Sign in
Sign in
Recover your password.
A password will be e-mailed to you.
୧ରୁ ମା’ ରାମଚଣ୍ଡୀ ମହୋତ୍ସବ ୨୦୨୪
ଛତ୍ରପୁର : ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ଉପକଣ୍ଠ ନୀଳାଦ୍ରିପୁର ନିକଟ ରାମଚଣ୍ଡୀ ପୀଠ ରେ ମା ରାମଚଣ୍ଡୀ ମହୋତ୍ସବ ୨୦୨୪ ମାର୍ଚ୍ଚ ୧ ରୁ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏସମ୍ପର୍କରେ ମା ରାମଚଣ୍ଡୀ ଟ୍ରଷ୍ଟ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରବିବାର ଏକ ସାମ୍ବାଦିକ ସମ୍ମିଳନୀ ରେ!-->…
ସମ୍ପୂର୍ଣ୍ଣ ଭଙ୍ଗାଯିବନି ବାରବାଟୀ ଷ୍ଟାଡିୟମ
କଟକ: ସମ୍ପୂର୍ଣ୍ଣ ଭଙ୍ଗାଯିବନି ବାରବାଟୀ ଷ୍ଟାଡିୟମ। ଐତିହ କୀର୍ତ୍ତୀରାଜିକୁ ଛାଡି ସବୁ କିଛି ଭଙ୍ଗାଯିବ । ବାରବାଟୀ ଷ୍ଟାଡିୟମକୁ ଧୂଳିସାତ କରାଯିବ ବୋଲି ଯେଉଁ ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ଓଡ଼ିଶା ଅଲିମ୍ପିକ ଏବଂ ଓଡ଼ିଶା!-->…
ଦ୍ୱାରକାରେ ବୁଡ଼ ପକାଇଲେ ମୋଦି, ସମୁଦ୍ର ଭିତରେ କଲେ ପୂଜା
ଗୁଜରାଟର ଦ୍ୱାରକାରେ ବୁଡ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ସମୁଦ୍ର ଭିତରକୁ ଯାଇ କରିଛନ୍ତି ପୂଜାର୍ଚ୍ଚନା। ସମୁଦ୍ର ଭିତରେ ବୁଡି ରହିଥିବା ଦ୍ୱାରକା ନଗରୀ ପାଖକୁ ଯାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ତାଙ୍କୁ ମୟୂର ପୁଛ ଅର୍ପଣ କରିଛନ୍ତି।!-->…
ବିଜେଡି ଟିକେଟ ପାଇଁ ୧୦ ହଜାରରୁ ଊର୍ଦ୍ଧ୍ବ ଆବେଦନ କରିଛନ୍ତି
ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ପାଇଁ କିଛି ସପ୍ତାହ ମଧ୍ୟରେ ତାରିଖ ଘୋଷଣା ହେବ। ଭାରତୀୟ ନିର୍ବାଚନ କମିସନ ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଏବେ ଠାରୁ ନାନା କଳ୍ପନାଜଳ୍ପନା କରୁଛନ୍ତି। ଏଥି ସହିତ ଦଳଡିଆଁ!-->…
କୋଣାର୍କ ସୂର୍ଯ୍ୟମନ୍ଦିର ଫାଟକରେ ତାଲା
ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ଫାଟକରେ ତାଲା। ପ୍ରବଳ ପର୍ଯ୍ୟଟକଙ୍କ ଭିଡ଼ ହେବାରୁ ଟିକେଟ ସରିଯାଇଥିଲା । ଟିକେଟ ଶେଷ ହେବା ପରେ ପର୍ଯ୍ୟଟକ ହୋହଲ୍ଲା କରିଥିଲେ। ସ୍ଥିତି ଅଣାୟତ ହେଉଥିବା ଦେଖି ଟିକେଟ କାଉଣ୍ଟର ବନ୍ଦ କରିବା ସହ ମନ୍ଦିର ଗେଟ ଫାଟକରେ ତାଲା ପକାଇଥିଲେ ଦାୟିତ୍ବରେ!-->…
ଆସନ ବୁଝାମଣା ହେଲା ଚୂଡ଼ାନ୍ତ; ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ଯୋଗ ଦେଲେ ଅଖିଳେଶ ଯାଦବ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରବିବାର ଉତ୍ତର ପ୍ରଦେଶର ଆଗ୍ରାରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗ ଦେଇଛନ୍ତି। ଉତ୍ତର ପ୍ରଦେଶ ପାଇଁ ଆସନ ବୁଝାମଣାକୁ ନେଇ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ସହମତି ହେବାର କିଛି ଦିନ ପରେ!-->…
‘ପାଣ୍ଡିଆନ୍ ଓ BJP ସହ ମେଣ୍ଟକୁ ନେଇ BJD ନେତା ଅସନ୍ତୁଷ୍ଟ’
ଆମ ଓଡ଼ିଶା, ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଛି। ଯେଉଁପାଇଁ ବିଜେଡି ନେତାମାନଙ୍କ ମଧ୍ୟରେ ବହୁତ ଅସନ୍ତୋଷ ରହିଛି। ଆଜି ଏପରି କହିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର।
ଗଣମାଧ୍ୟମକୁ ଶ୍ରୀ କୁମାର କହିଛନ୍ତି, ଶାସକ ବିଜେଡିରେ!-->!-->!-->…
ବିଏସ୍ପି ଛାଡ଼ି ବିଜେପିରେ ଯୋଗ ଦେଲେ ସାଂସଦ ରିତେଶ ପାଣ୍ଡେ
ନୂଆଦିଲ୍ଲୀ: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସ୍ପି)ର ଆମ୍ବେଦକର ନଗର ଲୋକସଭା ସାଂସଦ ରିତେଶ ପାଣ୍ଡେ ରବିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି।
ବିଏସପି ସୁପ୍ରିମୋ!-->!-->!-->…
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ
ମାଲକାନଗିରି: ଛତିଶଗଡ ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ-ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ । ସେପଟେ ମାଓବାଦୀଙ୍କ ଗୁଳିରେ ଆହତ ହୋଇଛନ୍ତି ଜଣେ ଯବାନ । ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।
ସୂଚନା ଅନୁସାରେ,!-->!-->!-->…
ଆଗାମୀ ୩ ମାସ ପର୍ଯ୍ୟନ୍ତ ପ୍ରସାରିତ ହେବନି ‘ମନ୍ କି ବାତ୍’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ୍' ଆସନ୍ତା ୩ ମାସ ପର୍ଯ୍ୟନ୍ତ ବନ୍ଦ ରହିବ। ଲୋକସଭା ନିର୍ବାଚନ ଥିବାରୁ ଆଚରଣ ବିଧି ଲାଗୁ ହେଉଥିବାରୁ ଏହି ପ୍ରୋଗ୍ରାମ ପ୍ରସାରିତ ହେବ ନାହିଁ। ଆଜି ରେଡିଓ କାର୍ଯ୍ୟକ୍ରମର ୧୧୦ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ଏହି!-->…