗିରଫ ହୋଇଥିବା କର୍ଣ୍ଣାଟକାର ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ରିମାଣ୍ଡରେ ନେଇଛି ଏସ୍‌ଆଇଟି। ଆଜି ଭୋରରୁ ଜର୍ମାନୀରୁ ଫେରିଥିବା ରେଭାନ୍ନାଙ୍କୁ ଏସ୍‌ଆଇଟି ଏୟାରପୋର୍ଟରୁ ହିଁ ଗିରଫ…

ଅର୍ଦ୍ଧନିର୍ମିତ ଅଙ୍ଗନବାଡି କୋଠା କାର୍ଯ୍ୟ ସରିବ କେବେ ?

ଉମରକୋଟ : ଦୁର୍ନୀତିରେ ଉବୁଟୁବୁ ନବରଙ୍ଗପୁର ଜ଼ିଲ୍ଲାର ଏକ ଉପାନ୍ତ ଅଞ୍ଚଳ ରାଇଘର ବ୍ଳକ କହିଲେ ଭୁଲ ହେବ ନାହିଁ। ଏହି ବ୍ଲକରେ ସବୁ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକ ଠିକାଦାର, ଜିଆରଏସ ଓ ଓଭରସିଆର ବାବୁଙ୍କ ମନ ମର୍ଜିରେ ହୁଏ । ବାରଂବାର ବିଭିନ୍ନ ଗଣମାଧ୍ୟମରେ ଦୁର୍ନୀତିର ପର୍ଦାଫାଶ ହେଲେ…

ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଅଣ୍ଡାଳି ଜମ୍ବାହାଲ ପଞ୍ଚାୟତ ଅନ୍ତର୍ଗତ ମିଠେଇ ଟୁଙ୍ଗରି ଚାଷ ଜମିରେ ଜଣେ ବୃଦ୍ଧ ଲୋକଙ୍କ ମୃତଦେହ ପଡ଼ିଥିଲା | ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ବୃଦ୍ଧ ତିନି ଚାରି ଦିନ ପୂର୍ବେ ଜମ୍ବାହଲ ସ୍ୱାସ୍ଥ୍ୟ କେନ୍ଦ୍ରରେ…