ଅବ୍ୟବସ୍ଥା ମଧ୍ୟରେ ଓଡ଼ଗାଁ ଭାରତୀୟ ସଂଚାର ନିଗମ କାର୍ଯ୍ୟାଳୟ

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଭାରତୀୟ ସଂଚାର ନିଗମ କାର୍ଯ୍ୟାଳୟର ଦକ୍ଷିଣ ପଶ୍ଚିମ ପାର୍ଶ୍ଵରେ ଥିବା ପାଚେରୀ ମୂଳରୁ ୩୦ ଫୁଟ ପର୍ଯ୍ୟନ୍ତ ଭୁଷୁଡି ପଡ଼ିଥିବା ବେଳେ କାର୍ଯ୍ୟାଳୟ ପରିସରଟି ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ହୋଇପଡିଛି ।ଏଠାରେ ବିଏସଏନଏଲ୍ ଟାୱାର ରହିବା ସହିତ ପୂର୍ବ

ଭାରତ-ଓମାନ ବ୍ୟାପକ ଆର୍ଥିକ ସହଭାଗୀତା ଚୁକ୍ତିନାମା

ନୂଆଦିଲ୍ଲୀ : ଭାରତ-ଓମାନ ବ୍ୟାପକ ଆର୍ଥିକ ସହଭାଗୀତା ଚୁକ୍ତିନାମା (CEPA) କାର୍ଯ୍ୟକାରୀ ହୋଇଛି ଯାହା ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କରେ ଏକ ନିର୍ଣ୍ଣାୟକ ମାଇଲଖୁଣ୍ଟ ସୃଷ୍ଟି କରିଛି ଏବଂ ଦୁଇ ଦେଶ ମଧ୍ୟରେ ରଣନୈତିକ ବାଣିଜ୍ୟ ଏବଂ ନିବେଶ ସହଯୋଗରେ ଏକ ପରିବର୍ତ୍ତନକାରୀ ନୂତନ ଅଧ୍ୟାୟ

ଟିଏମସି ସାଂସଦ ବାପି ହଲଦରଙ୍କ ଅଫିସ ଭାଙ୍ଗିଲେ ଉତ୍ତ୍ୟକ୍ତ ଜନତା

କୋଲକତା : ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କୁ ଟାର୍ଗେଟ କରାଯାଉଛି । ଦକ୍ଷିଣ ୨୪ ପ୍ରଗଣା ଜିଲ୍ଳାର ମଥୁରାପୁରରେ ଟିଏମସି ସାଂସଦ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ କରିଛନ୍ତି । ଏହାପରେ ସମଗ୍ର ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିଲା । ଟିଏମସି ସାଂସଦଙ୍କ ଅଫିସର ଝରକାରେ ଥିବା

ଶୁଭେନ୍ଦୁ ସରକାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଶପଥ ନେଲେ ୩୫ ମନ୍ତ୍ରୀ

କୋଲକତା : ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ ସରକାରରେ କ୍ୟାବିନେଟ ବିସ୍ତାର କରିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଶାସନ କରୁଥିବା ବିଜେପି କ୍ୟାବିନେଟ ଚୟନରେ ପ୍ରତ୍ୟେକ ବର୍ଗକୁ ପ୍ରାଧାନ୍ୟ ଦେଇଛି । ଶୁଭେନ୍ଦୁ ସରକାରଙ୍କ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ହୋଇଛି । ୩୫ ଜଣ

କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍, ବାପ-ପୁଅ ସମେତ ୩ ମୃତ

ନୂଆଦିଲ୍ଲୀ: ଲୁଧିଆନାରେ ମେକାନିକ୍ ଉପକରଣ ତିଆରି କରୁଥିବା ଏକ ଫ୍ୟାକ୍ଟ୍ରିରେ ହଠାତ୍ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିଲା । ଯାହା ଫଳରେ ସଙ୍ଗେ ସଙ୍ଗେ ବ୍ୟାପକ ଆତଙ୍କ ଖେଳିଗଲା । ଶ୍ୱାସରୁଦ୍ଧ ହୋଇ ଜଣେ ବାପା ଏବଂ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ବ୍ୟକ୍ତି ମଧ୍ୟ ପ୍ରାଣ

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ଖୁବଶୀଘ୍ର ନିଜର ପଦ ଗ୍ରହଣ କରିବେ । ଏହାସହିତ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବଢି ୩୭ ହୋଇଛି । ଏବେ ବି ସୁପ୍ରିମକୋର୍ଟରେ ଜଣେ ବିଚାରପତିଙ୍କ ସ୍ଥାନ ଖାଲି ରହିଛି । ସିଜେଆଇ

JEE ଆଡଭାନ୍ସଡ ରେଜଲ୍ଟ : IIT ଦିଲ୍ଲୀ ଜୋନରୁ ଶୁଭମ କୁମାର ଟପ୍ପର

ନୂଆଦିଲ୍ଲୀ : ପ୍ରକାଶ ପାଇଲା ୨୦୨୬ JEE ଆଡଭାନ୍ସଡ ରେଜଲ୍ଟ । IIT ଦିଲ୍ଲୀ ଜୋନରୁ ଶୁଭମ କୁମାର ଟପ୍ପର ହୋଇଛନ୍ତି । ୩୬୦ରୁ ୩୩୦ ନମ୍ବର ରଖି ଶୁଭମ ଟପ୍ପର ହୋଇଛନ୍ତି । ଅଲ୍ ଇଣ୍ଡିଆ ରାଙ୍କ ୨ରେ ଆଇଆଇଟି ଦିଲ୍ଲୀ ଜୋନରେ କବୀର ଛିଲ୍ଲର ରହିଥିବା ବେଳେ ରାଙ୍କ ୩ରେ ଜତୈନ ଚାହର ରହିଛନ୍ତି

ମିଆଁମାରରେ ଭୟଙ୍କର ବିସ୍ଫୋରଣ, ୫୫ ମୃତ, ୧୦୦ ଆହତ

ବ୍ୟାଙ୍କକ୍‌ : ଉତ୍ତର-ପୂର୍ବ ମ୍ୟାଁମାରର ଏକ କୋଠାରେ ଭୟଙ୍କର ବିସ୍ଫୋରଣ ଘଟି ୫୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ଜଣ ଆହତ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଶାନ ପ୍ରଦେଶ ଅନ୍ତର୍ଗତ ନାମହକାମ ସହରର କାଉଙ୍ଗଟୁପ୍ ଗାଁରେ ରବିବାର ଏହି ବିସ୍ଫୋରଣ ହୋଇଛି। ଖଣି ଖନନ କାମ ପାଇଁ ବ୍ୟବହାର

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ ,କୃତି ପରୀକ୍ଷାର୍ଥୀଙ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଚଳିତବର୍ଷ ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ। ଜେଇଇ (JEE Advanced) ଆଡ଼ଭାନ୍ସ ପରୀକ୍ଷାରେ  ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆପଣମାନଙ୍କର ଏହି ସଫଳତା କଠିନ ପରିଶ୍ରମ, ନିଷ୍ଠା ଓ ଅଦମ୍ୟ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ପରେ ଅପହରଣ, ଥାନା ଆଗରେ ଉତ୍ତେଜନା

ଆଳି : କେନ୍ଦ୍ରାପଡ଼ା ଆଳି ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକ । ଯୁବକକୁ ମରଣାନ୍ତକ ଆକ୍ରମଣ ପରେ ଅପହରଣ ଅଭିଯୋଗ । ୫ ଦିନ ପରେ ମଧ୍ୟ ଯୁବକଙ୍କ ପତ୍ତା ମିଳୁନାହିଁ । ନ୍ୟାୟ ଦାବିରେ ଆଳି ଥାନା ଘେରିଲେ ଗ୍ରାମବାସୀ । ମହାଦେଇପାଟଣା ଗାଁରେ ଗାଡ଼ି