ବରିଷ୍ଟ କଂଗ୍ରେସ ନେତା ରବୀନ୍ଦ୍ରନାଥ ଶର୍ମା ତଥା ଆଇନଜୀବୀ ପୁଣି ମୈଦାନ ଆସିଲେ

କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀଆସିକା : ଆସିକା ରେ କଂଗ୍ରେସ ଦଳ ତାର ହୃତଗୌରବ ଫେରେଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି। କର୍ମୀ ଓ ନେତାଙ୍କୁ ଏକତ୍ରିତ କରି ତାଙ୍କୁ ସକ୍ରିୟ କରାଯିବା ସାଙ୍ଗକୁ ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ସମୟ ଆସିଯାଇଛି ବୋଲି ଆସିକା କଂଗ୍ରେସ ଦଳ

ପଡିଆରେ ସାମଜିକ ସମୀକ୍ଷା ଓ ଜନଶୁଣାଣି ବୈଠକ

ପଡିଆ, ୨୨/୦୨ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ବ୍ଲକ ପରିସରରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ବିଭିନ୍ନ ଯୋଜନାର ହୋଇଥିବା ସମୀକ୍ଷାର ତଥ୍ୟ ଉପସ୍ଥାପନା କରାଯଇଥିଲା। ମୁଖ୍ୟତଃ ମନରେଗା,

ଓଡିଶାକୁ ଦରକାର ଡବଲ୍ ଇଞ୍ଜିନ ସରକାର : ରାଜନାଥ

ନବରଙ୍ଗପୁର: ଦିନିକିଆ ଓଡିଶା ଗସ୍ତରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଙ୍ଗପୁରରେ ଆୟୋଜିତ ବିଜେପି କୋର କମିଟି ବୈଠକରେ ଯୋଗ ଦେଇଛନ୍ତି ରାଜନାଥ ସିଂହ । କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ, ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି । ଓଡିଶାରେ ଏଥର ଡବଲ

ଗାଡି ଚଳାଉଥିବା ବେଳେ ହାର୍ଟ ଆଟାକ୍, ଲୋକଙ୍କ ଉପରେ ମାଡ଼ିଗଲା ବୋଲେରୋ

ଗାଡି ଚଳାଉଥିବା ବେଳେ ଡ୍ରାଇଭର୍‌ଙ୍କୁ ହେଲା ହାର୍ଟ ଆଟାକ୍‌। ନିୟନ୍ତ୍ରଣ ହରାଇଲା ବୋଲେରୋ। ଦ୍ରୁତଗତିରେ ଆସି ଶୋଭଯାତ୍ରାରେ ଯାଉଥିବା ଲୋକଙ୍କ ଉପରେ ମାଡିଗଲା। ଫଳରେ ଘଟଣା ସ୍ଥଳରେ ଆଖି ବୁଜିଲେ ଦୁଇ ଜଣ। ଏଭଳି କିଛି ଭୟଙ୍କର ଦୁର୍ଘଟଣା ଘଟିଛି ରାଜସ୍ଥାନର ନାଗୌର ସ୍ଥିତ ଡେଗାନା ଅଞ୍ଚଳରେ।

AI ଜରିଆରେ ଅନେକ ସଫଳତା ମିଳିଛି, ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ଆଗକୁ ବିଭ୍ରାଟ ହେବନାହିଁ ବୋଲି ଆଶା : ବୋର୍ଡ…

କଟକ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଜରିଆରେ ଅନେକ ସଫଳତା ମିଳିଛି । ତେଣୁ ମାଟ୍ରିକ୍ ପରୀକ୍ଷା କେନ୍ଦ୍ରମାନଙ୍କରେ ଆଗକୁ ଆଉ ସେଭଳି ବିଭ୍ରାଟ ହେବନାହିଁ ବୋଲି ଆଶା ପ୍ରକଟ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଶୁକ୍ରବାର ହେବାକୁ ଥିବା ସେକେଣ୍ଡ ଲାଙ୍ଗୁଏଜ ପରୀକ୍ଷା ପାଇଁ ବୋର୍ଡ

ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ସୋନା ମହାପାତ୍ର

ବଚ୍ଚନ ପରିବାର ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିବା ଏବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମହଙ୍ଗା ପଡିଛି। ରାହୁଲଙ୍କ ଉପରେ ବର୍ଷିଲେ ବଲିଉଡର ଜଣାଶୁଣା ସିଙ୍ଗର ସୋନା ମହାପାତ୍ର। କଡା ଭାଷାରେ ତାଙ୍କୁ କରିଛନ୍ତି

ବ୍ରହ୍ମପୁରରେ ଭିନ୍ନକ୍ଷମ ସାଜି ମାଗୁଥିଲେ ଭିକ, ୪ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ନିଜକୁ ମୁକ ଓ ବଧୀର ବୋଲି ପରିଚୟ ଦେଇ ଭିକାରି ବେଶରେ ଆସି ଲୋକଙ୍କୁ ଠକିବା ଅଭିଯୋଗରେ ବ୍ରହ୍ମପୁର ଥାନା ପୁଲିସ ବୁଧବାର ଉତ୍ତରପ୍ରଦେଶର ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଅଜୟ କୁମାର, ଅନିଲ କୁମାର, ମେରୋ ଓ ଯଶୋବନ୍ତ କୁମାର ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଥିବା

BYJU’S ଫାଉଣ୍ଡରଙ୍କ ବିରୋଧରେ ଜାରି ହେଲା ଲୁକ୍‌ ଆଉଟ୍‌ ନୋଟିସ

ବଢ଼ିଲା BYJU'S ଫାଉଣ୍ଡରଙ୍କ ଅଡୁଆ। ବାୟଜୁ ରବିନ୍ଦ୍ରନଙ୍କ ବିରୋଧରେ ଜାରି ହେଲା ଲୁକ୍‌ ଆଉଟ୍‌ ନୋଟିସ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛନ୍ତି। ତଦନ୍ତ ଅଧିକାରୀଙ୍କୁ ନ ଜଣାଇ ସେ ଯେପରି ଦେଶ ଛାଡି ଯିବେ ନାହିଁ ସେଥିପାଇଁ ରବିନ୍ଦ୍ରନଙ୍କ

ଆୟକର ବିଭାଗ ଅଫିସରେ ହାଜର ହେଲେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ

ଭୁବନେଶ୍ୱର   : ଆୟକରରେ ହାଜର ହେଲେ ନାଗ-ଚାନ୍ଦ ଦମ୍ପତି । ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ ଆୟକର ବିଭାଗ ଅଫିସରେ ହାଜର ହୋଇଛନ୍ତି । ଗତକାଲି ଆୟକର କମିଶନର ତାଙ୍କୁ ହାଜର ପାଇଁ ନୋଟିସ କରିଥିଲେ । ଅର୍ଚ୍ଚନା ଆୟକର ଦେଇଛନ୍ତି କି ନାହିଁ ପଚରାଉଚରା ହୋଇଛି। ଦିନେ ପୂର୍ବରୁ

ସରକାରଙ୍କ ପାତରଅନ୍ତର ନୀତି : ଦମକଳ ବାହିନୀ କର୍ମଚାରୀମାନେ ଚଳିବେ କେମିତି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହୁକୁମା ସ୍ଥିତ ନାରାୟଣୀ ରୋଡ଼ ନିକଟସ୍ଥ ଦମକଳ କେନ୍ଦ୍ରରେ କାର୍ଯ୍ୟରତ ଫାୟାର ମ୍ୟାନ ଏବଂ ହାବିଲଦାର କର୍ମଚାରୀ ଗତ ୨୧ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଦେଖିବାକୁ ମିଳୁଛି। ଏଥି ସହିତ ଦମକଳ କେନ୍ଦ୍ରରେ କନ୍ଧମାଳ ଜିଲ୍ଲାର ଦଶଜଣ