ଆସିକାରେ ଖରାରେ ଘଣ୍ଟାଘଣ୍ଟା ଠିଆ ହୋଇ ଟଙ୍କା ନେବାକୁ ଅପେକ୍ଷା..!

ଚାଉଳ ନେବାରେ ନାଁ ଅଛି ହେଲେ ଟଙ୍କା ନେବାରେ ନାଁ ନାହିଁ କେତେକ ହିତାଧିକାରୀ ହତାଶ…… ବ୍ରହ୍ମପୁର : ଆଗକୁ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ରାଜ୍ୟ ସରକାର ଗତ କିଛି ଦିନ ହେଲା ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାନ ଘୋଷଣା କରି ଚାଲିଛନ୍ତି । ଏଥି ମଧ୍ୟରୁ ନୂଆଁ କରି ଖାଦ୍ୟ

୧୬ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ : କାଳିଆ ସ୍କିମ୍ ୩ବର୍ଷ ବୃଦ୍ଧି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ବୈଠକ। ଏହି ବୈଠକରେ ୧୩ ଟି ବିଭାଗର ୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। କାଳିଆ ଜୀବିକାର ଆୟ ବୃଦ୍ଧି ପାଇଁ ଅର୍ଥ ରାଶିର ବ୍ୟବସ୍ଥା କରିଛନ୍ତି

ତାଲିବାନର ବର୍ବରତା, ସର୍ବସାଧାରଣରେ ଦିଆଗଲା ମୃତ୍ୟୁଦଣ୍ଡ

କାବୁଲ: ଗୁରୁବାର ଦିନ ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଏକ ଷ୍ଟାଡିୟମରେ ତାଲିବାନ ଦୁଇ ଜଣଙ୍କୁ ସାର୍ବଜନୀନ ଭାବେ ହତ୍ୟା କରିଛି। ଜଣେ ସାମ୍ବାଦିକଙ୍କ ସମେତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଗଜନି ସହରର ଅଲି ଲାଲା ଅଞ୍ଚଳରେ ଏହି ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଲିବାନ ଏହି

ଆଜି ରାଜ୍ୟରେ ୧୮ଟି ସହରର ତାପମାତ୍ରା ୩୫ ଡିଗ୍ରୀ, ସୋନପୁର ସବୁଠୁ ଉତ୍ତପ୍ତ

ରାଜ୍ୟରେ ଆଜି ୧୮ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲ୍‌ସିୟସ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ସୋନପୁର ହୋଇଛି ସବୁଠୁ ଉତ୍ତପ୍ତ ସହରର। ଏଠାରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୬.୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି

ମଣିପୁର ହିଂସାର ମୂଳ ରାୟକୁ ବଦଳାଇଲେ ହାଇକୋର୍ଟ

ଭୟଙ୍କର ହିଂସା। ବ୍ୟାପକ ଅଗ୍ନିକାଣ୍ଡ, ହଜାର ହଜାର ଲୋକ ବିସ୍ଥାପିତ। ୨୦୦ରୁ ଅଧିକ ଲୋଙ୍କ ମୃତ୍ୟୁ। ଶେଷରେ ଏହି ହିଂସାର ମୂଳ କାରଣ ପାଲଟିଥିବା ରାୟକୁ ବଦଳାଇଲେ ମଣିପୁର ହାଇକୋର୍ଟ। ଗତବର୍ଷ ମାର୍ଚ୍ଚ ୨୭ ତାରିଖରେ ଦେଇଥିବା ନିର୍ଦ୍ଦେଶକୁ ଏବେ ରଦ୍ଦ କରିଛନ୍ତି ହାଇକୋର୍ଟ। ପ୍ରକୃତରେ

କାଲିଠୁ ଚାଲିବ ନାଟମଣ୍ଡପ ମରାମତି କାମ, ଆଜି ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର

ପୁରୀ: ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ ଆସନ୍ତାକାଲି (ଶୁକ୍ରବାର)ଠାରୁ ଆରମ୍ଭ ହେବ। ଏହି ମରାମତି କାମ ନେଇ ଏଏସ୍‌ଆଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। କିନ୍ତୁ ନାଟମଣ୍ଡପ ମରାମତି ପୂର୍ବରୁ ମହାପ୍ରଭୁଙ୍କ ନୀତିରେ ବଡ଼ ବିଭ୍ରାଟ ଦେଖା ଦେଇଛି। ଶ୍ରୀମନ୍ଦିର ନୀତିକାନ୍ତି

ଓଡ଼ିଶାର ବିକାଶ ପାଇଁ କେବଳ ମୋଦି ହିଁ ଚିନ୍ତା କରୁଛନ୍ତି : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ବ୍ରହ୍ମପୁର : ଜୟ ଜଗନ୍ନାଥ, ମାଆ ବୁଢୀ ଠାକୁରାଣୀ କହି ବ୍ରହ୍ମପୁର ସଭାରେ ଭାଷଣ ଆରମ୍ଭ କରିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଓଡିଶାରେ ଡବଲ ଇଂଜିନ ସରକାର ଗଠନ କରିବାରେ କେହି ବି ରୋକିପାରିବେ ନାହିଁ । ଓଡିଶା ବିଜେପି ସରକାର ବଢିବ । ଓଡ଼ିଶାର ବିକାଶ ପାଇଁ

ଫୁଡ ପଏଜନିଂ ହୋଇ ୧୩ ଛାତ୍ରୀ ଅସୁସ୍ଥ, ୮ଜଣ ଚିକିତ୍ସାଧିନ ଅବସ୍ଥା ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର  : ନର୍ସିଂ ସ୍କୁଲରେ ୧୩ ଛାତ୍ରୀ ଅସୁସ୍ଥ । ଫୁଡ ପଏଜନିଂ ହୋଇ ୧୩ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ବ୍ରହ୍ମପୁର ଉପକଣ୍ଠ ଚଣ୍ଡୀପଦର  ନର୍ସିଂ ସ୍କୁଲର ଛାତ୍ରୀମାନେ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଛାତ୍ର ବିଜେଡି ନେତା ଦଳରୁ ନିଲମ୍ବିତ; ହତ୍ୟା ଅଭିଯୋଗରେ ବନ୍ଧା ହୋଇଥିଲେ

ଜଣେ ବୃଦ୍ଧାଙ୍କୁ ହତ୍ୟା ମାମଲାରେ ଗିରଫ ଛାତ୍ର ବିଜେଡି ନେତାଙ୍କୁ ନିଲମ୍ବନ କରିଛି ଦଳ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କରଣସାହିର ସରୋଜିନୀ ପଟ୍ଟନାୟକ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଅମିତ ପଟ୍ଟନାୟକଙ୍କୁ ବାହାର ରାସ୍ତା ଦେଖାଇଛି ବିଜେଡି। ସେ ଗଜପତି ଜିଲ୍ଲା ଛାତ୍ର ବିଜେଡି

୨୬ରେ କୃଷକଙ୍କ ଟ୍ରାକ୍ଟର ରାଲି, ମାର୍ଚ୍ଚ ୧୪ରେ ରାମଲୀଳା ମୈଦାନରେ ମହାପଞ୍ଚାୟତ

ନୂଆଦିଲ୍ଲୀ: ପଞ୍ଜାବର କୃଷକମାନଙ୍କ ଦ୍ୱାରା ଚାଲିଥିବା ଦିଲ୍ଲୀ ପଦଯାତ୍ରା ଏବଂ ପ୍ରତିବାଦ ମଧ୍ୟରେ ସଂଯୁକ୍ତ କୃଷକ ମୋର୍ଚ୍ଚା ମଧ୍ୟ ଗୁରୁବାର ଦିନ ଏକ ବୈଠକ କରିଛି । ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ନେତା ରାଜେୱାଲ କହିଛନ୍ତି, ପଞ୍ଜାବ-ହରିୟାଣା ସୀମାରେ ଜଣେ ଯୁବକଙ୍କ ସହିଦକୁ