Sign in
Sign in
Recover your password.
A password will be e-mailed to you.
ଶିକ୍ଷକସମାଜ ସଂସ୍କାରକ ଓ ମାର୍ଗ ଦର୍ଶକ ଭାବେ କାର୍ଯ୍ୟ କରିଥାନ୍ତି
ଫୁଲବାଣୀ: ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ସଭାଗୃହ ଠାରେ ଅଦ୍ୟ ତା ୨୫.୨.୨୦୨୪ ରିଖ ରବିବାର ଦିନ ଫୁଲବାଣୀ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସମନ୍ୱୟ ତରଫରୁ ୨୦ ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ!-->…
ବଡ଼ମାଳ ଗୋଳାବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ
ଟିଟିଲାଗଡ : ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ମୃତାହତ ନେଇ କୌଣସି ସୂଚନା ମିଳିନି। ତେବେ ବିସ୍ଫୋରଣ ପରେ ଗୋଳାବାରୁଦ କାରଖାନା ଭିତରକୁ ଆମ୍ୱୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଆଜି ସନ୍ଧ୍ୟା ବେଳେ!-->!-->!-->…
ବୀରମହାରାଜପୁରକୁ ଏନ୍ଏସି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ବର : ରାଜ୍ୟ ସରକାର ରବିବାର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାର ୫ଟି ନୂଆ ମ୍ୟୁନିସିପାଲିଟି ସହିତ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ!-->…
କନ୍ଧମାଳ ଡିସିସି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ସ୍ଥାନୀୟ ମାଷ୍ଟରପଡା ନିକଟସ୍ଥ ନେତାଜୀ କ୍ଳବ ଠାରେ ନୂତନ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡାଙ୍କ ପ୍ରତିନିଧିତ୍ବରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ସମଗ୍ର କନ୍ଧମାଳ!-->…
BJPରେ ମିଶିଲେ ଦେବାଶିଷ ନାୟକ
ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେବାର କିଛି ସମୟପରେ ବିଜେପିରେ ମିଶିଲେ ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକ। ସେ ଆଜି ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ!-->…
ମୋହନଦାସ କରମଚାନ୍ଦ ଶିକ୍ଷାନିକେତନର ୧୬ତମ ବାର୍ଷିକ ଉତ୍ସବ
ଫୁଲବାଣୀ : ମୋହନଦାସ କରମଚାନ୍ଦ ଶିକ୍ଷାନିକେତନର ୧୬ତମ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଥିବା ସୃଜନଶୀଳ ମନୋଭାବର ବିକାଶରେ ଅଭିଭାବକ ଓ!-->…
ତ୍ରିଦେବ ନଗର ବସ୍ତିର ଉନ୍ନତି ନିମନ୍ତେ ସହଯୋଗର ହାତ ବଢ଼େଇଲେ ଏସଡିସି ଅଧ୍ୟକ୍ଷ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକଙ୍କ ଉପସ୍ଥିତରେ ତ୍ରିଦେବ ନଗର ବସ୍ତିର ଧର୍ମ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକ ଟିକୁ ତ୍ରିଦେବ ନଗର ବସ୍ତିର କମିଟି ସମ୍ପାଦକ ଚନ୍ଦ୍ରମଣି ଦେହୁରୀ ପରିଚାଳନା କରିଥିଲେ l!-->…
“ଆଶ୍ବସ୍ତି ହେବେ ନଦୀକୂଳିଆ ବାସିନ୍ଦା” : ୪୯ବର୍ଷ ପରେ ଏଵେ ଭିତରକନିକା ନଦୀ ନାଳକୁ ଵ଼଼ଉଳା କୁମ୍ଭୀର…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳର ନଦୀ ନାଳ ନିକଟରେ ଵସବାସ କରୁଥିବା ଲୋକମାନଙ୍କୁ ଏଵେ ଆଶ୍ବସ୍ତି ମିଳିଛି। ଦୀର୍ଘ ୪୯ ବର୍ଷ ପରେ ଏଵେ ଭିତରକନିକା ନଦୀ ନାଳରେ ବ଼଼ଉଳା କୁମ୍ଭୀର ନ ଛାଡିବାକୁ ଏ ନେଇ ରାଜନଗର ବନଖଣ୍ଡ!-->…
ଛତ୍ରପୁର କଂଗ୍ରେସ ପକ୍ଷରୁ ବିଜେପି ଓ ବିଜେଡିର କଲେ ବାହାଘର
ଛତ୍ରପୁର : ବିଜେଡ଼ି ଓ ବିଜେପି ଦଳ ଦୀର୍ଘ ୨୪ ବର୍ଷ ଭିତିରିଆ ସମ୍ପର୍କରେ ରହି ଲୋକଙ୍କୁ ଭୁଁଆ ବୁଲାଉଥିଲେ, ଉପରେ ଉପରେ ପରସ୍ପରକୁ ବିରୋଧ କରି ଭିତରେ ଏକ ହୋଇ ଦୁହେଁ ମିଶି ଓଡ଼ିଶାକୁ ଲୁଟି ଯେଉଁ ଅଭିନୟ ଚଲାଇ ଥିଲେ ଏହାକୁ ଆଜି ଛତ୍ରପୁର କଂଗ୍ରେସ ପକ୍ଷରୁବିଜେପି-ବିଜେଡ଼ି ବିବାହ କରାଇ!-->…
ମାର୍ଚ୍ଚ ୧ ତାରିଖରେ ୮୫୯ ଏସ୍ଏସ୍ବି ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ଅଧ୍ୟାପକଙ୍କ ସଂଖ୍ୟା ବଢ଼ିବ। ରାଜ୍ୟ ସରକାର ଆସନ୍ତା ମାର୍ଚ୍ଚ ୧ ତାରିଖରେ ୮୫୯ ଏସ୍ଏସ୍ବି ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ। ଏକକାଳୀନ ଭାବେ ଲୋକସେବା ଭବନର କନଭେନସନ୍ ହଲ୍ ଓ ରବୀନ୍ଦ୍ର ମଣ୍ଡପରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହେବ। ଏଥିରେ!-->…