ଆସନ୍ତାକାଲି ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶର ପ୍ରଥମ ‘ଅଣ୍ଡର ୱାଟର ମେଟ୍ରୋ ଟ୍ରେନ’ର ଉଦଘାଟନ କରିବେ। ହୁଗଳି ନଦୀ ତଳେ କୋଲକାତାର ‘ଅଣ୍ଡର ୱାଟର ମେଟ୍ରୋ’ ନିର୍ମାଣ କରାଯାଇଛି। କିଛି ଦିନ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଲକାତା ମେଟ୍ରୋ (କୋଲକାତା ଅଣ୍ଡର ୱାଟର

ସୀମା ଓ ସଚିନଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗୁଲାମ: ପଠାଇଲେ ୬କୋଟି ଟଙ୍କାର ନୋଟିସ

ନୂଆଦିଲ୍ଲୀ: ପବଜି ଗେମ ଖେଳୁ‌ଖେଳୁ ଭାରତରେ ରହୁଥିବା ସଚିନ ମିଣାଙ୍କ ପ୍ରେମରେ ପଡ଼ିଯାଇଥିଲେ ପାକିସ୍ତାନୀ ମହିଳା ସୀମା ହାଇଦର। ଏହାପରେ ସେ ନିଜର ଚାରିପିଲାଙ୍କୁ ଧରି ପାକିସ୍ତାନ ସୀମା ଡେଇଁ ଭାରତକୁ ଚାଲି ଆସିଥିଲେ। ସଚିନ ମିଣାଙ୍କ ପରିବାର ବି ସୀମାଙ୍କୁ ଆପଣାଇ ନେଇଥିଲେ। ଦୁହେଁ ବେଶ

ନିର୍ବାଚନୀ ବଣ୍ଡ: ସମୟ ମାଗିଲା ଏସ୍‌ବିଆଇ, ତଥ୍ୟ ଲୁଚାଇବା କଥା ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ ଜରିଆରେ ରାଜନୀତିକ ଦଳଗୁଡ଼ିକ ପାଇଥିବା ଚାନ୍ଦା ସମ୍ପର୍କରେ ତଥ୍ୟ ଦେବାକୁ ଏସ୍‌ବିଆଇ ଅଧିକ ସମୟ ମାଗିଛି। ଜୁନ ୩୦ ଯାଏ ସମୟ ଦେବାକୁ ଦିନକ ତଳେ ଏସ୍‌ବିଆଇ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛି।ଏସବିଆଇର ଏପରି ଆବେଦନ ପରେ କ୍ଷମତାସୀନ ବିଜେପିକୁ ସିଧାସଳଖ

ପୋଖରୀ ପାଣିରେ ବୁଡି ବୃଦ୍ଧ ମୃତ

ହିଞ୍ଜିଳିକାଟୁ : ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମ ଦଣ୍ଡକାଳୀ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମ ହରିଜନ ସାହିର ବି.ମଙ୍ଗଳା (୬୭) । ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ବୃଦ୍ଧ ଜଣଙ୍କ

ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ଧୁମଧାମରେ ପାଳିତ

ଫୁଲବାଣୀ : ଓଡ଼ିଆ ଜାତିର ଗର୍ବ, ଗୌରବ ସ୍ଵର୍ଗୀୟ ବିଜୁବାବୁ ଓଡ଼ିଆ ଜାତିର ହୃଦୟରେ ଆଜି ବି ବିରାଜମାନ । ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ପାଳୁଛି ସାରା ଓଡ଼ିଶା । ଏଥିପାଇଁ ଗାଁରୁ ସହର ବ୍ୟାପକ ପ୍ରସ୍ତୁତି l ଯିଏ ଆଙ୍ଗୁଠି ଦେଖାଇ ଆଗକୁ ବଢ଼ିବାର ଆହ୍ବାନ

ମାର୍ଚ୍ଚ ୯ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଓ ତୁମୁଡିବନ୍ଧ ସ୍ଥିତ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ମାସ ୯ ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ l ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର

କନ୍ଧମାଳରେ ବିଜୁ ଜୟନ୍ତୀ : ବିଜୁଙ୍କ ଭଳି ସାହସୀ ଓ ଦୃଢ଼ମନା ହୁଅ – ଅଚ୍ୟୁତ ସାମନ୍ତ

ଫୁଲବାଣୀ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଭଳି ସାହାସୀ ଓ ଦୃଢ଼ମନା ହେବାକୁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଯୁବ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି । ବିଜେଡ଼ି ପକ୍ଷରୁ ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଛି । ସାଂସଦ ଶ୍ରୀ

ମାଟି ତଳୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ହତ୍ୟାକାରୀ ପ୍ରେମିକ ଓ ପ୍ରମିକର ପିତା ସମେତ ୪ ଗିରଫ

ଦେବଗଡ଼,୫ା୩: ରିଆମାଳ ଥାନା ତାଳକୁଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ମଧ୍ୟପୁର ଗ୍ରାମ ଖେଳପଡିଆ ନିକଟରେ ମାଟି ତଳୁ ଜଣେ ମହିଳାଙ୍କ ଗଳିତ ମୃତଦେହ ବାହାରିବା ଘଟଣାର ପର୍ଦ୍ଦାଫାଶ କରିବାରେ ରିଆମାଳ ଥାନା ପୋଲିସ ସଫଳ ହୋଇଛି । ଏହା ଏକ ହତ୍ୟା ଘଟଣା ବୋଲି ତଦନ୍ତରୁ ସ୍ପଷ୍ଟ ହେବାପରେ ପୋଲିସ

ବିଜେପିରେ ଯୋଗ ଦେବେ କି କଂଗ୍ରେସ ନେତା ପିଏଲ ପୁନିଆ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପିଏଲ ପୁନିଆ, କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବେ କି? କିଛି ଏଭଳି ଗୁଜବ ପ୍ରକାଶ ପାଇବା ପରେ ଏବେ ଏନେଇ ଜବାବ ରଖିଛନ୍ତି ପୁନିଆ | ବାସ୍ତବରେ ପିଏଲ ପୁନିଆ କଂଗ୍ରେସ ଛାଡି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେବା ଗୁଜବକୁ ନେଇ କଡା ଜବାବ

ମୋହନା ବ୍ଳକକୁ ଏନଏସି ମାନ୍ୟତା ଦାବି ନେଇ ଉନ୍ନୟନ ପରିଷଦର ପ୍ରସୃତି ବୈଠକ ଅନୁଷ୍ଠିତ

ଆର,ଉଦୟଗିରି : ଓଡିଶା ଦ୍ବିତୀୟ ବୃହତ୍ତମ ବ୍ଲକ ତଥା ଗଜପତି ଜିଲ୍ଲାର ସର୍ବବୃହତ୍ତମ ବ୍ଳକ ମୋହନାକୁ ଏନ ଏ ସି ମାନ୍ୟତା ଦାବିରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । ବ୍ଳକ ବିଭିନ୍ନ ସଂଗଠନ ଯୋଗଦେବେ । ଆଜି ମୋହନା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ଚେତାବନୀ