ମାର୍ଚ୍ଚ ୧୬ରେ ହାଜର ହୁଅ କେଜ୍ରିଓ୍ବାଲ : ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଚର୍ଚ୍ଚିତ ଅବକାରୀ ନୀତି ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ଠାରୁ ଜବାବ ମାଗିଛନ୍ତି। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ

ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟସମିତି ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ

ମାଲକାନଗିରି : ଜିଲ୍ଲା ସଂସ୍କୃତି ଭବନ ଠାରେ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅଥିତି ଭାବେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳ

ପୌରପରିଷଦ ର ମନମୁଖୀ କାର୍ଯ୍ୟରେ ଅସହାୟ ଦୁର୍ଗାଗୁଡ଼ା ଗ୍ରାମବାସୀ..

ଉମରକୋଟ : ଭୋଟ ଯେତେ ପାଖେଇ ଆସୁଛି ନେତା ମନ୍ତ୍ରୀମାନେ ସମସ୍ତେ ସେତେ ପଦ ପାଇଁ ଦୌଡ଼ରେ ଲାଗିଛନ୍ତି, ସାଧାରଣ ଜନତାଙ୍କ ସମସ୍ୟା ବୁଝିବା ପାଇଁ ସମୟ ନାହିଁ | ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା, ଉମରକୋଟ ପୌର ପରିଷଦ ଅନ୍ତର୍ଗତ ୧ନଂ ୱାର୍ଡ, ଦର୍ଗାଗୁଡ଼ା ଗ୍ରାମରେ ବିଗତ ମାସରେ ପୌରପରିଷଦର

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସିଲେଇ ମେସିନ ପ୍ରଦାନ

ମାଲକାନଗିରି : ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଅlନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ନିଯୁକ୍ତି ପ୍ରତିଷ୍ଠାନ କକ୍ଷରେ ନିର୍ଦ୍ଦେଶକ ସୁବ୍ରତ କୁମାର ଦାସଗୁପ୍ତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା

ରାସ୍ତା ନାହିଁ ତ ଭୋଟ ନାହିଁ : ନଦୀ ମୁଠା ଅଞ୍ଚଳ ବାସୀ ଭୋଟ ବର୍ଜନ ଦେଲେ ଚେତାବନୀ…

ଆର,ଉଦୟଗିରି : ଚଳିତ ମାସ ୦୭ ତାରିଖ ଦିନ ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଅନ୍ତର୍ଗତ ଅନୁଗୁର ପଞ୍ଚାୟତର ୧୦ ରୁ ଉର୍ଦ୍ଧ୍ବ ଗାଁ ଜୟପୁର, ହାତୀକୁଦା, ତରଜସିଂ, ଜାମ୍ଭସାହି, କେଡିପଦର, ପଟେଗୁଡା, ହାରୁମା, ହୁଡାସିଂ, ଅନୁପୁର, ମାଣିକ ପୁର, ଜାମ୍ଭଗୁଡା ଓ ଅନ୍ୟାନ୍ୟ ଗାଁର ଶତାଧିକ ମହିଳା ଓ

ଟିକାବାଲି କଲେଜରେ ନୂଆ – ଓ ଛାତ୍ର ବୃତ୍ତି ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ. ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଛାତ୍ରବୃତ୍ତି ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା | ମୁଖ୍ୟ ଅତିଥିଭାବେ ଟିକାବାଲି ପଂଚାୟତ ସମିତି ଅଧ୍ୟକ୍ଷ ଯୋଗଦେଇ ଓଡ଼ିଶା ସରକାରଙ୍କ ଅଭିନଵ ପ୍ରୟାସ କୁ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରେ ଟେଣ୍ଡର ଫିକ୍ସିଂ : 5T ର ସ୍ୱଚ୍ଛତା କୁ ନେଇ ଉଠୁଛି ପ୍ରଶ୍ନ..?

ଟେଣ୍ଡର ଓପେନିଂ ପୂର୍ବରୁ ଠିକାଦାର ଙ୍କ ନା ଭାଇରାଲ..! ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରେ ଗତ ୧୯/୦୨/୨୪ତାରିଖରେ ଅତିରିକ୍ତ ଶ୍ରେଣୀ ଗୃହ ଓ ଅନ୍ୟାନ୍ୟ କାଯ୍ୟ ପାଇଁ ବିଭିନ୍ନ ମୂଲ୍ୟ ର ୧୮ ଟି କାଯ୍ୟର ଟେଣ୍ଡର ଆହ୍ବାନ କରାଯାଇ ଥିଲା। ଯାହାର ଗତ କାଲି

ନିଃସର୍ତ ର ପୂର୍ବ ଅନୁମାନ ସତ ହେଲା…! ଇଡ଼ି-ସିବିଆଇ ଭୟରେ ମେଣ୍ଟ ହେଲା କି….?

କରି କରାଉଥାଏ ମୁହିଁ.... ଭୁବନେଶ୍ୱର: ୭-୩ ଶେଷରେ ନିସର୍ତ୍ତ ର ପୂର୍ବ ଅନୁମାନ ସତ ହେଲା ଦୀର୍ଘ ୧୫ ବର୍ଷ ପରେ ପୁଣି ଭାଗୁଆଳି ସରକାର ହେବାକୁ ଯାଉଛି। ଶେଷରେ ଓଡ଼ିଶାରେ ମୋଦି ମନ୍ତ୍ର ମଧ୍ୟ କାମ କରିଲା। ଅଣ ବିଜେପି ଶାସିତ ରାଜ୍ୟରେ ଇଡ଼ି- ସିବିଆଇ ଭୟରେ ସେଠାରେ ଶାସନ କରୁଥିବା

ବିଜୁଜୟନ୍ତିରେ କେକ୍ କଟାକୁ ନେଇ ଚର୍ଚ୍ଚାରେ ଚିତ୍ରକୋଣ୍ଡା ବ୍ଳକ ଅଧକ୍ଷା

ମାଲକାନଗିରି ବିଜୁ ଜୟନ୍ତୀରେ କେକ୍ କାଟି ସମଗ୍ର ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଚିତ୍ରକୋଣ୍ଡା ବ୍ଳକ ଅଧକ୍ଷା । ଗତ କାଲି ସମଗ୍ର ରାଜ୍ୟରେ ଜନ ନେତା ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯାଇଛି । ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ବିଜୁ

ମୋହନାଠାରେ ବିଜୁବାବୁଙ୍କ ୧୦୮ତମ ଜନ୍ମଜୟନ୍ତୀ ପାଳିତ

ଆର,ଉଦୟଗିରି : ମୋହନା କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳ ତରଫରୁ ପ୍ରବାଦପୁରୁଷ ବିଜୁ ବାବୁଙ୍କ 108 ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଆଜିର ଏହି ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ରେ ମୋହନା ନିର୍ବାଚନ ମଣ୍ଡଳୀ ରଜିଲ୍ଲା ସଭାପତିଙ୍କ ଦେହ ଅସୁସ୍ଥଥିବା ଯୋଗୁଁ