ବକେୟା ବିଦ୍ୟୁତ ବିଲ୍ ଓ ଜୋରିମାନା ଛାଡ ଦାବୀରେ କଂଗ୍ରେସ ପକ୍ଷରୁ ଟିପିଡବ୍ଲୁଓଡିଏଲ କାର୍ଯ୍ୟାଳୟ ଘେରାଉ

ଦେବଗଡ଼ : ବକେୟା ବିଦ୍ୟୁତ ବିଲ୍ ଓ ଜୋରିମାନା ଛାଡ, ବିଦ୍ୟୁତ ନଥିବା ଗ୍ରାମରେ ବିଦ୍ୟୁତ ସଂଯୋଗ ଓ ଅଚଳ ଟ୍ରାନ୍ସଫର୍ମର ଗୁଡିକର ମରାମତି ଦାବୀରେ ଦେବଗଡ ଜିଲା କଂଗ୍ରେସ ପକ୍ଷରୁ ବୁଧବାର ସ୍ଥାନୀୟ ଟିପିଡବ୍ଲୁଓଡିଏଲ କାର୍ଯ୍ୟାଳୟ ଘେରାଉ କରାଯାଇଛି ।ଆଜି ପୁର୍ବାହ୍ନରେ ଜିଲା କଂଗ୍ରେସ ସଭାପତି

ନୂଆ ଓ କାର୍ଯ୍ୟକ୍ରମରେ ଯୋଗ ଦେଲେ କନ୍ଧମାଳ ସାଂସଦ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସଂଜୟସ୍ମୃତି ମହିଳା ମହାବିଦ୍ୟାଳୟ ଠାରେ ନୂଆ ଓ ଛାତ୍ର ବୃତ୍ତି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଡଃ ତନୁଜା ସିଂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ

ଓଡ଼ିଶାର ସ୍ବାର୍ଥ ପାଇଁ ଆବଶ୍ୟକତାକୁ ଧ୍ୟାନଦେଇ ନିଷ୍ପତ୍ତି ନିଆଯିବ: ବିଜେଡି

ଭୁବନେଶ୍ବର: ନବୀନ ନିବାସରେ ଆଜି ୨ଟି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ବୈଠକ ହୋଇଥିଲା। ଦ୍ବିତୀୟ ପର୍ଯ୍ୟା‌ୟରେ ପୁଣି ସନ୍ଧ୍ୟା ୬ଟାରେ ବୈଠକ ବସିଥିଲା। ଦ୍ବିତୀୟ ପର୍ଯ୍ୟାୟର ବୈଠକ ଶେଷ ହେଲା ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର

ଅଭିନବ ଏଗ୍ରୋ ଫରେଷ୍ଟ୍ରୀ ଉପରେ ଜ୍ଞାନ ସଂଗ୍ରହ ନିମନ୍ତେ ଦୁଇଦିନିଆ ତାଲିମ ପାଇଁ ୪୦ଜଣ କୃଷକଙ୍କ ଭୁବନେଶ୍ୱର ଗସ୍ତ

ମାଲକାନଗିରି : ଅଭିନବ ଏଗ୍ରୋଫରେଷ୍ଟ୍ରୀ ଉପେର ଜ୍ଞାନ ସଂଗ୍ରହ ନିମନ୍ତେ ଦୁଇଦିନିଆ ତାଲିମ ସହ ପରିଦର୍ଶନ ନିମନ୍ତେ ମାଲକାନଗିରି ଜିଲ୍ଲାର ପ୍ରତ୍ୟେକ ବ୍ଲକୁ ମୋଟ ୪୦ ଜଣ କୃଷକଙ୍କୁ ନେଇ ଦୁଇଦିନିଆ ତାଲିମ ସହ ପରିଦର୍ଶନ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ପଠା ଯାଇଛିା ଏହି ଚାଷୀମାନେ

ଆନନ୍ଦପୁର ବିଭତ୍ସ ହତ୍ୟା ଘଟଣା: ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ

କେନ୍ଦୁଝର: ଆନନ୍ଦପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ମାମଲା । ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜି ଏହି ରାୟ ଶୁଣାଇଛନ୍ତି । ଫାଶି ଦଣ୍ଡାଦେଶ ପାଇଥିବା ଦୋଷୀ ହେଲେ ଅଜିତ ପୃଷ୍ଟି, ସଞ୍ଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ

ଆମେଥି ଓ ୱାୟନାଡରୁ ଲଢିବେ ରାହୁଲ ଗାନ୍ଧି, ରାୟବରେଲିରୁ ପ୍ରିୟଙ୍କା !

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଉତ୍ତରପ୍ରଦେଶର ଆମେଥି ଓ କେରଳର ୱାୟନାଡରୁ ଲୋକସଭା ନିର୍ବାଚନ ଲଢ଼ିବେ। ପ୍ରିୟଙ୍କା ଗାନ୍ଧି ଭଦ୍ରା ରାୟବରେଲିରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ସୂତ୍ରରୁ ମିଳିଥିବା ସୂଚନାକୁ ଭିତ୍ତି କରି ଇଣ୍ଡିଆ ଟିଭି ରିପୋର୍ଟ କରିଛି । ଏହା ଫଳରେ ଏଥର

ତଲାସି ଅଭିଯାନ ବେଳେ ୫କିଲୋ ଓଜନର ଆଇଡି ବୋମା ଜବତ

ମାଲକାନଗିରି, ୬।୩ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ତଲାସି ଅଭିଯାନ ବେଳେ ଗୋଟିଏ ଆଇଡି ବୋମାକୁ ଉଦ୍ଧାର କଲେ ଯବାନ । ମିଳିଥିବା ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ଚେରପାଲ କ୍ୟାମ୍ପରୁ ସିଆରପିଏଫର ଯବାନ ମାନେ ଗଙ୍ଗାଲୁର ରାସ୍ତାରେ ସୁରକ୍ଷା ବ୍ୟବସ୍ତା ନିମନ୍ତେ ତଲାସି

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସନ୍ଦେଶଖାଲିର ୫ ମହିଳା

ଚର୍ଚ୍ଚାରେ ରହିଥିବା ପଶ୍ଚିମବଙ୍ଗ ଅନ୍ତର୍ଗତ ସନ୍ଦେଶଖାଲିର ୫ ଜଣ ମହିଳା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଗିରଫ ପରେ ଟିଏମସିରୁ ନିଲମ୍ବିତ ହୋଇଥିବା ଶେଖ ଶାହଜାହାଁ ମହିଳାମାନଙ୍କୁ ନିର୍ଯାତନା ଦେବା ସହ ସେମାନଙ୍କ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ

ନାରୀ ସଶକ୍ତି କରଣ ପାଇଁ ଅର୍ଥନୈତିକ ବିକାଶ ଜରୁରୀ ଅଟେ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି l ପ୍ରଥମେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରୁ ଏକ ରାଲି ରେ କଲେଜ ଛାତ୍ରୀ, ଅଙ୍ଗନବାଡି କର୍ମୀ, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ବାହାରି ସହର ପରିକ୍ରମା କରି ପଂଚାୟତ ଭବନରେ ପହଂଚିଥିଲେ l

ମାଲିକାଣିଙ୍କୁ ହତ୍ୟା କରି ଗିରଫ ହେଲା କାଠମିସ୍ତ୍ରୀ

ଭୁବନେଶ୍ବର: ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମ ନେଲା ମାଲିକାଣୀର ଜୀବନ। ଗିରଫ ହେଲା ହତ୍ୟାକାରୀ କାଠମିସ୍ତ୍ରୀ। ମୃତ ମହିଳାଙ୍କ ସ୍ୱାମୀଙ୍କ ଦୋକାନରେ କାମ କରୁଥିଲା ଅଭିଯୁକ୍ତ ନନ୍ଦ କିଶୋର ଓଝା। ଏକତରଫା ପ୍ରେମ କରି ବିଫଳ ହେବାରୁ ମଙ୍ଗଳାବାର ସନ୍ଧ୍ୟାରେ ମହିଳାଙ୍କୁ ହତ୍ୟା