ଚା’ ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟି ନାବାଳକ ଜୀବନ୍ତ ଦଗ୍ଧ

ସୋରଡ଼ା : ଚା’ ଦୋକାନରେ ନିଆଁ ଲାଗି ନାବାଳକ ଜୀବନ୍ତ ଦଗ୍ଧ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଦାନ୍ତିଲିଙ୍ଗି ଛକରେ ଥିବା ଚା ଦୋକାନରେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗି ଯାଇଥିଲା ।  ବଡ଼ଗଡ ଥାନା ଗାଙ୍ଗପୁର ଗାଁର ବାଦଲ ମୂଳି ଅଜାଘରକୁ ଖରା ଛୁଟିରେ ବୁଲିବାକୁ ଆସିଥିଲେ ।  ଦାନ୍ତିଲିଙ୍ଗି

ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି : ରାଇରଙ୍ଗପୁର ସାଧାରଣ ସଭାରେ ଯୋଗ ଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ବିଶାଳ ସାଧାରଣ ସଭା ହେବ । କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଜି ଲୋକସେବା ଭବନ ଠାରେ

ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ

ବାଲିଗୁଡ଼ା: ଫିକା ପଡ଼ିଲା ରକ୍ତ ସମ୍ପର୍କ । ଭାଇ ସାଜିଲା ବଇରୀ । ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ସାନ ଭାଇର ଜୀବନ। ବାଲିଗୁଡ଼ା ତୁମୁଡିବନ୍ଧ ଥାନା କଦମ ପଦର ଗାଁରେ ଘଟିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ସୂଚନା ପ୍ରକାରେ କଦମ ପଦର ଗ୍ରାମର ବୁଡୁ ପାତ୍ର ଏବଂ ଗାଉଁଟିଆ ପାତ୍ର

ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର : ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ପାହାଡ଼ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଯାଜପୁର ଜିଲ୍ଲା ଯଖପୁରା ଥାନା ଅସନବାହାଳୀ ଗାଁର ଭବାନୀ ଶଙ୍କର । ଧର୍ମଶାଳା ଥାନା ଅଧୀନ ତରାପୁର ପାହାଡ଼ ନିକଟରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଭବାନୀଙ୍କ ମାଆ ରଂଜିତା

ପୁଣି ବଢ଼ିଲା ବସ ଭଡା : ଯାତ୍ରୀ ଅସନ୍ତୁଷ୍ଟ

କଟକ : ପୁଣି ବଢ଼ିଲା ବସ ଭଡା । ସାଧାରଣ ଓ ଏକ୍ସପ୍ରେସରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି । ଡିଲକ୍ସ, ଏସି ଡିଲକ୍ସ ବସରେ କିଲୋମିଟର ପିଛା ୪ ପଇସା ଭଡ଼ା ବଢ଼ିଲା । ସେହିପରି ସୁପର ଡିଲକ୍ସ ବସ ଭଡା କିଲୋମିଟର ପିଛା ୬ ପଇସା ବଢ଼ିଲା । ଅଟୋମେଟିକ ମେକାନିଜିମ ମାଧ୍ୟମରେ ବଢ଼ିଲା

ବୋମାରେ ପାଦ ପଡ଼ି ଘୁଷୁରୀ ଚରାଳିର ମୃତ୍ୟୁ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ଘଟିଛି ଅଘଟଣ । ଘୁଷୁରୀ ଚରାଉଥିବା ବେଳେ ହୋଇଛି ଅଘଟଣ । ବୋମାରେ ପାଦ ପଡ଼ି ଜଣେ ମୃତ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମଥୁରା ଗାଁ ପୋଖରୀ ନିକଟରେ ପଡ଼ିଥିଲା ବାଣ । କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ବୋମା ଖଞ୍ଜିଥିଲା । ହେଲେ ଜଣଙ୍କର

ଓଡ଼ିଶାର ଖଣିଜ ଅଭିବୃଦ୍ଧି ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ଖଣିଜ କ୍ଷେତ୍ରକୁ ଅଧିକ ସୁଦୃଢ଼ କରାଯିବ। ଜାତୀୟ ଅର୍ଥନୀତିରେ ରାଜ୍ୟର ଅବଦାନ ବୃଦ୍ଧି କରିବା ରହିଛି ଲକ୍ଷ୍ୟ । ଓଡ଼ିଶାର ଖଣିଜ ଅଭିବୃଦ୍ଧି ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ

୫ ତାରିଖ ପର୍ଯ୍ୟନ୍ତ ୨ ରୁ ୪ ଡିଗ୍ରୀ ବଢ଼ିବ ଦିନର ସର୍ବାଧିକ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଚାରି ଡିଗ୍ରୀ ଯାଏଁ ବଢିବ ତାତି । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଦିନର ସର୍ବାଧିକ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ରହିବ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗଳୁଗୁଳି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାଲେଶ୍ବର,

ରବି ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା : ଚାଷୀଙ୍କ ରାସ୍ତାରୋକ; ଯାତାୟାତ ଠପ୍

କଳାହାଣ୍ଡି:ପୁଣି ରାଜରାସ୍ତାରେ ଚାଷୀ ।କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କୁଟ୍ରୁ ଛକରେ ଚାଷୀଙ୍କ ରାସ୍ତାରୋକ। ରବି ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଏବଂ ମିଲରଙ୍କ ମନମୁଖୀ କଟନୀ ପ୍ରତିବାଦରେ ଶତାଧିକ ଚାଷୀ ଜୟପାଟଣା-ମୋଟେର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। କଳାହାଣ୍ଡି

ମନରେଗା ଟଙ୍କା ଲୁଟ୍ ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ମାଲକାନଗିରି : କାଲିମେଳା ବ୍ଲକ ଅନ୍ତର୍ଗତ ଭେଙ୍କଟାପାଲମ ପଞ୍ଚାୟତରେ ମନରେଗା ଯୋଜନାରେ ପ୍ରାୟ ୮ ଲକ୍ଷ ୭୫ ହଜାର ୬୪୧ ଟଙ୍କା ହେରଫେର ହୋଇଥିବା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବଗିଚା ବାଚେରୀ, ‘ମା କେ ନାମ ପେଡ’, ସକ୍ ପିଟ୍, ଅମୃତ