ଜଙ୍ଗଲ ନିଆଁକୁ ରୋକିବା ନିମନ୍ତେ ସାମୁହିକ ଶପଥ ପାଠ କଲେ ଶତାଧିକ ଗ୍ରାମବାସୀ

ସାଗରପାଲି ଓ ଝୁରିମାଲ ଠାରେ ଜଙ୍ଗଲକୁ ନିଆଁଦାଉରୁ ରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମସୁନ୍ଦରଗଡ : ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଲପୁର ବନାଞ୍ଚଳର ନୂଆଡ଼ିହି ସେକ୍ସନରେ ଆଜିଠାରୁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ସାଗରପାଲି ଓ ଝୁରିମାଲର

ନୂଆ-ଓ ଛାତ୍ରବୃତ୍ତିର ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ

ଫୁଲବାଣୀ: ଫୁଲବାଣୀସ୍ଥିତ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ତା ୦୫.୦୩.୨୦୨୪ରିଖ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ନୂଆ-ଓ ଛାତ୍ରବୃତ୍ତି ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମଧୁପ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ

ଆସିକାରେ ଆଶାୟୀ ମାନଙ୍କ ପକ୍ଷରୁ ବିଜୁ ଜୟନ୍ତୀ ନାମରେ ଶକ୍ତି ପ୍ରଦର୍ଶନ…

ବ୍ରହ୍ମପୁର : ଆଜି ବିଜୁ ଜୟନ୍ତୀ ଅଵସର କୁ ଆଳ କରି ଆସିକା ରେ ପୃଥକ ପୃଥକ ସ୍ଥାନରେ ଶକ୍ତି ପ୍ରଦର୍ଶନ। ନିର୍ବାଚନ ଯେତିକି ନିକଟତମ ହେଉଛି ଅଶାୟୀଙ୍କ ସଂଖ୍ୟ ଆସିକା ରେ ବଢିବାକୁ ଲାଗିଛି। ଟାଉନହଲ ଠାରେ ବିଧାୟିକା ଗୋଷ୍ଟି ପକ୍ଷରୁ ଆଜି ଶେଷ ଶକ୍ତି ପ୍ରଦର୍ଶନ କରିଥିବା ନେଇ ଚର୍ଚ୍ଚା

ରାଜନଗର ପୂର୍ତ୍ତ ବିଭାଗର ଅହେତୁକ ପ୍ରୋତ୍ସାହନରେ ମାଟିରେ ଟ୍ରାଫିକ୍ ପୋଷ୍ଟ କରି ଵିଲ୍ ନେଇ ଠିକାଦାର ଛୁ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପୁର୍ତ୍ତ ବିଭାଗ ସଵ୍ ଡିଭିଜନ ଅଧିନରେ ରାଜନଗର ସଦର ମହକୁମା ଆଇସିଆ ବ୍ୟାଙ୍କ ସାମ୍ନାରେ ଟ୍ରାଫିକ୍ ପୋଷ୍ଟ ଅଳ୍ପ ଦିନ ହେବ ନିର୍ମାଣ ହୋଇଥିଲା। ସେହି ଟ୍ରାଫିକ୍ ପୋଷ୍ଟ ଏତେ ନିମ୍ନମାନର କରାଯାଇଥିଲା ଯାହାକି ଷଣ୍ଢ ଶିଙ୍ଗରେ ଭାଙ୍ଗିଯାଇ ମାଟି

ଡ୍ରୋନ ଆଟାକ ପରେ ଜଳୁଥିଲା ଜାହାଜ, ୨୩ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ମଝି ସମୁଦ୍ରରେ ପରାକ୍ରମ ଦେଖାଇଛି ଭାରତୀୟ ନୌସେନା। ଡ୍ରୋନ ଆକ୍ରମଣ ଯୋଗୁ ଜଳୁଥିବା ଜାହାଜରୁ ୨୩ ଜଣଙ୍କୁ ଉଦ୍ଧାର କରିଛନ୍ତି ନୌସେନାର ବୀର ଯବାନ। ଆକ୍ରମଣ ପରେ ଗୋଟିଏ ପଣ୍ୟବାହୀ ଜାହାଜରେ ଲାଗି ଯାଇଥିଲା ନିଆଁ।ଭିତରେ ୧୩ ଭାରତୀୟଙ୍କ ସମେତ ଫସି ଯାଇଥିଲେ ୨୩ ଜଣ। ଜାହାଜରେ

ରାଜଧାନୀରେ ଯୁବକଙ୍କୁ ନିଶା ଦେଇ ହତ୍ୟା ଅଭିଯୋଗ

ଭୁବନେଶ୍ବର : ରାଜଧାନୀରେ ଯୁବକଙ୍କୁ ନିଶା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ଭୁବନେଶ୍ୱରର ଡେଲଟା ଛକ ରେଙ୍ଗାଲି ବସ୍ତିର ଦୀପକ ସାହୁ। ତାଙ୍କୁ ନିଶା ଦେଇ ହତ୍ୟା କରାଯାଇଥିବା ମୃତ ଯୁବକଙ୍କ ମାଆ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି।ଅଭିଯୋଗ ଅନୁସାରେ, ଗତକାଲି

ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହ ଯାଇଥିଲେ, ମାଟି ତଳୁ ମିଳିଲା ମୃତଦେହ

ଦେବଗଡ଼ : ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହ ଯାଇଥିଲେ। ହେଲେ ଯେଉଁ ପ୍ରେମିକଙ୍କ ହାତ ଧରି ଘରର ଚାରି କାନ୍ଥ ଭିତରୁ ଗୋଡ କାଢ଼ିଥିଲେ, ସିଏ ସାଜିଲା ହତ୍ୟାକାରୀ। ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ହତ୍ୟା କରିଥିଲା। ଏପରି ବୀଭତ୍ସ ହତ୍ୟାକାଣ୍ଡ ଦେବଗଡ଼ ଜିଲ୍ଲା ରିଆମାଳ ଥାନା

ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ବାଇକ୍: ଚାଲିଗଲା ନାବାଳକଙ୍କ ସହ ୨ ଜଣଙ୍କ ଜୀବନ

ଖଲିକୋଟ: ବରଯାତ୍ରୀ ହୋଇଯାଇଥିଲେ, ଶବ ହୋଇ ଫେରିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳରେ। ଗତକାଲି ରାତିରେ ୩ଜଣ ଯୁବକ ବରଯାତ୍ରୀ ହୋଇଯାଇଥିଲେ। ସେମାନେ ବିଳମ୍ବିତ ରାତିରେ ଏକ ବାଇକରେ ନିଜ ଗାଁକୁ ଫେରୁଥିଲେ। ହେଲେ ବାଟରେ ଯମ

‘ଇଣ୍ଡି ଗଠବନ୍ଧନର ବିଚାରଧାରାରେ ପରିବାର ପ୍ରଥମ, କିନ୍ତୁ ମୋଦିର ବିଚାରଧାରାରେ ଦେଶ ପ୍ରଥମ’

ଭୁବନେଶ୍ବର : ‘ଇଣ୍ଡି ଗଠବନ୍ଧନର ବିଚାରଧାରାରେ ପରିବାର ପ୍ରଥମେ ଆସୁଛି। କିନ୍ତୁ ମୋଦିର ବିଚାରଧାରାରେ ଦେଶ ପ୍ରଥମ।’ ଆଜି ଓଡ଼ିଶା ଗସ୍ତରେ ଆସି ଚଣ୍ଡିଖୋଲରେ ଦଳ ତରଫରୁ ଆୟୋଜିତ ‘ମୋଦି ଗ୍ୟାରେଣ୍ଟି ସମାବେଶ’ ଯୋଗ ଦେଇ ଏହି କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ସେ କହିଥିଲେ, ଦେଶର

୧୧ ପରେ ରାଜ୍ୟରେ ବଢ଼ିବ ତାତି !

ଭୁବନେଶ୍ବର : ଆସନ୍ତା ୧୧ ତାରିଖ ପରେ ରାଜ୍ୟରେ ପାରଦ ବଢ଼ିବ। ଦିନ ଓ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଏନେଇ ପୂର୍ବାନୁମାନ କରାଯାଇଛି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା