Sign in
Sign in
Recover your password.
A password will be e-mailed to you.
ନକ୍ସଲ ଗତିବିଧିରେ ସାମିଲ ଥିଲେ ପତିପତ୍ନୀ, ଉଠାଇ ନେଲା ATS
ନକ୍ସଲ ଗତିବିଧିରେ ସାମିଲ ଥିଲେ ପତିପତ୍ନୀ। ଉଠାଇ ନେଲା ATS । ଏପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଛି। ATS ଦ୍ୱାରା ବନ୍ଧା ହୋଇଥିବା ଦମ୍ପତି ହେଲେ କୃପାଶଙ୍କର ସିଂହ ଓ ତାଙ୍କ ପତ୍ନୀ ବିନ୍ଦା ସୋନା । ଉଭୟ ପ୍ରତିବନ୍ଧିତ ନକ୍ସଲ ସଙ୍ଗଠନ ଭାକପାର ସଦସ୍ୟ ଥିଲେ। ଏପରିକି ଦେଶ ବିରୋଧରେ!-->…
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏଣିକି ଚିକିତ୍ସାରେ ବାଧକ ସାଜିବନି ଅର୍ଥ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ BSKY ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ଉତ୍ତମ ଓ ଗୁଣବତ୍ତା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବଦ୍ଧପରିକର ରାଜ୍ୟ ସରକାର । ଏ ନେଇ ନବୀନ ସରକାର ବିଜୁ!-->…
ମାଥିଲିଠାରେ ବିଜୁବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳିତ
ଆର,ଉଦୟଗିରି /୬/୩/ : ମୋହନା କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳ ତରଫରୁ ପ୍ରବାଦପୁରୁଷ ବିଜୁ ବାବୁଙ୍କ 108 ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଆଜିର ଏହି ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ରେ ମୋହନା ନିର୍ବାଚନ ମଣ୍ଡଳୀ ରଜିଲ୍ଲା ସଭାପତିଙ୍କ ଦେହ ଅସୁସ୍ଥଥିବା!-->…
ସ୍ଥାୟୀ ପଟ୍ଟା ଦାବିରେ କେପିଏଫ ପକ୍ଷରୁ ରାଲି ଓ ବିକ୍ଷୋଭ
ଫୁଲବାଣୀ : ସଦର ମହକୁମା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାର ଲୋକଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ବୁଧବାର ଅଗ୍ରଣୀ ସାମାଜିକ ସଂଗଠନ କନ୍ଧମାଳ ପିପୁଲସ ଫୋ୍ରମ (କେପିଏଫ୍) ପକ୍ଷରୁ ସଂସ୍ଥାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସମାଜସେବୀ, ବରିଷ୍ଠ ସାମ୍ବାଦିକ ରାଧାମୋହନ ମହାପାତ୍ରଙ୍କ!-->…
ସନ୍ଦେଶଖାଲିକୁ ମୁଖ୍ୟ ପ୍ରସଙ୍ଗ କଲେ, ଟିଏମସିକୁ ଧୋଇଲେ ମୋଦି
ବେଙ୍ଗଲରେ ଜନସଭା କରି କ୍ଷମତାସୀନ ଟିଏମସି ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶେଷ କରି ସନ୍ଦେଶଖାଲି ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରି ମୋଦି କହିଛନ୍ତି ଯେ ଟିଏମସି ମୁଖ୍ୟ ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି।
!-->!-->!-->…
ମୌଳିକ ସମସ୍ୟାର ସମାଧାନ ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟିଲେ ରଟିଙ୍ଗିଆ ଅଞ୍ଚଳବାସୀ
ଫୁଲବାଣୀ : ସରକାରଙ୍କ ବିଭିନ୍ନ ଯୋଜନା ସହିତ ମୌଳିକ ସମସ୍ୟାଗୁଡ଼ିକର ପ୍ରଶାସନ ସମାଧାନ କରୁଥିବାବେଳେ ଅନେକ ଅଞ୍ଚଳଗୁଡିକ ବଞ୍ଚିତ ହେଉଛି। ସେହି ପରି ଅନେକ ଅଞ୍ଚଳଗୁଡିକ ବାରମ୍ବାର ଲିଖିତ ଅଭିଯୋଗ ମାଧ୍ୟମରେ ଦାବି ଜଣାଇଲେ ମଧ୍ୟ ତାହାର ସମାଧାନ ହେଉନାହିଁ। ସୂଚନା ଅନୁସାରେ ଘୁ. ଉଦୟଗିରି!-->…
ଭୁବନେଶ୍ବର ସପ୍ତମ ବାଟାଲିୟନରୁ ବନ୍ଧୁକ ଚୋରି
ଭୁବନେଶ୍ବର : ଭୁବନେଶ୍ବର ସପ୍ତମ ବାଟାଲିୟନରୁ ବନ୍ଧୁକ ଚୋରି। ରାଷ୍ଟ୍ରପତିଙ୍କ ଡ୍ଯୁଟିରେ ଆସିଥିବା ଯବାନଙ୍କ ବନ୍ଧୁକ ଓ ଗୁଳି ଚୋରି ହୋଇଥିବା ଅଭିଯୋଗ ହୋଇଛି । INSAS ରାଇଫଲ ଚୋରି ନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଛନ୍ତି ଅଷ୍ଟମ IR ବାଟାଲିୟନର ସବ ଇନିସପେକ୍ଟର ପି .ଲଛମେୟା ।!-->…
ଓଡ଼ିଶା ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା
ଭୁବନେଶ୍ବର: ଓଡ଼ିଶାଗସ୍ତ ସାରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବା ପରେ ବିଜେପି ନେତାଙ୍କୁ ଦିଲ୍ଳୀ ଡାକରା । ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି | ସନ୍ଧ୍ୟା ୫ ଟା ବେଳେ ଦିଲ୍ଲୀରେ ବସିବା ଗୁରୁତ୍ୱପୂର୍ଣ୍ଣ ବୈଠକ | ଅପରାହ୍ନରେ!-->…
ବୈଜ୍ଞାନିକଙ୍କ ଦାବି: ବୈଦ୍ୟୁତିକ ଯାନରୁ ନିର୍ଗତ ହେଉଛି ଅଧିକ ପ୍ରଦୂଷଣ କଣିକା
ଜଳବାୟୁ ପରିବର୍ତ୍ତନର ଘୋର ବିପତ୍ତି ସମୟରେ ଇଲେକ୍ଟ୍ରିକ୍ ଭେଇକିଲ୍ ବା ବୈଦ୍ୟୁତିକ ଯାନ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲ ଯାନ ଅପେକ୍ଷା ବୈଦ୍ୟୁତିକ ଯାନ (ଇଭି) ପରିବେଶ ପାଇଁ ଭଲ, କାରଣ ଏଗୁଡିକ କମ୍ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ!-->…
ପଦ୍ମଧରିଲେ ନାଲକୋର ପୂର୍ବତନ ସିଏମ୍ଡି ତପନ ଚାନ୍ଦ
ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତି ଦଳ ନିଜ ନିଜର ବହୁମତ ପାଇଁ ଆସନ ହାତେଇବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ସମୟରେ କିଛି ନେତା କର୍ମୀଙ୍କ ଦଳ ଅଦଳବଦଳ ମଧ୍ୟ ଜାରି ରହିଛି । ଲଗାତାର କିଛି ଦିନ ହେବ ବିଜେପି କାର୍ଯ୍ୟଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଥିବା!-->…