Sign in
Sign in
Recover your password.
A password will be e-mailed to you.
ଭାରତୀୟ ଯୁବକଙ୍କୁ ଯୁଦ୍ଧରେ ଲଗାଉଛି ରୁଷ; ଉଦ୍ଧାର ପାଇଁ କଲେ ନିବେଦନ
‘ଆମେ ବୁଲାବୁଲି କରିବାକୁ ରୁଷ ଆସିଥିଲୁ। ବୁଲାବୁଲି ସାରି ଭାରତ ଫେରିଥାନ୍ତୁ। ମାତ୍ର ଏଠାରେ ରୁଷ ସୈନିକ ଆମକୁ କାବୁ କରି ୟୁକ୍ରେନ ବିରୋଧି ଯୁଦ୍ଧରେ ନିୟୋଜିତ କରୁଛନ୍ତି। ଆମେ ଠିକ୍ ଭାବେ ବନ୍ଧୁକ ଧରିବା ଶିଖି ନ ଥିବା ବେଳେ ଆମକୁ ଫ୍ରଣ୍ଟ ଲାଇନ୍ରେ ଛିଡ଼ା କରାଇବାକୁ କହିଛନ୍ତି।!-->…
ସରକାରି ବସ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ…
ଫୁଲବାଣୀ:କନ୍ଧମାଳ ଜିଲ୍ଲା ର ଫୁଲବାଣୀ ରୁ ଅନୁଗୁଳ ଅଭିମୁଖେ ଯାଉଥିବା OSRTC ସରକାରି ବସ୍ରାଣୀପଥର ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ବେଳେ ପାଖାପାଖୂ ୧୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ୪୫ଯାତ୍ରୀ। ଖବର ଅନୁସାରେ ଜଣା ପଡ଼ିଛି ଯେ!-->!-->!-->…
ଗଞ୍ଜାମ ଜିଲ୍ଲାରେ ଗ୍ରୀଷ୍ମ ଆରମ୍ଭରୁ ଆରମ୍ଭ ହେଲାଣି ମାଳ ମାଳ ପାଣି ପାଉଚ ଓ ବୋତଲ କାରଖାନା….
ଚେଇଁ ଶୋଇଛି ପ୍ରଶାସନ ପାଣିର ଶୁଦ୍ଧତା କୁ ନେଇ ପ୍ରଶ୍ନବାଚି...!
ନାରୀ ସୁରକ୍ଷିତ ଓ ସ୍ବାବଲମ୍ବୀ ହେଲେ, ଦେଶ ଶକ୍ତିଶାଳୀ ଓ ବିକଶିତ ହେବ
ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ଚୁଡାନ୍ତ ପ୍ରସ୍ତୁତି।ବ୍ରହ୍ମପୁର : ସହର ର ଅନ୍ୟତମ ଅଗ୍ରଣୀ ସମାଜସେବା ସାଂସ୍କୃତିକ, କ୍ରୀଡା ଅନୁଷ୍ଠାନ ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ଚତୁର୍ଥ ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ବ୍ରହ୍ମପୁର ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ମହା ସମାରୋହରେ ଆୟୋଜନ!-->…
ବିଜେଡିରୁ ଇସ୍ତଫା ଦେଲେ ଇଂ. ସୁଜିତ ପ୍ରଧାନ: ଭାଜପା ଯୋଗ ଦେବେ କି
ଦେବଗଡ଼,୫ା୩:ଦେବଗଡ ଜିଲାର ଆଗଧାଡିର ବିଜେଡି ନେତା ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଇଂ.ସୁଜିତ କୁମାର ପ୍ରଧାନ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇଂ.ପ୍ରଧାନ ଆଜି ତାଙ୍କର ଇସ୍ତଫା ପତ୍ର ମାନ୍ୟବର ମୂଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ!-->…
ମାର୍ଚ୍ଚ ମାସ ୧୦ ତାରିଖରେ କନ୍ଧମାଳ ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ ପ୍ରତିଯୋଗିତା…
ଫୁଲବାଣୀ : ରାଷ୍ଟ୍ରୀୟ କଳାମଞ୍ଚ ଦ୍ଵାରା ଆୟୋଜିତ ହେଉଥିବା ପ୍ରତିଭା ସଂଗମ କାର୍ଯ୍ୟକ୍ରମ ପାଇଁ ଆଜି କନ୍ଧମାଳ ଜିଲ୍ଲାରେ ପୋଷ୍ଟର ଉନ୍ମୋଚନ ହୋଇଯାଇଛି l ଏବଂ ଆଗାମୀ ମାର୍ଚ୍ଚ ମାସ ୧୦ ତାରିଖ ଦିନ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜିଲ୍ଲା ସ୍ତରୀୟ!-->!-->!-->…
ବ୍ରାହ୍ମଣୀଗାଁ ଋଷିମାଳ (ସ୍ନାତକ) ମହା ବିଦ୍ୟାଳୟରେ ନୁଆ – ଓ ଛାତ୍ର ବୃତ୍ତି ପ୍ରଦାନ
ଦାରିଙ୍ଗବାଡି, ୫/୩, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ଋଷିମାଳ (ସ୍ନାତକ) ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଆଜି ନୁଆ - ଓ ଛାତ୍ର ବୃତ୍ତି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଭାସ୍କର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି!-->…
ବାଲିଗୁଡ଼ାରେ ବିଜୁବାବୁଙ୍କ ୧୦୮ ତମ ଜୟନ୍ତୀ ପାଳନ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ
ବାଲିଗୁଡ଼ା:: ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୮ ତମ ଜୟନ୍ତୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆହୁରି ଶକ୍ତିଶାଳୀ ହେଲା ବିଜୁ ଜନତା ଦଳ । ସ୍ଥାନୀୟ ସଭାଗୃହ ଠାରେ ଆୟୋଜିତ ଏକ ବିଶାଳ କର୍ମୀ ସମ୍ମିଳନୀ ଅବସରରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା!-->…
ଭଡ଼ା ଘରୁ ମିଳିଲା ଦମ୍ପତି ଓ ୩ ପିଲାଙ୍କ ମୃତଦେହ, ସମସ୍ତେ ସ୍ତବ୍ଧ
ତ୍ରିଭେନ୍ଦ୍ରମ : ଭଡ଼ା ଘର ଭିତରୁ ମିଳିଛି ଜଣେ ଦମ୍ପତି ଓ ସେମାନଙ୍କର ୩ ପିଲାଙ୍କ ମୃତଦେହ। ଅତ୍ୟନ୍ତ ରହସ୍ୟଜନକ ଭାବେ ସେମାନଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଏଯାଏ ଜଣାପଡ଼ିନାହିଁ। ହେଲେ କେରଳର କୋଟାୟମ ଜିଲ୍ଲା ଅନ୍ତର୍ଗତ ପାଲା ନିକଟରେ ଘଟିଥିବା ଏପରି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି!-->…
ନା ଇଣ୍ଡିଆ ନା ଏନଡିଏ, ଏହି ଦଳ ସହ ମେଣ୍ଟ କଲେ ମାୟାବତୀ
ଲଖନଉ: ନା ଇଣ୍ଡିଆ ନା ଏନଡିଏ ଦକ୍ଷିଣ ଭାରତର ଏହି ଦଳ ସହ ଶେଷରେ ମେଣ୍ଟ କରିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ | ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀଙ୍କ ଦଳ ଦକ୍ଷିଣ ଭାରତର ତେଲେଙ୍ଗାନାରେ କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି!-->…