କର୍ମଚାରୀ ଅଭାବ: ଚଢ଼ାଉକୁ ଡରିଲାଣି ଅବକାରୀ ବିଭାଗ…

ନୟାଗଡ଼: ଅବକାରୀ ଥାନା ଗୁଡିକରେ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଏବେ ଜଟିଳ ପରିସ୍ଥିତି ଦେଖାଦେଇଛି ।ଗତ ସପ୍ତାହରେ ନୟାଗଡ଼ ସଦର ଥାନା ଅଧୀନସ୍ଥ ବୋଦାପଡ଼ା ଗାଁରେ ଅବକାରୀ ବିଭାଗ କର୍ମଚାରୀ ମାନଙ୍କୁ ଯେଉଁଭଳି ଭାବରେ ଆକ୍ରମଣ କରାଗଲା, ଏହାକୁ ନେଇ ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି

ଚନ୍ଦ୍ରମlଦେଇପୁରରେ ୩ୟ ବାର୍ଷିକ ବିଶ୍ୱଶlନ୍ତି ଶ୍ରୀମଦ ଗୀତା ମହାଯଜ୍ଞ ଅନୁଷ୍ଠିତ..

(କଳସ ଯାତ୍ରାରେ ଯୋଗଦେଲେ ଶତାଧିକ ବ୍ରତଧାରୀ) ନୟାଗଡ଼, ୨୫/୧(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମପଞ୍ଚୟତ ଅନ୍ତର୍ଗତ ଚନ୍ଦ୍ରମା ଦେଇପୁର ଗ୍ରାମସ୍ଥିତ ମା, ବ୍ରlହ୍ମଣୀ ଦେବୀଙ୍କ ପୀଠରେ ନୟାଗଡ଼ସ୍ଥିତ ଶ୍ରୀ ଯୋଗବେଦାନ୍ତ ସମିତି ଓ ଚନ୍ଦ୍ରମlଦେଇପୁରୁ

ଅପରେସନ ଅନ୍ୱେଷା ପାର୍ଟ ୨: ଓଡ଼ଗାଁ ଓ ଶରଣକୁଳ ଥାନା ଅଞ୍ଚଳରୁ ନିଖୋଜ ୩ ନାବାଳିକା ୫ ମହିଳା ଉଦ୍ଧାର…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଏବଂ ଶରଣକୁଳ ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ୩ ନାବାଳିକା ସମେତ ୫ ଜଣ ମହିଳାଙ୍କୁ ଓଡ଼ଗାଁ ଏବଂ ଶରଣକୁଳ ପୋଲିସ ନିଜ ଉଦ୍ୟମରେ ଉଦ୍ଧାର କରିଥିବା ଜଣାପଡିଛି ।ସମଗ୍ର ନୟାଗଡ଼ ଜିଲ୍ଲାରେ ଅପରେସନ ଅନ୍ୱେଷା ପାର୍ଟ୨ ଚାଲିଥିବା ବେଳେ ନିଖୋଜ ମାମଲା

ବରିଷ୍ଠ କଳାକାର ସଂଘ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ…

ବ୍ରହ୍ମପୁର, ତା. ୨୬/୦୧ :କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ଏବଂ "ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ମିଳିତ ଆନୁକୂଲ୍ୟରେ ଦେଶର ୭୭ତମ ଗଣତନ୍ତ୍ର ଦିବସ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ଼ ସ୍ଥିତ 'ମାନସ ଭବନ' ପରିସରରେ ମହାସମାରୋହରେ ପାଳିତ

ଏକତା, ଶାନ୍ତି, ଦେଶଭକ୍ତି ଓ ଦେଶ ପ୍ରେମର ସନ୍ଦେଶ : କଦୁଭାଟାରେ ସାଧାରଣତନ୍ତ୍ର ଦିବସ ପାଳିତ…

ଉମରକୋଟ/ରାଇଘର (୨୬/୦୧/୨୦୨୬):ଭାରତର ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ସଦର କଦୁଭାଟା କାଲି ମନ୍ଦିର ପ୍ରାଙ୍ଗନରେ ହର୍ଷୋଲ୍ଲାସ ସହ ଉଦଯାପିତ ହୋଇଛି। ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ସ୍ମରଣ କରିବା,

ସାମ୍ବାଦିକ ଓ ପୋଲିସଙ୍କ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ,ପୋଲିସ ଏକାଦଶ ବିଜୟୀ…

ନୟାଗଡ଼,୨୫/୦୧ (ନିସର୍ତ୍ତ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବାଘସାମନ୍ତ ଖେଳ ପଡିଆରେ ସାମ୍ବାଦିକ ଓ ପୋଲିସଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ପୋଲିସ ଏକାଦଶ ପକ୍ଷରୁ ଆଇ.ଆଇ.ସି ଆଶିଷ ଦେବ ସାହୁ ଅଧିନାୟକ ଥିବା

ଲୁଗୁମରେ 133/33 କେଭି ଗ୍ରୀଡ ସବଷ୍ଟେସନ ଉଦଘାଟିତ…

କୋରାପୁଟ/25/01/26 : ବିଦ୍ୟୁତ ସମସ୍ୟାରୁ ମୁକ୍ତି ପାଇବେ ଅଞ୍ଚଳବାସୀ l ଲମତାପୁଟ ଅଞ୍ଚଳରେ ଶକ୍ତି ଭିତ୍ତିଭୂମିର ସୁଦୃଢ଼ୀକରଣ ଦିଗରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଲୁଗୁମ ଗ୍ରାମରେ ନବନିର୍ମିତ 133/33 କେଭି

କୋଟିଆ ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ ସିଂହଦେଓ…

କୋରାପୁଟ :25/01/26 ---କୋରାପୁଟ ଜ଼ିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆରେ 16 କୋଟି ବ୍ୟୟ ଅଟକଳ ମୂଲ୍ୟରେ ଏକ ସବ ଷ୍ଟେସନ ନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଲେ ଉପ ମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂହଦେଓ I ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସହିତ

ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ :ସଡକ ସୁରକ୍ଷା ଉପରେ ଗୁରୁତ୍ୱାରୋପ

ମାଲକାନଗିରି, ୨୫/୧/୨୬:ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତିି ଭୂଷଣ ଜେନା ସର୍କିଟ ହାଉସ୍ ଠାରେ ବିଭାଗୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ପରିବହନ ମନ୍ତ୍ରୀ ଜିଲ୍ଲାର ପରିବହନ କାର୍ଯ୍ୟକ୍ରମ କଡାକଡି ଭାବରେ ଯାଞ୍ଚ କରିବା , ଦୁର୍ଘଟଣା ସ୍ଥିତି

୭୭ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ : ୭୭ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବେୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୫୦ ମସିହା ଜାନୁଆରୀ ୨୬ରୁ ଦେଶର ଗଣତନ୍ତ୍ରର ସାମ୍ବିଧାନିକ ଆଦର୍ଶରେ ଅଗ୍ରସର ହେଉଛି । ଭାରତର ସମ୍ବିଧାନ ବିଶ୍ବ ଇତିହାସର ସବୁଠାରୁ ବଡ଼