ପରିତ୍ୟକ୍ତ ଘରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡା ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଳାଛାଟ ଛକରେ ଥିବା ଏକ ପରିତ୍ୟକ୍ତ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ହେଲେ ବିନିକା ରହେଲା ଗ୍ରାମର ଗଣେଶ ଦାସ।ସୂଚନା ଅନୁସାରେ ଗଣେଶ ପରିବାର ସହିତ ତାଙ୍କ…

ସିବିଆଇ ମାମଲାରେ ଜୁଲାଇ ୬ ଯାଏ ଜେଲ ଗଲେ ସିସୋଦିଆ

ନୂଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ସିବିଆଇ ଏହି ଘଟଣାରେ ରୁଜୁ କରିଥିବା ମାମଲାରେ ସିସୋଦିଆଙ୍କୁ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜୁଲାଇ ୬ ଯାଏ ଜେଲ ହାଜତକୁ ପଠାଇ ଦେଇଛନ୍ତି। ସିସୋଦିଆଙ୍କ ସହ…

୬ ମାସ ପୂର୍ବରୁ ବ୍ରିଟିଶ ପାର୍ଲିଆମେଣ୍ଟ ଭଙ୍ଗ କଲେ ଋଷି ସୁନକ୍, ଜୁଲାଇ ୪ରେ ନିର୍ବାଚନ

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ବ୍ରିଟିଶ ସଂସଦକୁ ଭଙ୍ଗ କରିଛନ୍ତି। ବ୍ରିଟେନର ବର୍ତ୍ତମାନର କନଜର୍ଭେଟିଭ୍ ପାର୍ଟି ସରକାରଙ୍କ କାର୍ଯ୍ୟକାଳ ଡିସେମ୍ବରରେ ଶେଷ ହେବାକୁ ଯାଉଥିଲା, କିନ୍ତୁ ୬ ମାସ ପୂର୍ବରୁ ସେ ସଂସଦ ଭଙ୍ଗ କରିଦେଇଛନ୍ତି ।ବ୍ରିଟେନ ନିୟମ ଅନୁଯାୟୀ ବର୍ତ୍ତମାନର…

ପିଓକେ ଆମର ଥିଲା, ଅଛି ଓ ରହିବ, ଭାରତୀୟ ବୈଦେଶିକ ମନ୍ତ୍ରାଳୟର ବଡ଼ ବୟାନ

ନୂଆଦିଲ୍ଲୀ: ପାକ୍ ଅଧିକୃତ କଶ୍ମୀର (ପିଓକେ) ଏବଂ ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ନେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏକ ବିବୃତି ଦେଇଛନ୍ତି। ପିଓକେ କୁ ନେଇ ଆମେ ଆମର ଆଭିମୁଖ୍ୟ ବଜାୟ ରଖିଛୁ। ସମଗ୍ର ଜମ୍ମୁ-କଶ୍ମୀର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ…

ବ୍ୟାଙ୍କରେ ପଡ଼ିଛି ୭୮,୨୧୩ କୋଟି ଟଙ୍କା, କେହି ନାହାନ୍ତି ଦାବିଦାର

ନୂଆଦିଲ୍ଲୀ : ବିଭିନ୍ନ ବ୍ୟାଙ୍କରେ ଜମା ଥିବା ଅଣଦାବିଦାର ଆକାଉଣ୍ଟ ଟଙ୍କା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଟଙ୍କା ୨୬% ବୃଦ୍ଧି ଘଟି ୭୮ ହଜାର ୨୧୩ କୋଟି ଟଙ୍କାରେ ପହଞ୍ଚିଛି, ଯେଉଁ ଆକାଣ୍ଟର କୌଣସି ଦାବିଦାର ନାହାନ୍ତି। ଆଜି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(RBI) ପ୍ରକାଶ…

ଡନ୍‌ ଛୋଟା ରାଜନକୁ ମିଳିଲା ଆଜୀବନ ଜେଲଦଣ୍ଡ

ନୂଆଦିଲ୍ଲୀ : ମାଫିଆ ଡନ୍‌ ରାଜେନ୍ଦ୍ର ଏସ୍ ନିଖାଲଜେ ଓରଫ ଛୋଟା ରାଜନକୁ ମୁମ୍ବାଇର ସ୍ପେଶାଲ କୋର୍ଟ ଗୋଟିଏ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୧ ମସିହା ମୁମ୍ବାଇର ଜଣେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କୁ ହତ୍ୟାର କରିବା ଘଟଣାରେ ତାକୁ ଏଭଳି ଦଣ୍ଡ ମିଳିଛି।ସ୍ପେଶାଲ…

ହାଇକୋର୍ଟଙ୍କ ବଡ଼ ରାୟ: ହିନ୍ଦୁ-ମୁସଲିମ ବିବାହ ବୈଧ ନୁହେଁ

ଭୋପାଳ : ମୁସଲିମ ପୁଅ ଓ ହିନ୍ଦୁ ଝିଅଙ୍କ ମଧ୍ୟରେ ବିବାହ ମୁସିଲମ ଆଇନ ଅନୁସାରେ ବୈଧ ନୁହେଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ରାୟ ଦେଇଛନ୍ତି। ସେହିପରି ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪ ଅଧୀନରେ ଅନ୍ତଃଧର୍ମ ବିବାହ ପାଇଁ ଜଣେ ଦମ୍ପତି ମାଗିଥିବା ପୁଲିସ ସୁରକ୍ଷା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି…

୧୫୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍; ୨୧ ମୃତ, ୪୦ ଆହତ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୧୫୦ ଫୁଟ ତଳକୁ ଖସିପଡ଼ିଛି ତୀର୍ଥଯାତ୍ରୀ ବସ୍। ଏହି ଦୁର୍ଘଟଣାରେ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।ସୂଚନା ଅନୁସାରେ, ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଏକ ବସ୍ ରାଏସି…

ଦିନକ ଆଗରୁ କେରଳ ସହ ଉତ୍ତରପୂର୍ବ ରାଜ୍ୟର ଅଧିକାଂଶ ସ୍ଥାନକୁ ସ୍ପର୍ଶ କଲା ମୌସୁମୀ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି। ଦିନକୁ ଆଗରୁ ମୌସୁମୀ କେଳର ଛୁଇଁବାରୁ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି। ସାଧାରଣତଃ ଜୁନ ୧ରେ ମୌସୁମୀ କେରଳ ଛୁଇଁ ଥାଏ।ତେବେ ମୌସୁମୀକୁ ନେଇ ଚଳିତ ବର୍ଷ ଗୋଟିଏ ବିରଳ ଘଟଣା ଘଟିଛି। କେରଳ ସହ ମୌସୁମୀ ସମାନ ସମୟରେ ଉତ୍ତରପୂର୍ବ…

ଭଗବାନ ଶିବ ଆମ ଠାରୁ ସୁରକ୍ଷା ଆବଶ୍ୟକ କରନ୍ତି ନାହିଁ

ନୂଆଦିଲ୍ଲୀ : ଯମୁନା ନଦୀ ଶଯ୍ୟା ଓ ନଦୀ ତଟରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଶିବ ମନ୍ଦିରକୁ ଉଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଭଗବାନ ଶିବ ଆମ ଠାରୁ ସୁରକ୍ଷା ଆବଶ୍ୟକ କରନ୍ତି ନାହିଁ। ଯଦି ଯମୁନା ତଟରୁ ସବୁ ଜବରଦଖଲ ଉଚ୍ଛେଦ ହୋଇଯିବ, ତା’ହେଲେ ଭଗବାନ ଶିବ ମଧ୍ୟ ଖୁସି…