ପ୍ରବଳ ତୁଷାରପାତ ସତ୍ତ୍ୱେ ଯୋଗରେ ମଗ୍ନ ଯୋଗୀ

ସୋଶାଲ ମିଡିଆରେ ଜଣେ ଯୋଗୀଙ୍କ ଯୋଗ ସାଧନ ସମୟର ଭିଡିଓ ବେଶ୍ ଭାଇରାଲ୍ ହେଉଛି। କାରଣ ଯୋଗୀ ଜଣକ ତପସ୍ୟାରେ ଏପରି ମଗ୍ନ ହୋଇଯାଇଛନ୍ତି ଯେ, ତାଙ୍କ ଶରୀରରେ ବରଫ ଖଣ୍ଡ ଜମା ହୋଇଯାଇଛି। ହିମାଳୟ ପର୍ବତ ଉପରେ ବରଫରେ ପୂର୍ଣ୍ଣ ଯୋଗୀଙ୍କ ତପସ୍ୟା ସମୟର ଭିଡିଓ ବେଶ୍ ଭାଇରାଲ୍ ହେଉଛି।

ବଦଳି ପାଇଁ ଚିଠି ଲେଖିଲେ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ

ନୟାଗଡ଼ : ନୟାଗଡ଼ ସହରରେ ବ୍ୟାପୁଥିବା କଲେଜ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ଅଶ୍ଳୀଳ ଭିଡିଓ କୁ ନେଇ ଏବେ ସବୁଠାରେ ଚର୍ଚ୍ଚା । ଛକ ବଜାର ସବୁଠାରେ ଏହି ଚର୍ଚ୍ଚା ଶୁଣିବାକୁ ମିଳୁଛି । ଲୋକଲଜ୍ୟା ରୁ ବର୍ତ୍ତିବାକୁ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଏହି ବରିଷ୍ଠ ଅଧ୍ୟାପକ ଜଣକ ଛୁଟିରେ

ଆଜି ପବିତ୍ର ମାଘ ପୂର୍ଣ୍ଣିମା; ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ: ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କୁ ଗଜଉଧାରଣ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ମଧ୍ୟାହ୍ନ ଧୂପ ପରେ ମଇଲମ ହେବାପରେ ସିଂହାରୀ ସେବକଙ୍କ ଦ୍ୱାରା ଗଜ ଉଦ୍ଧାରଣ ବେଶ କରାଯିବ । ବିଶ୍ୱାସ ରହିଛି ଯେ, ଗଜ ଉଦ୍ଧାରଣ ବେଶ ଦର୍ଶନ କରି ଭକ୍ତିର

ଵିଏସକେୱାଇ ନବୀନ କାର୍ଡ଼ ଯୋଜନାରେ ପାତରଅନ୍ତର…..

ସହରାଞ୍ଚଳ ଲୋକେ କଣ ସାବତ ପୁଅ କି….?ଵ୍ରହ୍ମପୁର : ୨୩-୨ରାଜ୍ୟ ସରକାର ପ୍ରତି ଗ୍ରାମରେ ଗରିବଙ୍କ ମୁହଁରେ ହସ ଫୁଟାଇବା ପାଈଁ ସ୍ୱାସ୍ଥ୍ୟ ଭଳି ଏକ ମୌଳିକ ଆବଶ୍ୟକତା ଦୂର କରିବା ସକାଶେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ପ୍ରଦାନ କରିଛନ୍ତି ।ଓଡିଶା ସରକାର ଗତ ୦୧/୦୯/୨୧ ମସିହା ରୁ

ବ୍ରାହ୍ମଣୀଗାଁରେ ଥିବା ଏକମାତ୍ର ବିଏସଏନଏଲ ସେବା ଦୀର୍ଘ ୪ମାସ ଧରି ବନ୍ଦ

ଦାରିଙ୍ଗବାଡି, ୨୩/୨, ଆଜିର ଡିଜିଟାଲ ଯୁଗରେ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ପାଇଁ ଥିବା ଏକ ମାତ୍ର ବିଏସଏନଏଲ ନେଟୱର୍କ ସେବା ଦୀର୍ଘ ୪ମାସ ଧରି ଗତ ନଭେମ୍ବର ମାସଠାରୁ ଆଜ ଯାଏ ବନ୍ଦ ରହିଛି। ଯାହରି ଫଳରେ ଅତ୍ୟାବଶ୍ୟକ ବିଏସଏନଏଲ ନେଟୱର୍କ ସେବା ପାଇବାରୁ ଅଞ୍ଚଳର ୮ ଗୋଟି ଗୋଟି ଗ୍ରାମ

ଦୁର୍ଗମ ଅଞ୍ଚଳରେ ଭ୍ରାମ୍ୟମାଣ ଶିଶୁ କୋର୍ଟ ଓ ଶିବିର ଆୟୋଜନ…

ଫୁଲବାଣୀ: ରାଜ୍ୟ ସରକାର ଶିଶୁ ମାନଙ୍କ ମଙ୍ଗଳ ଓ ଥଇଥାନ ପାଇଁ ଅନେକ ଯୋଜନା କରୁଛନ୍ତି। ସେମାନଙ୍କ ସୁରକ୍ଷା ସୁଦୃଢ କରିବା ସହିତ ପାଠ ପଢା ଜାରି ରଖିବା ପାଇଁ ବ୍ୟବସ୍ଥା କରୁଛନ୍ତି ଏବଂ ସେଥିପାଇଁ ଦୁର୍ଗମ ଅଞ୍ଚଳରେ ଭ୍ରାମ୍ୟମାଣ ଶିଶୁ କୋର୍ଟ ଓ ଶିବିର ଆୟୋଜନ କରାଯାଇଛି । ଫଳରେ ଆବଶ୍ୟକ

ଚମାଖଣ୍ଡିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପଞ୍ଚମ ବାର୍ଷିକ ଉତ୍ସବ

ଛତ୍ରପୁର : ବୁଧବାର ଦିନ ଛତ୍ରପୁର ବ୍ଲକର ଚମାଖଣ୍ଡିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପଞ୍ଚମ ବାର୍ଷିକ ଉତ୍ସବ ଫ୍ରୋଲିକ୍ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଛି। ଛତ୍ରପୁରର ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କର ଚରିତ୍ର ଗଠନ ଓ ନିଜକୁ

ବ୍ରହ୍ମପୁରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ଗଠନକୁ କେହି ରୋକି ପାରିବେନି: ରାଜନାଥ ସିଂହ  ସାରା ଦେଶରେ ମୋଦି ଗ୍ୟାରେଂଟି ଉପରେ ଲୋକଙ୍କ ଭରସା ବଢ଼ିଛି ୨୦୨୪ରେ ଓଡ଼ିଶାରେ ସରକାର ହେଲେ ଘର ପାଇବାରୁ ବଂଚିତ ହୋଇଥିବା ଲୋକଙ୍କୁ ମାଗଣା ଘର ମିଳିବ ୨୦୪୭ ସୁଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ

ବ୍ରହ୍ମପୁର ଖାଦ୍ୟ ଯାଞ୍ଚ ଅଧିକାରୀ ଗଲେ କୁଆଡ଼େ ? କୋଲ୍ଲଡ଼ ବାରରେ ପଚା ଶଢା ଫଳ ଜୁସ ଓ ହୋଟେଲରେ ଅଖାଦ୍ୟ ବିକ୍ରି……!

ବ୍ରହ୍ମପୁର : ବ୍ରହ୍ମପୁର ର କେତେକ ହୋଟେଲରେ ଅପରିଷ୍କାର ପରିବେଶ ଓ ନିମ୍ନମାନର ଖାଦ୍ୟ ଅବାଧରେ ବିକ୍ରି ହେଉଛି । ଏହା ସାଙ୍ଗକୁ ଅନ୍ୟ କେତେକ କୋଲ୍ଲଡ଼ ବାର ଗୁଡ଼ିକ ରେ ପଚାଶଢା ଫଳକୁ ଜୁସରେ ବ୍ୟବହାର କରି ଥଣ୍ଡାଥଣ୍ଡା କୁଲକୁଲ ନାମରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ବଜାର ରେ