ନିର୍ବାଚନ ଲଢ଼ିବେ ପୂର୍ବତନ ଆୟକର କମିସନର: ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ଲଢ଼ିଥିଲେ

ନୂଆପଡ଼ା: ଏଥରକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଶ୍ରୀକାନ୍ତ ଚାଟାର୍ଜୀ। ସେ ହେଉଛନ୍ତି ପୂର୍ବତନ ଆୟକର କମିସନର୍‌। ତେବେ, ଗତ ପୌର ନିର୍ବାଚନ ସମୟରେ ସେ ରାଜନୀତିରେ ପାଦ ଥାପିସାରିଛନ୍ତି। ଶ୍ରୀ ଚାଟାର୍ଜୀ ଗତ ‌ପୌର ନିର୍ବାଚନ‌ରେ ଖଡ଼ିଆଳ ଏନ୍‌ଏସିର ଅଧ୍ୟକ୍ଷ ପଦ

ବିଜେଡି-କଂଗ୍ରେସ ‘ପଟ୍ଟା’ ଟକ୍କର୍‌

ବଲାଙ୍ଗୀର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି-କଂଗ୍ରେସ ମଧ୍ୟରେ ଟକ୍କର୍‌ ଏବଂ ତିକ୍ତତା ସେତିକି ବଢୁଛି। ସୋମବାର ‘ପଟ୍ଟା’ ପ୍ରସଙ୍ଗ ନେଇ ଉଭୟ ଦଳ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଛନ୍ତି। ସହରର ଭୂମିହୀନଙ୍କୁ ସରକାର ତୁରନ୍ତ ଜମି ପଟ୍ଟା ଦେବାଦାବିରେ ଜିଲ୍ଲାପାଳଙ୍କ

ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମବାର୍ଷିକୀ । ଏହି ଅବସରରେ ପଂଚାୟତିରାଜ ତଥା ଲୋକସେବା ଦିବସ ପାଳିତ ହେଉଛି। ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆଜି ଆୟୋଜନ କରାଯାଇଛି। ଫରେଷ୍ଟ ପାର୍କରେ ପହଞ୍ଚି ବିଜୁ ପଟ୍ଟନାୟକଙ୍କୁ

ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ୯୦ଟି ଆସନ ଜିତିବ: ପବନ ଖେରା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗସ୍ତ ପୂର୍ବରୁ କଂଗ୍ରେସର ପ୍ରଶ୍ନ। ରାଜଧାନୀରେ ମିଡିଆ ସେଲ ଚେୟାରମ୍ୟାନ ଏଆଇସିସି ପବନ ଖେରା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଓଡ଼ିଶାରେ ମୋଦୀଙ୍କୁ ସ୍ୱାଗତ, ହେଲେ ଓଡ଼ିଶା ଆସି ପ୍ରଶ୍ନର ଉତ୍ତର ଦିଅନ୍ତୁ ପ୍ରଧାନମନ୍ତ୍ରୀ। ଦଳ ପ୍ରଶ୍ନ କରିଛି ଚିଟଫଣ୍ଡ

ଲୋଭ ଦେଖାଇ ଫସାଇଲେ ସାଇବର ଠକ; ୨୫ ଲକ୍ଷ ଠକେଇର ଶିକାର ହେଲେ ଓଡ଼ିଆ ଯୁବକ

ଅନୁଗୁଳ: ଟ୍ରେଡିଂ କରି ଅଧିକ ଟଙ୍କା ରୋଜଗାର କରିବା ଆଶାରେ ଜଣେ ଯୁବକ ୨୫ ଲକ୍ଷ ଟଙ୍କା ହରାଇଛନ୍ତି। ସାଇବର ଠକମାନେ ଅତି ଚତୁରତାର ସହ ତାଙ୍କୁ ଏହି ଚୂନ ଲଗାଇଛନ୍ତି। ଏଥିନେଇ ଅନୁଗୁଳ ସାଇବର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଛି।ସୂଚନା

ଇଡିରେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି; ଚାଲିଛି ଜେରା

ଭୁବନେଶ୍ବର : ଇଡିରେ ଆଜି ହାଜର ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି। ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ସେ ଇଡିରେ ହାଜର ହୋଇଥିବା ଜଣାଯାଇଛି। ପ୍ରୟାସକାନ୍ତିଙ୍କୁ ଇଡି ଜେରା କରୁଥିବା ସୂଚନା ରହିଛି।କିଛି

ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି: ପ୍ରଧାନମନ୍ତ୍ରୀ

ଭୁବନେଶ୍ବର/ଚଣ୍ଡିଖୋଲ: ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଗୁରତ୍ବ ଦେଉଛନ୍ତି। ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏହା କହିଛନ୍ତି। ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସରକାର ଯେଉଁ ପ୍ରକଳ୍ପ ପାଇଁ

୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୋଦି

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରେଳ, ଜାତୀୟ ରାଜପଥ ଆଦି ୧୬ଟି ପ୍ରକଳ୍ପର ଶିଳାନ୍ୟାସ୍‌ ଓ ଲୋକାର୍ପଣ କରିଛନ୍ତି। ପୁରୀ-ଆନ୍ଦବିହାର ଟର୍ମିନାଲ୍‌(ଦିଲ୍ଲୀ) ଏକ୍ସପ୍ରେସ୍‌ ଟ୍ରେନ୍‌ କେନ୍ଦୁଝରଗଡ଼

ପଞ୍ଚାୟତିରାଜ ଦିବସ ପାଳିତ…

ହିଞ୍ଜିଳିକାଟୁ ୫!୩ ହିଞ୍ଜିଳିକାଟୁ ଶେରଗଡ଼ ବ୍ଳକ ଅନ୍ତର୍ଗତ କୃଷ୍ଟଛାଇ ଗ୍ରାମ ସରକାରୀ ଊନୀତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିବାକର ସାହୁ ଙ୍କ ତତ୍ବାବଧାନରେ ଆୟୋଜିତ ସଭାରେ ଓଡିଶାର ବରପୁତ୍ର ସ୍ଵର୍ଗତ

ମା ରାମଚଣ୍ଡୀ ମହୋତ୍ସବରେ ରୟାଲ ଡାନ୍ସ ଏକାଡେମୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ…

ଛତ୍ରପୁର : ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତର ନୀଳାଦ୍ରିପୁରରେ ମା ରାମଚଣ୍ଡୀ ମହୋତ୍ସବ - ୨୦୨୪ ଉଦଯାପିତ ହୋଇଯାଇଛି। ଧଡାପାହାଡ ଶିଖରରେ ମା ରାମଚଣ୍ଡି ବିଦ୍ୟମାନ ରହି ହଜାର ହଜାର ସଂଖ୍ୟାରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ମାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠାର ଏକବର୍ଷ ପୂର୍ତ୍ତି