Sign in
Sign in
Recover your password.
A password will be e-mailed to you.
କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ : “ମାନବ ଶୃଙ୍ଖଳ ମାଧ୍ୟମରେ ତମାଖୁ ମୁକ୍ତ ଭାରତ ପାଇଁ ବଜ୍ର…
ବ୍ରହ୍ମପୁର ତା:୩୧.୦୫.୨୦୨୪ ରିଖ ସ୍ଥାନୀୟ ବ୍ରହ୍ମାନଗର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ସରକାରୀ ଆଇ ଟି ଆଇ ମିଳିତ ସହଯୋଗରେ ବିଶ୍ବ ତମାଖୁ ବର୍ଜନ ଦିବସ ସଚେତନତା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇ ଯାଇଛି। ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ!-->!-->!-->…
ଜଗତସିଂହପୁର ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲାରୁ ୬୦୦,ରୁ ଉର୍ଦ୍ଧ ପୋଲିସ ଓ ହୋମଗାର୍ଡ କର୍ମଚାରୀ…
ସମାନ ଡିଉଟି କିନ୍ତୁ ଦରମା କମ୍...
ଭଜନ ସନ୍ଧ୍ୟାରେ କମ୍ପିଲା ଯାତ୍ରା ପଡିଆ…
ଫୁଲବାଣୀ : ଫୁଲବାଣୀର ଆରାଧ୍ୟା ଦେବୀ ମା ନାରାୟଣୀ ଠାକୁରାଣୀଙ୍କ ୨୬ ତମ ଯାତ୍ରାର ଆଜି ଦ୍ୱାବିଂଶ ତମ ଦିବସରେ ଠାକୁରାଣୀ ଯାତ୍ରା ପଢିଆ ରେ ଭାବ ଓ ଭକ୍ତିମୟ ପରିବେଶ ଭିତରେ ଅଚ୍ଛନ୍ନ ହୋଇ ଯାଇଥିଲା l ପଞ୍ଚଦେବୀ ପଞ୍ଚଠାକୁରାଣୀ ଙ୍କର ଆଜି ବିଶ୍ରାମ ଦିବସ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ!-->!-->!-->…
ସଫଳ ହେଲା ଭରତଙ୍କ ସ୍ବପ୍ନ, ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ଟାଙ୍ଗରା ଭୂଇଁ ପାଲଟିଲା ଫଳ ଉଦ୍ୟାନ…
ବ୍ରହ୍ମପୁର, ୩ ୧ /୦୫: ଛତ୍ରପୁର ଅନ୍ତର୍ଗତ ବିପିଲିଙ୍ଗି ଗ୍ରାମର ଚାଷୀ ଭରତ ରେଡ୍ଡୀଙ୍କ ସ୍ବପ୍ନ ପୂରଣ ହୋଇଛି। ଟାଟା ଷ୍ଟିଲ ଫାଉଣ୍ଡେସନର (ଟିଏସ୍ଏଫ୍) ସହଯୋଗ ଓ ନିଜର କଠିନ ପରିଶ୍ରମ ଦ୍ଵାରା ସେ ପ୍ରାୟ ଦେଢ଼ ଏକରରୁ ଊର୍ଦ୍ଧ୍ୱ ଜମିରେ ଫଳାଇ ପାରିଛନ୍ତି ସୁନାର ଫସଲ। ଦିନେ ଟାଙ୍ଗରା!-->!-->!-->…
ଶେରଗଡ଼ ତହସିଲ ଅଞ୍ଚଳରେ ଜମି ମାଫିଆଙ୍କ ରାଜ : କବ୍ଜା ରେ ଏକର ଏକର ଜମି…
ସନ୍ଦେହ ଘେରରେ ତହସିଲଦାର ଙ୍କ ଭୂମିକା...!!
ମା’ ରାମାୟଣାମ୍ମା ଦ୍ବିତୀୟ ସନ୍ଧ୍ୟାର ଘଟଯାତ୍ରା : ଜଗମାଲ୍ ରାଜଙ୍କ ଘର ଦ୍ୱାରେ ମାଆ ସାନ୍ତାଆଣୀ ରାଜଭୋଗ…
ଛତ୍ରପୁର : ଛତ୍ରପୁରର ଆରାଧ୍ୟ ଦେବୀ ମା' ରାମାୟଣାମ୍ମା ଙ୍କ ଦ୍ବିତୀୟ ସନ୍ଧ୍ୟା ର ଘଟଯାତ୍ରା ଏକ ନିଆରା ଅଟେ ।। ଆଜି ମା' ଅପରବସଷ୍ଟାଣ୍ଡ ଅଭିମୁଖେ ବାହାରିଛନ୍ତି । ପ୍ରକାଶ ଥାଉକି ତତ୍କାଳୀନ ସମୟରେ ଜଗମାଲ୍ ରାଜ୍ ବୋଲି ଜଣେ ଗୁଜୁରାଟୀ ପରିବାର ଛତ୍ରପୁର ର ଷ୍ଟେସନ ରୋଡ଼ ଅଞ୍ଚଳରେ ସ୍ଥାୟୀ!-->…
ପ୍ରବଳ ଖରାରେ ପ୍ଲାଷ୍ଟିକ ବାନ୍ଧି ହାଟ କରିଲେ ଉଠା ବେପାରୀ !
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅଧୀନରେ ରାଏବଗା ପଞ୍ଚାୟତରେ ଥିବା ସାପ୍ତାହିକ ବଜାରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଉଠାବେପାରି ମାନେ ତାସହିତ ବଜାରରେ ପରିବା ନେବା ପାଇଁ ଆସିଥିବା ଲୋକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି ବଜାର!-->…
ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ : କାଗଜ କଲମରେ ସୀମିତ ବିଶ୍ୱ ତମାଖୁ ବର୍ଜନ ଦିବସ : ପ୍ରହସନ ପାଲଟିଛି ଗୁଟଖା ବନ୍ଦ ଆଇନ
ହିଞ୍ଜିଳିକାଟୁ : ପ୍ରତିବର୍ଷ ମଇ ମାସ ୩୧ ତାରିଖକୁ ସାରା ଭାରତ ବର୍ଷରେ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଇଥାଏ । ତମାଖୁର ଭୟାବହତାକୁ ନେଇ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି ଉଦ୍ଦ୍ୟେଶରେ ଏହି ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷ ତମାଖୁ ଜନିତ ହୃଦରୋଗ ବିଷୟକୁ ଗୁରୁତ୍ୱ!-->…
କନ୍ୟାକୁମାରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଆଜିଠୁ ବସିବେ ଧ୍ୟାନରେ
ନୂଆଦିଲ୍ଲୀ : ଦେଶରେ ଚାଲିଥିବା ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରୁ ପ୍ରଚାର ଶେଷ ହୋଇଛି। ଆସନ୍ତା ୧ ତାରିଖରେ ଓଡ଼ିଶା ସମେତ ଦେଶରେ ଶେଷ ପର୍ଯ୍ୟାୟ ମତଦାନ ହେବ। ଭୋଟ ଗ୍ରହଣ ପରେ ସବୁ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯିବ।ଏହାପରେ ଆସନ୍ତା ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ!-->…
ନିର୍ବାଚନ ନ ସରିବା ପୂର୍ବରୁ ଏକଜିଟ୍ ପୋଲ: ଘରୋଇ ଟିଭି ଚ୍ୟାନେଲ ବିରୋଧରେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ରିପୋର୍ଟ ଦାଖଲ…
ଭୁବନେଶ୍ବର: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ନିର୍ବାଚନ କମିଶନ ଏକ ଘରୋଇ ଟିଭି ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାର ଏକ ଘରୋଇ ଟିଭି ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭାରତୀୟ ନିର୍ବାଚନ ଆୟୋଗ!-->…