କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବାଇଗଣୀ ଫୁଲକୋବି ଚାଷ

ଆର,ଉଦୟଗିରି : ଗଜପତି ଜିଲ୍ଲାର ଜଳବାୟୁ କୋବି ଜାତୀୟ ଫସଲ ନିମନ୍ତେ ଉପଯୁକ୍ତ ଥିବା ଯୋଗେ ଶୀତଋତୁ ଆରମ୍ଭରୁ ପ୍ରଚୁ ର ପରିମାଣକର କୋବି ଚାଷ କରିଥିଲେ l ଉପଯୁକ୍ତ ଜଳବାୟୁ ତଥା କୋବି ଚାଷ ପ୍ରତି ଚାଷୀମାନଙ୍କର ଆଗ୍ରହକୁ ଲକ୍ଷ୍ୟ ରଖି ଏହି ବର୍ଷ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବାଇଗଣୀ

ଟମାଟୋ, ଅଣ୍ଡା କି ଗୁଳିମାଡ଼ କରନ୍ତୁ, କେହି ମୋତେ ଅଟକାଇ ପାରିବେନି : ପାଣ୍ଡିଆନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଠାରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ 5-Tଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯୋଗଦେଇଥିବାବେଳେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଏହି ସମୟରେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼ ହୋଇଛି । ହେଲେ ପାଣ୍ଡିଆନଙ୍କ ଦେହରେ

୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ‌ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ବିଭିନ୍ନ ସରକାରୀ ହାଇସ୍କୁଲରେ ୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୬୮ ଜଣ ହିନ୍ଦୀ ଓ ୨୦୮ ଜଣ ସଂସ୍କୃତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଲୋକସେବା ଭବନରେ

ସାଂସଦ ପ୍ରତିନିଧିଙ୍କ ପ୍ରତିଶ୍ରୁତିର ଦୁଇଦିନ ମଧ୍ୟରେ ପ୍ରତିଶ୍ରୁତି ପୂରଣ ହେଲା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଠାରୁ ୧୮କି.ମି ଦୂରରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରୁତୁଙ୍ଗିଆ ଗ୍ରାମ ଅବସ୍ଥିତ l ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧିନସ୍ଥ ଋତୁଙ୍ଗିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୫ମ ବାର୍ଷିକ ଉତ୍ସବ ଚଳିତ ମାସ ୧୭ ଶନିବାର ଦିନ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କୁ ମିଳିଲା Z ପ୍ଲସ୍‌ ସୁରକ୍ଷା

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ଼ ପଦକ୍ଷେପ ନେଇଛି । ମନ୍ତ୍ରଣାଳୟ ଖରଗେଙ୍କୁ VIP ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍‌ କଂଗ୍ରେସ ଅଧ୍ୟକ୍ଷଙ୍କୁ ବର୍ତ୍ତମାନ Z ପ୍ଲସ୍‌ ସୁରକ୍ଷା ଦିଆଯାଇଛି । କୁହାଯାଉଛି ଯେ ଗୁଇନ୍ଦା

ମୋହନାକୁ ଏନଏସି ଘୋଷଣା ଦାବି ନିମନ୍ତେ ପ୍ରସ୍ତୁତି ବୈଠକ

ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସଦର ମହକୁମା ମୋହନା ଗ୍ରାମ ପଞ୍ଚାୟତର ମୋହନା ଗ୍ରାମକୁ ବିଜ୍ଞାପିତ ଅଞ୍ଚଳ ପରିଷଦ( ଏନ ଏ ସି) ଘୋଷଣା କରିବା ଦାବିରେ ମୋହନା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ପଞ୍ଚାୟତ ର ନାଏବ ସରପଞ୍ଚ ରସାନନ୍ଦ ପାଣି ଙ୍କ ଆବାହକତ୍ୱରେ

ପଦ୍ମ ଛାଡ଼ିଲେ ବିଧାୟକ ମନୋରଞ୍ଜନ ସେଠୀ

ବଡ଼ସାହି:ଭାରତୀୟ ଜନତା ପାର୍ଟି ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ । ତାଙ୍କର ଏପରି ନିଷ୍ପତ୍ତି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ଇସ୍ତଫା ପତ୍ରରେ ଉଲ୍ଲେଖ

ଏସଏଚଜି ମାଧ୍ୟମରେ ମହିଳାମାନଙ୍କ ଉନ୍ନତି ପାଇଁ ଜୈବିକ ଖତସାର ପ୍ରୟୋଗ କରାଯାଇ ଖଜୁରୀ ଚାଷରୁ ଖଜୁରୀ ଗୁଡ ପ୍ରକ୍ରିୟାକରଣ…

ଆର,ଉଦୟଗିରି : ଗଜପତି ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କ ଆର୍ଥିକ ସ୍ଥିତି ସମେତ ଖାଦ୍ୟ ନିରାପତ୍ତାରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ବହୁମୂଲ୍ୟ ଜୈବିକ ଖତସାର ପ୍ରୟୋଗ କରାଯାଇ ଖଜୁରୀ ଚାଷରୁ ଖଜୁରୀ ଗୁଡ ପ୍ରକ୍ରିୟା କରଣ କାର୍ଯ୍ୟକ୍ରମ କରା ଯାଉଥିବା ଜଣାଯାଇଛି

ସମ୍ବଲପୁର ଓ ହୀରାକୁଦ ଡିଷ୍ଟ୍ରିବ୍ୟୁଟାରୀ ହେଡ଼ ରେଗୁଲେଟରରେ ଗର୍ତ୍ତ

ସମ୍ବଲପୁର : ହୀରାକୁଦ ଡ୍ୟାମ ମହମ୍ମଦପୁର କେନାଲର ସମ୍ବଲପୁର ଓ ହୀରାକୁଦ ଡିଷ୍ଟ୍ରିବ୍ୟୁଟାରୀ ହେଡ଼ ରେଗୁଲେଟରରେ ଗର୍ତ୍ତ ସୃଷ୍ଟି ହୋଇଛି। ତୁରନ୍ତ ମରାମତି ନହେଲେ ବଡ଼ ଘାଇ ସୃଷ୍ଟି ହେବା ଆଶଂକା ରହିଛି। ଏହାର ସ୍ଥାୟୀ ମରାମତି ଦାବି କରିଛନ୍ତି ଚାଷୀ। ଗର୍ତ୍ତରେ ବାଲିବସ୍ତା ପକାଇ

ଭୟଙ୍କର ହିମସ୍ଖଳନ, ଜଣେ ମୃତ, ଅନେକ ନିଖୋଜ

ଜମ୍ମୁ-କଶ୍ମୀର ଗୁଲମର୍ଗରେ ଭୟଙ୍କର ହିମସ୍ଖଳନ। ଏଥିଯୋଗୁ ଜଣେ ପର୍ଯ୍ୟଟଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ୬ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। ସୂଚନା ମୁତାବକ, ଗୁଲମର୍ଗର କୋଙ୍ଗଦୁରି ପର୍ବତାଞ୍ଚଳ ନିକଟରେ ବ୍ୟାପକ ହିମସ୍ଖଳନ ହୋଇଛି। ଫଳରେ