Sign in
Sign in
Recover your password.
A password will be e-mailed to you.
କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନର ବାର୍ଷିକୀ ଉତ୍ସବ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନର ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା ଫୁଲବାଣୀ ସ୍ଥିତ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଦେଶ ଗଠନରେ ଡିଜିଟାଲ ମିଡିଆର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ସଭାପତି କ୍ଷିତୀଶ ମଲିକଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା!-->…
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଇଡି ର ୭ମ ସମନ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପୁଣି ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କଥିତ ଅବକାରୀ ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ଅଭିଯୋଗରେ ଇଡି ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ସମନ ଜାରି କରିଛି। ଏହି ସମନ ଜାରି କରି ସୋମବାର!-->…
ବାବୁଶାନ୍ – ଏଲିନାଙ୍କ ‘ପାବାର’ ଫିଲ୍ମର ସୁଟିଂ ଆରମ୍ଭ ହେଲା କନ୍ଧମାଳ ରେ
ଫୁଲବାଣୀ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲାରେ ଫିଲ୍ମ ସୁଟିଂ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଫିଲ୍ମ ପ୍ରଯୋଜକ । ଏକଦମ ଖାଣ୍ଟି ଓଡ଼ିଆ କାହାଣୀକୁ ନେଇ ୨୦୨୩ର ଓଲିଉଡ ଫିଲ୍ମ ବିଗୁଲ କନ୍ଧମାଳ ଜିଲ୍ଲାରେ ସୁଟିଂ ହୋଇଥିବା ବେଳେ ଆଜି ଠାରୁ ପୁଣି ଏକ ଓଲିଉଡ ଫିଲ୍ମର ସୁଟିଂ!-->…
ଆସିକାରେ ପାନୀୟ ଜଳସଙ୍କଟ ଲୋକେ ଏବେଠାରୁ ଡ଼ହଳ ବିକଳ……!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର ଆସିକା ସହରର ଉଭୟ ପାର୍ଶ୍ଵ ରେ ଋଷିକୂଲ୍ୟା ଓ ବଡ଼ନଦୀ ପ୍ରବାହିତ। ହେଲେ ସହରର କିଛି ୱାର୍ଡ଼ରେ ଗତ କିଛି ମାସ ହେଲା ସହ ଲୋକେ ଜଳକଷ୍ଟ ଭୋଗୁଥିବା ଦେଖିବାକୁ ମିଳିଛି। ଆସିକା ସହରର ୫,୧୪,୧୫, ନମ୍ବର ୱାର୍ଡ଼ରେ ଘରୋଇ ସଂଯୋଗ ହୋଇଥିବା ପାଇପ!-->…
ଇଟିଭି ଭାରତ ଓଡ଼ିଶା କ୍ୟାମେରାମ୍ୟାନ୍ ମନୋରଞ୍ଜନ ସାହୁଙ୍କ ପରଲୋକ
ଭୁବନେଶ୍ବର : ଇଟିଭି ଭାରତ ଓଡ଼ିଶାର କ୍ୟାମେରାମ୍ୟାନ୍ ମନୋରଞ୍ଜନ ସାହୁଙ୍କର ବୁଧବାର ପ୍ରବଳ ଜ୍ୱରରେ ଆକ୍ରାନ୍ତ ହୋଇ ଚିିକିତ୍ସିତ ହେଉଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା। ତାଙ୍କ ପରିବାରରେ ପତ୍ନୀ ଓ ପୁଅ ଅଛନ୍ତି।
ମିଳିଥିବା!-->!-->!-->…
ଜମ୍ମୁ- କଶ୍ମୀରର ପୂର୍ବତନ ରାଜ୍ୟପାଳଙ୍କ ଘରେ ପଶିଲା ସିବିଆଇ, ଏକାଥରେ ୩୦ ସ୍ଥାନରେ ଚଢ଼ାଉ
କୀରୁ ହାଇଡ୍ରୋଇଲେକ୍ଟ୍ରିସିଟି ପ୍ରୋଜେକ୍ଟରେ ହୋଇଥିବା ଦୁର୍ନୀତି ମାମଲାରେ ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ପଶିଲା ସିବିଆଇ । ଆଜି ସକାଳୁ ସକାଳୁ ସତ୍ୟପାଲ ମଲିକଙ୍କ ଦିଲ୍ଲୀସ୍ଥିତ ଘର ଓ କାର୍ଯ୍ୟାଳୟ ଛାନଭିନ କରିଛି ସିବିଆଇ। ଏଥିସହ ଜମ୍ମୁ କଶ୍ମୀରର ୩୦ଟି!-->…
କନ୍ଧମାଳ ଜିଲ୍ଲା ଡିଡିସି କମିଟି ନଷ୍ଟ କଲା ୨୪୨୧ କିଗ୍ରା ଗଞ୍ଜେଇ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ର ବିଭିନ୍ନ ଥାନାରେ ଜବତ୍ ହୋଇଥିବା,୩୯ ଟି ମାମଲା ରେ ଜବତ ହୋଇଥିବା ୨୪୨୧ କିଗ୍ରା ୯୮୦ ଗ୍ରାମ ଗଞ୍ଜେଇ କୁ ପୋଡି ନଷ୍ଟ କରାଯାଇଛି। କନ୍ଧମାଳ ଜିଲ୍ଲା ଡିଡିସି କମିଟି ଦ୍ବାରା ଆଜି ଗଞ୍ଜାମ ଜିଲ୍ଲା ସେରଗଡ଼ ଠାରେ ଥିବା ପ୍ଲାଣ୍ଟ ରେ ନିସ୍କାସନ ପ୍ରକ୍ରୀୟା କୁ!-->…
ବିଡିଏର ଗ୍ରୀନ ଭୁବନେଶ୍ୱର ଭିଜନ : ରାଜଗଡ ପଟିଆ ପାର୍କର ଭୂମିପୂଜା
ଭୁବନେଶ୍ୱର, : ଭୁବନେଶ୍ୱର (ଉତ୍ତର) ର ବିଧାୟକ ସୁଶାନ୍ତ କୁମାର ରାଉତ ରାଜଗଡ଼ ସ୍ଥିତ ପଟିଆ ପାର୍କର ଭୂମିପୂଜା କରିଛନ୍ତି। ଏଥିସହିତ ବିଧାୟକ, ଗାଡ଼କଣ ଠାରେ ଅବସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ପାର୍କର ନିର୍ଦ୍ଧାରିତ ପାର୍କିଂ ପ୍ଲାଜା ଓ ୯୦୦ ମିଟର ଦୀର୍ଘ ନେଚର୍ସ ଟ୍ରେଲ୍ (ପ୍ରକୃତି ପଥ)!-->…
ଗୁରୁବାରଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା
ଢେଙ୍କାନାଳ: ଆସନ୍ତାକାଲି ଠାରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହେବ। ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲାର ଯୋରନ୍ଦା ମହିମାଗାଦି ପୀଠ। ଏହି ମେଳାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ଆରମ୍ଭ ହୋଇଯାଇଛି। ବିଶ୍ୱର ମଙ୍ଗଳ କାମନା କରି ୨ଦିନ!-->…
ଚେପଟିଆମ୍ବାରେ ଚାଲିଥିବା ନବ ଦିନାତ୍ମକ ବାଲିଯାତ୍ରା ଶେଷ
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବଡ଼ ଟେମରା ପଂଚାୟତ ଅନ୍ତର୍ଗତ ଚେପଟିଆମ୍ବା ଗ୍ରାମରେ ଆଜିକୁ ନ ଦିନ ନ ରାତ୍ର ଧରି ଚାଲିଥିବା ବାଲିଯାତ୍ରା ଆଜି ଶାନ୍ତି ଶୃଙ୍ଖଳାର ସହିତ ସମାପିତ ହୋଇଯାଇଛି। ବାଲିଯାତ୍ରାର ଶେଷ ଦିନରେ ବିଶାଳ ଜନସମାଗମ ସାଙ୍ଗକୁ ଉଠା ଦୋକାନୀ ମାନଙ୍କ ପ୍ରବଳ!-->…