Sign in
Sign in
Recover your password.
A password will be e-mailed to you.
କାଳବୈଶାଖୀ ପ୍ରଭାବରେ ପବଳ ଓ ବର୍ଷା : ଗଛପଡି ଅଟୋ କ୍ଷତିଗ୍ରସ୍ତ, ଚାଳକ ଆହତ
ହିଞ୍ଜିଳିକାଟୁ : ଗତ ୨ ମାସ ଧରି ଗ୍ରୀଷ୍ମର ପ୍ରକୋପରେ ଅଞ୍ଚଳବାସୀ ଆଉଟୁପାଉଟୁ ହୋଇ ପଢୁଥିଲେ। ଗତ ସପ୍ତାହେ ଧରି ସ୍ଥାନୀୟ ଅଞ୍ଚଳର ତାପମାତ୍ରା ୪୦° ରୁ ଅଧିକ ରହି ଆସୁଥିଲା। ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ। ରବିବାର ଅପରାହ୍ନରେ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।!-->…
ରାଲି ପୂର୍ବରୁ ବିଗିଡିଲା ରାହୁଲଙ୍କ ସ୍ୱାସ୍ଥ୍ୟାବସ୍ଥା
ଲୋକସଭା ନିର୍ବାଚନ ମଧ୍ୟରେ ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି। ରାଞ୍ଚିରେ ଆୟୋଜିତ ଇଣ୍ଡିଆ ଆଲାଏନ୍ସର ରାଲି ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଏଥିଯୋଗୁ ସେ ରାଞ୍ଚିରେ ଆୟୋଜିତ ହୋଇଥିବା ରାଲିରେ ଆଉ ଯୋଗ!-->…
ବନ୍ଦ କୋଠାଘର ମଧ୍ୟରୁ ଏସଏସଟି ଶିକ୍ଷକଙ୍କ ଗଳିତ ମୃତଦେହ ଉଦ୍ଧାର
ହିଞ୍ଜିଳିକାଟୁ ୨୧/୪ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ରେଗିଡିସାହି ବିଦ୍ୟୁତ ବିଭାଗର ଫ୍ୟୁଜକାଲ କାର୍ଯ୍ୟାଳୟ ଆଗରେ ଥିବା ଏକ କୋଠା ଘରୁ ଶିକ୍ଷକଙ୍କ ଗଳିତ ମୃତ ଦେହକୁ ଉଦ୍ଧାର କରିଛି ହିଞ୍ଜିଳି ପୋଲିସ। ଘଟଣାରୁ ପ୍ରକାଶ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ର ଏସ ଏସ ଟି!-->…
କଡ଼ା ସୁରକ୍ଷାରେ ବାପାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗଦେଲେ ଧଳସାମନ୍ତ ଭାତ୍ରା
କଟକ : ଧଳସାମନ୍ତ ଭ୍ରାତାଙ୍କ ବାପାଙ୍କ ମୃତ୍ୟୁ ଘଟଣା । ଉଭୟ ଭାଇଙ୍କ କଡା ସୁରକ୍ଷା ବଳୟ ମଧ୍ୟରେ ଜେଲରୁ ଅଣା ଯାଇ ବାପାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗଦେଇଥିଲେ। ବଡଭାଇ ଶୁସାନ୍ତ ଧଳସାମନ୍ତକୁ ବଲାଙ୍ଗୀର ଜେଲ ଓ ସାନ ଭାଇ ସୁଶୀଲକୁ ବାଲେଶ୍ବର ଜେଲରୁ ସିଡିଏ ଘରୁ ଆଣିଥିଲା!-->…
ଦିନିକିଆଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦେଶକ ଅରୁଣ ଷଡ଼ଙ୍ଗୀ
ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସମ୍ମିଳନୀ କକ୍ଷରେ କଲେ ସମୀକ୍ଷା…
ବ୍ରହ୍ମପୁର : ଆସନ୍ତା ସାଧାରଣ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହୋଇ ପାରିବ ସେ ନେଇ ସମୀକ୍ଷା କରିଥିଲେ ରାଜ୍ୟ ପୋଲିସ ମହା ନିର୍ଦେଶକ ଅରୁଣ ଷଡ଼ଙ୍ଗୀ । ଅବାଧ, ନିରପେକ୍ଷ ନିର୍ବାଚନ ସହିତ ଅପରାଧୀ ମାନଙ୍କ!-->!-->!-->…
ଓଲଟିଲା CRPF ଯବାନଙ୍କ ବସ୍, ୧୦ ଆହତ
ଛତିଶଗଡର ବସ୍ତର ଜିଲ୍ଲାରେ CRPF ଯବାନଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ। ଏଥିରେ ୧୦ ଜଣ ଯବାନ ଆହତ ହୋଇଛନ୍ତି। ନିର୍ବାଚନ ଡ୍ୟୁଟି ପାଇଁ ଯିବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା।
ପୁଲିସ ସୂଚନାନୁସାରେ, ଏପ୍ରିଲ ୨୬ ମତଦାନ ପାଇଁ CRPF ଯବାନମାନେ ବସ୍ ଯୋଗେ ଦନ୍ତେୱାଡା ଫରସପାଲରୁ ମହାସମୁଣ୍ଡ!-->!-->!-->…
ମୋନାଲିସାଙ୍କ ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଭିଡିଓ ଛାଡିବା ମାମଲାର ଖୋଳତାଡ କରିବ ଇଡି
ଯାଜପୁର: ବଢିଲା ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଅଡୁଆ । ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଭିଡିଓ ଛାଡିବା ମାମଲାର ଖୋଳତାଡ କରିବ ଇଡି । ପୁର୍ବରୁ ବନ୍ୟଜନ୍ତୁଙ୍କ ସହ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଓ ଘରେ ବନ୍ୟଜନ୍ତୁଙ୍କୁ ପୋଷିବା ଘଟଣାରେ ଉଭୟ ମୋନାଲିସା ଓ ତାଙ୍କ ସ୍ୱାମୀ!-->…
ବାବା ରାମଦେବଙ୍କୁ ଆଉ ଏକ ସୁପ୍ରିମ ଝଟ୍କା, ଦେବେ ସର୍ଭିସ ଟ୍ୟାକ୍ସ
ଯୋଗ ଗୁରୁ ବାବା ରାମଦେବଙ୍କ ଥମୁନି ଅଡୁଆ। ସୁପ୍ରିମକୋର୍ଟଙ୍କରୁ ତାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ନିଜ ଯୋଗ ଶିବିର ପାଇଁ ସର୍ଭିସ ଟ୍ୟାକ୍ସ ଦେବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଏହି ମାମଲାରେ ସେବା ଟିକସ ଅପିଲ!-->…
ପୋଖରୀରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର
ଜଳେଶ୍ବର: ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡମନ୍ଦାରୁଣୀ ଗ୍ରାମର ଚନ୍ଦନ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ନାଁ ଜାନକୀ ଗୋଚ୍ଛାୟତ ବୋଲି ଜଣାପଡିଛି।
ସୂଚନା ଅନୁସାରେ ଜାନକୀ ଦୁଇ ଦିନ ପୂର୍ବରୁ ଘରୁ କେଉଁ ଆଡକୁ ଚାଲି ଯାଇଥିଲେ। ପରିବାର ଲୋକେ ବହୂ!-->!-->!-->…
ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ PhD ଛାତ୍ରଙ୍କୁ ନିଲମ୍ବନ କଲା TISS
ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋଶାଲ୍ ସାଇନ୍ସେସ୍ (TISS) ଜଣେ ପିଏଚଡି ଛାତ୍ରଙ୍କୁ ଦୁଇ ବର୍ଷ ପାଇଁ ନିଲମ୍ବିତ କରିଛି। ଦେଶ ବିରୋଧୀ କାର୍ଯ୍ୟ ଏବଂ PSF-TISS ବ୍ୟାନରରେ ଦିଲ୍ଲୀରେ ଏକ ବିକ୍ଷୋଭରେ ଅଂଶଗ୍ରହଣ କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ଅନୁଷ୍ଠାନ।
ଦୁଇ!-->!-->!-->…