Sign in
Sign in
Recover your password.
A password will be e-mailed to you.
ଅଙ୍ଗନବାଡି କେନ୍ଦ୍ରରେ ଦେଢ଼ ବର୍ଷ ହେଲା ତାଲା, ବାରଣ୍ଡାରେ ପାଠ ପଢୁଛନ୍ତି ପିଲା
ଆର,ଉଦୟଗିରି : ପ୍ରଶାସନ ଅବହେଳାର ଏକ ସ୍ପଷ୍ଟ ଚିତ୍ର ଗଜପତି ଜିଲ୍ଲାର ମୋହନା ବ୍ଲକ ମହକୁମାରେ ଲକ୍ଷ୍ୟ କରାଯାଇଛି. ଦ୍ୱୀପ ତଳ ଅନ୍ଧାର ଭଳି ବ୍ଲକ ମହକୁମାରେ ଥିବା ଏକ ଅଙ୍ଗନବାଡି କେନ୍ଦ୍ରରେ ଦୀର୍ଘ ଦେଢ଼ ବର୍ଷ ଧରି ତାଲା ପଡିଛି. ଏହି କେନ୍ଦ୍ରର ପିଲାମାନେ ବାହାରେ ବାରଣ୍ଡାରେ ପାଠ!-->…
ବେଙ୍ଗଲ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ: ୪.୧୫ ସୁଦ୍ଧା ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କର
ପୁଣିଥରେ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ। ଆଜି ଅପରାହ୍ନ ୪.୧୫ ସୁଦ୍ଧା ନିଲମ୍ବିତ ଟିଏମସି ନେତା ଶେଖ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଇଡି ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଶାହଜାହାଁ ଗିରଫ!-->!-->!-->…
ମେଗା ହଳଦୀ କ୍ଲଷ୍ଟର ଋଣମେଳା ଅନୁଷ୍ଠିତ
ଦାରିଙ୍ଗବାଡ଼ି, ୬/୩ : ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ ଶାଖା ଫୁଲବାଣୀ ତରଫେ, ଦାରିଙ୍ଗବାଡ଼ି ଶାଖା ପୌରହିତରେ ଆଇଟିଆଇ ପଡ଼ିଆରେ ଏକ ମେଗା ହଳଦୀ କ୍ଲଷ୍ଟର ଋଣମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କର ମହା ପ୍ରବନ୍ଧକ ଦିନେଶ ପୃଥୀ ଯୋଗ ଦେଇଥିବା ବେଳେ!-->…
କଂଗ୍ରେସକୁ ଫେରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା
ନୂଆଦିଲ୍ଲୀ/ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରାକାନ୍ତ ଜେନା ବୁଧବାର କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଏଆଇସିସିର ମୁଖ୍ୟ କାର୍ଯ୍ୟାଳୟ ୨୪ ଆକବର ରୋଡରେ ଓଡିଶା ପ୍ରଭାରୀ ଡକ୍ଟର ଅଜୟ କୁମାର ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ!-->…
ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ଜମି ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ
ଗଞ୍ଜାମ: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ତହସିଲର ରାଜସ୍ବ ନିରୀକ୍ଷକ ପ୍ରମୋଦ କୁମାର ବେହେରା । ଏହି ଘଟଣାରେ ବିଦ୍ୟାଧର ପ୍ରଧାନ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କର!-->…
ଓଡ଼ଗାଁ କଲେଜ ଏବଂ କୁରାଳ ସଂସ୍କୃତ ମହାବିଦ୍ୟାଳୟ ରେ ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମ
ନୟାଗଡ଼: ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଏବଂ କୁରାଳ ସଂସ୍କୃତ ମହାବିଦ୍ୟାଳୟ ରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି। ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରିବା ସହିତ ୮୩୩ ଜଣଙ୍କୁ!-->…
ବିରୋଧୀ ଥିବା ଟିଏମପି ଏବେ ଶାସକ ବିଜେପିରେ ମିଶିବ, ମିଳିବ ମନ୍ତ୍ରୀ ପଦ
ତ୍ରିପୁରାର ପ୍ରମୁଖ ବିରୋଧୀ ଦଳ ତଥା ରାଜ ପରିବାରର ସଦସ୍ୟ ପ୍ରଦ୍ୟୋତ କିଶୋର ଦେବବର୍ମାଙ୍କ ତିପ୍ରା ମୋଥା ଦଳ(ଟିଏମପି) ନିଜର ପଟ ପରିବର୍ତ୍ତନ କରିଛି। ମାର୍ଚ୍ଚ ୨ରେ କେନ୍ଦ୍ର ଓ ତ୍ରୁପୁରା ସରକାରଙ୍କ ସହ ଗୋଟିଏ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ କରିଥିବା ଟିଏମପି ଏବେ କ୍ଷମତାସୀନ ବିଜେପି!-->…
ପ୍ରୟାସକାନ୍ତି ସାମଲଙ୍କୁ ପ୍ରାୟ ୧୮ ଘଣ୍ଟାର ଜେରା: ଭୋର ସାଢ଼େ ୪ଟାରେ ଛାଡ଼ିଲା ଇଡି
ଭୁବନେଶ୍ବର: ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଇଡିରେ ହାଜର ହୋଇଥିବା ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ପ୍ରାୟ ୧୮ ଘଣ୍ଟାର ଜେରା କରାଯାଇଥିଲା। ଆଜି ଭୋର ସାଢ଼େ ୪ଟାରେ ପ୍ରୟାସକାନ୍ତି ଇଡି କାର୍ଯ୍ୟାଳୟରୁ!-->…
ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ ପ୍ରୋଗ୍ରାମର ଶୁଭାରମ୍ଭ, ଓଡ଼ିଶା ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବାରେ ହେବ…
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ର ଶୁଭାରମ୍ଭ କରାଯାଇଛି। ଏହି ଫେଲୋସିପ୍ ଆଶାୟୀ ବ୍ୟକ୍ତିମାନଙ୍କୁ ଫ୍ଲାଗସିପ୍!-->…
ମୋ ସ୍କୁଲ ଅଭିଯାନର ବୈଠକ ଓ ମାନପତ୍ର ପ୍ରଦାନ
ବାଲିଗୁଡ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତର ନୂଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହ ମାନପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ପ୍ରାରମ୍ଭରେ!-->…