ଅସହ୍ୟ ତାତି ଯନ୍ତ୍ରଣା ବଢ଼ାଉଛି ବିଦ୍ୟୁତ୍‌ କାଟ

ହିଞ୍ଜିଳିକାଟୁ ୩୦।୫: ଅସହ୍ୟ ଗ୍ରୀଷ୍ମ ପ୍ରବାହ ବେଳେ ଘନ ଘନ ହେଉଛି ବିଦ୍ୟୁତ୍‌ କାଟ। ଗ୍ରାମାଞ୍ଚଳ ତ ଦୂରର କଥା ହିଞ୍ଜିଳିକାଟୁ ସହରରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ ଗାଏବ ହୋଇଯିବା ସହରବାସୀଙ୍କ ଚିନ୍ତାର କାରଣ ହୋଇଛି। ଯେଉଁ ସମୟରେ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ କରାଯିବା କଥା, ସେହି…

ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡିଲା ମହଙ୍ଗା : ଗ୍ରାମବାସୀଙ୍କ ଛେଚା ଖାଇ ରୋଡ ରୋମିଓ ଆହତ

ହିଞ୍ଜିଳିକାଟୁ : ସାଇକେଲ ଯୋଗେ ହିଞ୍ଜିଳିକାଟୁ ସହରକୁ ଟିୟୁସନ ଯାଉଥିବା ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରିବା ଏତେ ରୋଡରୋମିଓଙ୍କୁ ମହଙ୍ଗା ପଡିଛି। ବାରମ୍ବାର ତାଗିଦ ପରେ ମଧ୍ୟ ଯୁବକ ଜଣଙ୍କ ନିଜ ସ୍ୱଭାବରେ ପରିବର୍ତ୍ତନ ନଆଣିବାରୁ ଶେଷରେ ଗ୍ରାମର କିଛି ବ୍ୟକ୍ତିଙ୍କ…

ମଦ୍ୟପାନ କରି ଚିକିତ୍ସା ସେବା ନକରିବା ଓ ରୋଗୀ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିବା ପଡିଲା ମହଙ୍ଗା, ସ୍ବାସ୍ଥ୍ୟ…

ହିଞ୍ଜିଳିକାଟୁ : ଜଣେ ଗୁରୁତର ଆହତ ନାବାଳକଙ୍କୁ ଚିକିତ୍ସା ସେବା ଯୋଗାଇନଦେବା ସହ ମଦ୍ୟପାନ କରି ନାବାଳକଙ୍କ ଅଭିଭାବକଙ୍କୁ ଦୁର୍ବ୍ୟବହାର କରିବା ମହଙ୍ଗା ପଡିଛି। ଘଟଣା ପ୍ରଘଟ ହେବା ପରେ ସଂପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ମେଡିକାଲ ଅଧିକ୍ଷକ ଚାକିରୀରୁ ନିଲମ୍ବନ କରିଛନ୍ତି। ଏଭଳି ଏକ…

ଦିନ ଦ୍ବିପ୍ରହରେ ଚାଲିଛି ଖୁଲାମଖୁଲା ସାର କଳାବଜାରୀ

କୃଷିବିଭାଗ ଅଧିକାରୀ ନୀରବଦ୍ରଷ୍ଟା ଉମରକୋଟ : ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି ମୂଲ୍ୟବାନ ସାର ୟୁରିୟାର କଳାବଜାରୀ । ବେପାରୀମାନେ ରାତିରେ ସାର କଳାବଜାରୀ କରୁ କରୁ ଏବେ ଦିନ ଦ୍ବିପ୍ରହରେ ଖୁଲାମ ଖୁଲା ଟ୍ରକ ଟ୍ରକ ମୂଲ୍ୟବାନ ୟୁରିୟା ସାର ର କଳାବଜାରୀ କରୁଛନ୍ତି । ଖବର…

ଅସହ୍ୟ ଗ୍ରୀଷ୍ମ ପ୍ରବାହରେ କୋଲ୍ଡ ଡ୍ରିଂକ୍ସ ବଣ୍ଟନ

ଫୁଲବାଣୀ : ଆଜିର ତାପମାତ୍ରା ଗତକାଲିର ଥିବା ୪୩.୫ ଡିଗ୍ରୀ ତାପମାତ୍ରା ଠାରୁ ଅଧିକ ପରି ଜଣା ପଡୁଚି l ଏପରି ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ଥାନେ ସ୍ଥାନେ ଜଳଛତ୍ର ଖୋଲିଥିବା ବେଳେ ଏହି ପରିପ୍ରେକ୍ଷୀ ରେ ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀ ଯାତ୍ରା ପଡିଆ ଠାରେ ପ୍ରବଳ ଗ୍ରୀଷ୍ମ…

ଟିପିଏସ୍ଓଡିଏଲକୁ ମିଳିଲା ‘ଗ୍ରେଟ୍ ପ୍ଲେସ୍ ଟୁ ଓ୍ୱାର୍କ’ ମାନ୍ୟତା

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଚ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ) ‘ଗ୍ରେଟ୍ ପ୍ଲେସ୍ ଟୁ ଓ୍ୱାର୍କ’ର ମାନ୍ୟତା ହାସଲ କରିଛି । ଏହି ସମ୍ମାନସ୍ପଦ ପ୍ରମାଣପତ୍ର ଚଳିତ ବର୍ଷ ମଇରୁ ଆସନ୍ତା ବର୍ଷ ମଇ ମାସ ପର୍ଯ୍ୟନ୍ତ ବୈଧ ହେବ । ଏହି ପ୍ରମାଣପତ୍ର କମ୍ପାନୀର ଅସାଧାରଣ…

ଗ୍ରାମ୍ୟ ସ୍ତରରେ ଋତୁସ୍ରାବ ସଚେତନତା ସପ୍ତାହ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ଗୋଛାପଡା ଥାନା ଅର୍ନ୍ତଗତ ବାଲନ୍ଦାପଡା, ଲୁଇସିଂ, ପାହିରାଜୁ, କୁଏର୍ମାଣ୍ଡୁ ଓ ପକାରି ପଂଚାୟାତର ୨୫ ଗୋଟି ଗ୍ରାମରେ ମଈ ମାସ ୨୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ,ଋତୁସ୍ରାବ ସଚେତନତା ସପ୍ତାହ ସ୍ୱାତୀ ଅନୁଷ୍ଠାନଙ୍କ ପରିଚାଳନା ରେ ପାଳନ…

ଦୁର୍ବନ୍ଧ ଦ୍ବିବାର୍ଷିକ ଠାକୁରାଣୀ ଯାତ୍ରା ଉଦଯାପିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ଦୁର୍ବନ୍ଧ ଗ୍ରାମର ଇଷ୍ଟଦେବୀ ମା'ବୁଢି ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଗତ ୯ ତାରିଖ ଠାରୁ ଆରମ୍ଭ ହୋଇ ୨୧ ଦିନ ଧରି ଚାଲିଥିବା ଯାତ୍ରାତ୍ସୋବ ବୁଧବାର ଉଦଯାପିତ ହୋଇଯାଇଛି। ଯାତ୍ରାତ୍ସୋବ ସକାଶେ ଗ୍ରାମର ସମସ୍ତ ସାହି ବସ୍ତିରେ ସୁଊଚ୍ଚ ତୋରଣ,…

ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ

ବ୍ରହ୍ମପୁର : ରମ୍ଭା ଥାନା ଅନ୍ତର୍ଗତ ବେଣୀଗୌରୀ ଗ୍ରାମରେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ କନ୍ୟା ପରିବାରବର୍ଗ । ଅଧିକା ଯୌତୁକ ଦାବି କରିବା ସହିତ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି କନ୍ୟା ର ପରିବାର ଲୋକେ। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନିମପୋଲି…

ମଂଚ ତଳେ ଚେତା ହରାଇଥିବା ସାମ୍ବାଦିକଙ୍କ ପାଇଁ ବ୍ୟକ୍ତିଗତ ଡାକ୍ତରୀ ଟିମ ପଠାଇଲେ ମୋଦୀ

ବାରିପଦା: ଅଧାରେ ଅଟକାଇଦେଲେ ଭାଷଣ, ଆଉ ନିଜ ବ୍ୟକ୍ତିଗତ ଡାକ୍ତରୀ ଟିମଙ୍କୁ ପଠାଇଲେ ମୋଦୀ। ଏବେ ଆପଣ ଭାବୁଥିବେ ଭାଷଣ କାହିଁକି ଅଧା କହିଲେ? ଆଉ କାହା ପାଖକୁ ଡାକ୍ତରୀ ଟିମ ପଠାଇଲେ? ବାସ୍ତବରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରିପଦା ଜନସଭାରେ ଖବର ସଂଗ୍ରହ ବେଳେ ଅସୁସ୍ଥ ହୋଇ…