ବିଜେପିର ଲାଭାର୍ଥୀ ସମ୍ପର୍କ କର୍ମଶାଳା…

ଫୁଲବାଣୀ : ବିଜେପି ତୃଣମୂଳ ସ୍ତରରୁ ଆରମ୍ଭ କଲା ଘରେ ଘରେ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ପତ୍ର ଓ ଜନ ହିତକର ଯୋଜନା ବାର୍ତ୍ତା ପହଞ୍ଚାଇବା l ଏନେଇ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବିରୁପାକ୍ଷ ଶୈବପୀଠ ପରିସରରେ ଲାଭାର୍ଥୀ ସମ୍ପର୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚକାପାଦ

ବ୍ରାହ୍ମଣୀଗାଁରେ ବିଜେଡ଼ିର ମିଶ୍ରଣ ପର୍ବ : ୫୮୦ ଜଣ ବିଜେଡିରେ ସାମିଲ

ଦାରିଙ୍ଗ ବାଡ଼ି,୪/୩ , କନ୍ଧମାଳ ଜିଲ୍ଲା ଜି .ଉଦୟଗିରି ନିର୍ବାଚନ ମଣ୍ଡଳୀର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ୮ ଗୋଟି ପଞ୍ଚାୟତର ବିଜେଡି ଦଳର କର୍ମୀ ସମୂହ ଶିବ ମନ୍ଦିର ନିକଟ ପଡ଼ିଆରେ ବିଜେଡ଼ିର ମିଶ୍ରଣ ପର୍ବର ଆୟୋଜନ କରିଥିଲେ। ଏହି କାର୍ଯ୍ୟ କ୍ରମରେ ଅଞ୍ଚଳର ୮

ସଡକ ଦୁର୍ଘଟଣାରେ ଜଣେ ଗୁରୁତର ଓ ଜଣେ ଆହତ ।

ମାଲକାନଗିରି,୪।୩ : ମାଲକାନଗିରି ଜିଲ୍ଲା ସଦର ମହକୁମାର ତାରିଣୀ ମନ୍ଦିର ନିକଟରେ ଯାଇଥିବା ମାଲକାନଗିରି ଜୟପୁର ମୁଖ୍ୟ ରାସ୍ତାରେ ଆଜି ସନ୍ଧ୍ୟାରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତ୍ତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ତାରିଣୀ ମନ୍ଦିର ନିକ୍ତ ଦେଇ

ରାଜ୍ୟପାଳଙ୍କ ଦିନିକିଆ ଦେବଗଡ ଜିଲା ଗସ୍ତ ଓ ବିଭିନ୍ନ ଯୋଜନାର ସମୀକ୍ଷା

ଦେବଗଡ଼,୪ା୩ ଓଡିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାଶ ଆଜି ଦିନିକିଆ ଦେବଗଡ ଜିଲା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଦାୟିତ୍ୱ ଗ୍ରହଣର ୩ ମାସ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲା ପରିଦର୍ଶନ କରିବାସହ ସରକାରୀ ଯୋଜନାର ତଦାରଖ କରିଥିବା କହିଛନ୍ତି ରାଜ୍ୟପାଳ ମହୋଦୟ ।

ସର୍ଚ ଅପରେସନ ବେଳେ ଯବାନଙ୍କ ଦ୍ଵାରା ୧ ଲକ୍ଷ ଇନାମି ମହିଳା ମାଓବାଦୀ ଗିରଫ

ମାଲକାନଗିରି : ଛତିଶଗଡର ବିଜାପୁରରେ ଜଣେ ୧ ଲକ୍ଷ ଇନାମି ମହିଳା ମାଓବାଦୀକୁ ସର୍ଚ ଅପରେସନ ବେଳେ ଯବାନ ମାନେ ଗିରଫ କରିଛନ୍ତି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର କୋବ୍ରା ୨୦୪ ଏବଂ କେରିପୁ ୧୫୧ବାଟାଲିଆନର ଯବାନ ମାନେ ମିଳିତ ଭାବେ ଜରପାଲୀ

ବିଶିଷ୍ଟ ସମାଜସେବୀଙ୍କ ମାତୃ ବିୟୋଗ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ସ୍ଵାତୀ ଅନୁଷ୍ଠାନର ସମ୍ପାଦକ ଇ. ହରି ଶଙ୍କର ରାଉତଙ୍କ ମାତାଙ୍କ ର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସୂଚନା ପ୍ରକାରେ ଆଜି ହଠାତ ତାଙ୍କର ଦେହ ଖରାପ ହେବାରୁ ସ୍ଥାନୀୟ ଉଦୟଗିରି ଡାକ୍ତରଖାନା ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ନିସର୍ତ୍ତରେ ଖବର ପ୍ରକାଶ ପରେ : ଆସିକାରେ ବେଆଇନ ବାଲି ଧରପଗଡ଼

ଵ୍ରହ୍ମପୁର: ଆସିକା ତହସିଲ ଅଧୀନରେ ଥିବା ନିରାଳ ବଡନଦୀ ମଧ୍ୟରୁ ବେଆଇନ ବାଲି ଚଲାଣ ଅଭିଯୋଗ ରେ ୦୫ ଗାଡ଼ିରୁ ପ୍ରାୟ ଏକ ଲକ୍ଷ ଜୋରିମାନା ଆଦାୟ ହୋଇଥିବା ତହସିଲ ପକ୍ଷରୁ ସୂଚନା ମିଳିଛି l ଆଜି ଆସିକା ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ଙ୍କ ନେତୃତ୍ୱ ରେ ଅତିରିକ୍ତ ତହସିଲଦାର ଦେବୀ

ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡି କାର୍ଯ୍ୟାଳୟ ଉଦଘାଟିତ

ହିଞ୍ଜିଳିକାଟୁ : ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ସକାଶେ ବିଜେଡି ପକ୍ଷରୁ ଏକ କେନ୍ଦ୍ରୀୟ କାର୍ଯ୍ୟାଳୟ ସୋମବାର ହିଞ୍ଜିଳିକାଟୁ ପୌରାଞ୍ଚଳରେ ଉଦଘାଟିତ ହୋଇଯାଇଛି।‌ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ

ଜେ ଏନ୍ ଟାଟାଙ୍କ ୧୮୫ତମ ଜୟନ୍ତୀରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବିଚ୍ ସଫେଇ କାର୍ଯ୍ୟକ୍ରମ

ଗୋପାଳପୁର : ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଟାଟା ଗ୍ରୁପର ପ୍ରତିଷ୍ଠାତା ଜେ ଏନ୍ ଟାଟାଙ୍କ ୧୮୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସମ୍ପ୍ରଦାୟଙ୍କ ସହଭାଗିତାରେ ବଟେଶ୍ୱର ଠାରେ ଏକ ବିଚ୍ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ମା’ରାମଚଣ୍ଡୀ ମହୋତ୍ସବ-୨୦୨୪

ଛତ୍ରପୁର : ସାଂସ୍କୃତିକ ବିଦ୍ଭବ ମଧ୍ୟରେ ଗତକାଲି ମଧ୍ୟରାତ୍ରୀରେ ମା'ରାମଚଣ୍ଡୀ ମହୋତ୍ସବ-୨୦୨୪ ସମାହିତ ହୋଇଯାଇଛି । ଛତ୍ରପୁର ଉପକଣ୍ଠସ୍ଥ ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମ ଧଡାପାହାଡ ଶିଖରରେ ଅବସ୍ଥାନ କରିଥିବା ମା' ରାମଚଣ୍ଡୀ ପୀଠ ପୁରାଣ ଓ ପ୍ରସିଦ୍ଧ ଅଟେ ।