Sign in
Sign in
Recover your password.
A password will be e-mailed to you.
‘ମୋ ପତ୍ନୀଙ୍କୁ ଟଏଲେଟ କ୍ଲିନର ମିଶା ଖାଦ୍ୟ ଦିଆଯାଇଛି’
ଇସଲାମାବାଦ : ମୋ ପତ୍ନୀଙ୍କ ଖାଦ୍ୟରେ ଟଏଲେଟ୍ କ୍ଲିନର ମିଶାଇ ଖାଇବାକୁ ଦିଆଯାଉଛି। ଏଥିପାଇଁ ତାଙ୍କ ସ୍ୱାସ୍ଥାବସ୍ଥା ବିଗିଡିଛି। ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍।ଜେଲ୍ରେ ବନ୍ଦ ଥିବା ପାକିସ୍ତାନର ପୂର୍ବତନ ମନ୍ତ୍ରୀ!-->…
ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷ ସୁଦ୍ଧା ୬୪ ହଜାର ଲୋକଙ୍କୁ ଚାକିରିରୁ ବିଦା କରି ସାରିଲେଣି ଟିସିଏସ୍,…
ନୂଆଦିଲ୍ଲୀ : ବିଗତ ଦୁଇ ଦଶନ୍ଧି ଧରି ଏମାନେ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ଲୋକଙ୍କୁ ବିପୁଳ ସଂଖ୍ୟାରେ ନିଯୁକ୍ତି ଦେଉଥିଲେ। କିନ୍ତୁ ସମୟ ବଦଳିବା ସହ ସେମାନଙ୍କ ସ୍ଥିତି ବଦଳି ଯାଇଛି। ନିଯୁକ୍ତି ବଦଳରେ ସେମାନେ ଆରମ୍ଭ କରିଛନ୍ତି ଛଟେଇ।ଏପରି ସ୍ଥିତି!-->…
ପରୀକ୍ଷାରେ ଖୋଲାଖୋଲି କପି, ଭିଡ଼ିଓ ଭାଇରାଲ
ଭୋପାଳ: ମଧ୍ୟପ୍ରଦେଶ ମୁରୈନାରେ ପରୀକ୍ଷା ସମୟରେ ଖୋଲାଖୋଲି ଭାବେ କରାଯାଉଥିବା କପିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓ ଭାଇରାଲ ହେବା ପରେ ପ୍ରଶାସନର ହୋସ୍ ଉଡ଼ିଯାଇଛି। ପ୍ରଶାସନ ଏନେଇ ତଦନ୍ତ ଆରମ୍ଭ କରିଛି। ଭିଡ଼ିଓରେ ଦେଖାଯାଉଛି ଛାତ୍ରଛାତ୍ରୀମାନେ କପି!-->…
କନ୍ଧମାଳ ଜିଲ୍ଲାରେ କମ୍ ଓଜନ ଶିଶୁ ଜନ୍ମ କାରଣ ସମ୍ପର୍କିତ କର୍ମଶାଳା
ଫୁଲବାଣୀ : ସୁସ୍ଥ ଓ ନିରୋଗ ଶିଶୁ ସମାଜ ଓ ଦେଶର ପ୍ରଗତିରେ ଏକ ମୂଲ୍ୟବାନ ଭୁମିକା ଗ୍ରହଣ କରନ୍ତି । ଓଡିଶାରେ କମ ଓଜନର ନବଜାତ ଶିଶୁ ଜନ୍ମ ହାର କମାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରି କରୁଛନ୍ତି । ତଥାପି କିଛିଗୁଡିଏ ଅନ୍ଧବିଶ୍ଵାସ ଓ କୁସଂସ୍କାର ଯୋଗୁଁ!-->…
ବ୍ରହ୍ମପୁର ବିଧାନସଭା ଆସନ ନିମନ୍ତେ ସ୍ୱାଧୀନ ପ୍ରାର୍ଥୀ ଭାବେ ଝସକେତନ ପାଢ଼ୀଙ୍କ ନାମାଙ୍କନ ପତ୍ର ଦାଖଲ
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ସ୍ୱାଧିନ ପ୍ରାର୍ଥୀ ଭାବେ ଝସ କେତନ ପାଢ଼ୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ସେ ତାଙ୍କ ସମର୍ଥକ ମାନଙ୍କ ସହ ଆସି ଛତ୍ରପୁର ସ୍ଥିତ ଗଞ୍ଜାମ!-->…
ନିମ୍ନମାନର ସାମଗ୍ରୀରେ ଚାଲିଛି ରାସ୍ତା ନିର୍ମାଣ ଦୁର୍ଗମ ଅଞ୍ଚଳରେ ରାସ୍ତା କାମର ବିକଳ ଚିତ୍ର
କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମ।ନ୍ୟମକୋଣ୍ଡl ପଂଚାୟତର ପୋଲୁର ଭଳି ଦୁର୍ଗମ ଗ୍ରାମାଞ୍ଚଳକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହସରକାରଙ୍କ ବିକାଶ ମୁଖୀ ଯୋଜନା ସାମିଲ କରିବା ପାଇଁ ସରକାରୀ କଳରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ମୁଖ୍ୟତଃ ବିଭିନ୍ନ!-->…
କଂସ ଦରବାରରେ ବିଜେପି ବିଧାୟକ ପ୍ରାର୍ଥୀ ନରସିଂ ଭତରା
ଉମରକୋଟ : ବିରାଧୀ ବୀରବର, ମହା ପ୍ରତାପୀ, ତ୍ରିପୁରରା ବିଜୟୀ, ମଥୁରା ନରେଶ ମହାରାଜ କଂସଙ୍କ ଆଦେଶ ପାଇ ତଥା ଝରୀଗାଁ ଜନସାଧାରଣଙ୍କ ନିମନ୍ତ୍ରଣରେ ଆଜି କଂସ ଦରବାରରେ ହାଜର ହୋଇଛନ୍ତି ଝରୀଗାଁ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ନରସିଂ ଭତରା । ସେ କଂସ!-->!-->!-->…
ଟିପିଏସ୍ଓଡିଏଲର ମହିଳା ମିଟର ଟେଷ୍ଟିଂ ଲ୍ୟାବକୁ ଏନ୍ଏବିଏଲ୍ ମାନ୍ୟତା
-- ମହିଳାଙ୍କୁ କରୁଛି ସଶକ୍ତ-- ମହିଳାଙ୍କୁ ଯୋଗାଇଛି ନିଯୁକ୍ତି ସୁଯୋଗ
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ର ଆମ୍ବଗଡ଼ ସ୍ଥିତ ମହିଳା ମିଟର ଟେଷ୍ଟିଂ ଲ୍ୟାବକୁ ନ୍ୟାସନାଲ ଏକ୍ରେଡେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବ୍ରେସନ ଲାବୋରେଟୋରି (ଏନ୍ଏ ବିଏଲ୍) ପକ୍ଷରୁ!-->!-->!-->…
ବ୍ରହ୍ମପୁର ବିଧାନସଭା ଆସନ ନିମନ୍ତେ ମନୋଜ ପଟ୍ଟନାୟକଙ୍କ ନାମାଙ୍କନ ପତ୍ର ଦାଖଲ
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ସ୍ୱାଧିନ ପ୍ରାର୍ଥୀ ଭାବେ ମନୋଜ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ମନୋଜ ତାଙ୍କ ସମର୍ଥକ ମାନଙ୍କ ସହ ଆସି ଛତ୍ରପୁର ସ୍ଥିତ ଗଞ୍ଜାମ!-->…
ଛତ୍ରପୁର ବିଧାନସଭା ଲାଗି ବିଜେପି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକଙ୍କ ନାମାଙ୍କନ ପତ୍ର ଦାଖଲ
ଛତ୍ରପୁର : ଛତ୍ରପୁର ବିଧାନସଭା ପାଇଁ ବିଜେପି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀଭାବେ କୃଷ୍ଣ ଚନ୍ଦ୍ର ନାୟକ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଛତ୍ରପୁର ସ୍ଥିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣି ଅଫିସର ତଥା ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ ଙ୍କ ନିକଟରେ ନିଜ!-->…