ଡକାୟତି ପାଇଁ ଯୋଜନା କରୁଥିବା ୪ଜଣ ଦୁର୍ଦ୍ଧାନ୍ତ ଅପରାଧୀକୁ କାବୁ କଲା ନିମଖଣ୍ଡି ପୁଲିସ…

ବ୍ରହ୍ମପୁର : ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ରବିହାର ଅଞ୍ଚଳର ଏକ ପଡ଼ିଆରେ ବସି ଡକାୟତି ପାଇଁ ଯୋଜନା କରୁଥିବା ୪ଜଣ ଦୁର୍ଦ୍ଧାନ୍ତ ଅପରାଧୀକୁ କାବୁ କରିଛି ପୋଲିସ। ବ୍ରହ୍ମପୁର ନିମଖଣ୍ଡି ଥାନା ପୁଲିସ ଗତ କାଲି ରାତ୍ରିରେ ପେଟ୍ରୋଲିଂ କରୁଥିବା ବେଳେ କିଛି ଯୁବକ ଏକ ପଡ଼ିଆରେ ବସି…

ପ୍ରଥମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ ୨ଟି ମାଓ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

ମାଲକାନଗିରି: ରାତି ପାହିଲେ ଦେଶର ବିଭିନ୍ନ ସ୍ଥାନ ସହିତ ଛତିଶଗଡ଼ରେ ମଧ୍ୟ ମତଦାନ ହେବ। କିନ୍ତୁ ଏହା ପୂର୍ବରୁ ବିଏସଏଫ ଓ ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ଥାନା ଅନ୍ତର୍ଗତ ବୋଡିଗାଟା ବିଏସଏଫ କ୍ୟାମ୍ପ, ଏମ୍ପିଭି-୨୧ ବିଏସଏଫ କ୍ୟାମ୍ପ ଏବଂ…

ଆସିକା ବିଜ୍ଞାନ ମହାବିଦ୍ୟାଳୟ ହିନ୍ଦୀ ବିଭାଗ ଯୁକ୍ତ ତିନି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

ଆସିକା (୧୮/୪) : ଭାଇଚାରାର ମହତ୍ ସନ୍ଦେଶ ନେଇ ଆସିକା ବିଜ୍ଞାନ ମହାବିଦ୍ୟାଳୟର ହିନ୍ଦୀ ବିଭାଗୀୟ ଯୁକ୍ତ ତିନି ଅନ୍ତିମ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟୀକାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ପାଠଚକ୍ରର ଆୟୋଜନ…

ଦୁର୍ବଳ ଓ କୁପୋଷଣ ଶିଶୁଙ୍କ ସ୍ବାସ୍ଥ୍ୟ ସେବା ସହାୟତାରେ ସ୍ବାତୀ ଅଗ୍ରଣୀ

ଫୁଲବାଣୀ (୧୮/୦୪) : କନ୍ଧମାଳ ଜିଲ୍ଲାରେ ମାତୃ ଓ ଶିଶୁ ସ୍ଵାସ୍ଥ୍ୟ ଏକ ଚିନ୍ତା ଜନକ ବିଷୟ ଯାହା NFHS-4 (2015-16) ୦ ରୁ ୫ ବର୍ଷର କମ ଓଜନର ଶିଶୁ (ଓଜନ ଓ ଉଚ୍ଚତା) ଆଧାରରେ ୮.୪% ଶତକଡା ଥିଲା ତାହ ପରବର୍ତ୍ତି ସମୟରେ NFHS-5 (2019-21) ୧୨.୪ % ଶତକଡାକୁ ବୃଦ୍ଧି ପାଇଛି ଦେଖିବାକୁ…

ହିଞ୍ଜିଳି ଅଞ୍ଚଳରେ ବଢୁଛି ବାଇକ ଚୋରି

ଗୋଟିଏ ରାତିରେ ୨ ବାଇକ‌ ଚୋରିହିଞ୍ଜିଳିକାଟୁ, ୧୮।୪ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଧୀନରେ ବିଭିନ୍ନ ଅଞ୍ଚଳରେ ଗତ କିଛିଦିନ ଧରି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅସାମାଜିକ ବ୍ୟକ୍ତିମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ସହ…

ଦୁମାଙ୍ଗଡିରି ପଥର ଉତ୍ତୋଳନ ଲିଜ୍ ବାତିଲ କରିବା ଦାବିକୁ ନେଇ ବିକ୍ଷୋଭ

ବୀରମିତ୍ରପୁର // କୁଆଁରମୁଣ୍ଡା : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ତହସିଲ ଅନ୍ତର୍ଗତ ପୁତ୍ରିଖମଣ ଦୁମାଙ୍ଗଡିରି ଗ୍ରାମ୍ୟ ଜଙ୍ଗଲ କିସମରେ ପଥର ଉତ୍ତୋଳନକୁ ବାତିଲ କରିବା ପାଇ କୁଆଁରମୁଣ୍ଡା ତହସିଲ ଅଧିନସ୍ଥ ଦୁମାଙ୍ଗଡିରି ଅଞ୍ଚଳର ମହିଳା ନେତ୍ରୀ ସମାଜସେବୀ ରୋଏଲେନ୍ ବୁଡ ଙ୍କ ନେତୃତ୍ୟରେ…

୩୭ ବିଧାନସଭାରେ ପ୍ରାର୍ଥୀ ଘୋଷଣା କଲା ଆମ୍ ଆଦମୀ ପାର୍ଟି , ସିପିଏମ୍ ଲଢ଼ିବ ଭୁବନେଶ୍ୱର ଲୋକସଭା

ଭୁବନେଶ୍ବର : ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ୍ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଛି । ସିପିଆଇ(ଏମ୍ ) ମଧ୍ୟ ଆଜି ଭୁବନେଶ୍ୱର ଲୋକସଭା ସମେତ ୭ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ।ସୂଚନା ଅନୁସାରେ, ସିପିଆଇଏମ୍ ରାଜ୍ୟ ସମ୍ପାଦକ ତଥା ବରିଷ୍ଠ ନେତା ସୁରେଶ…

ଖରସ୍ରୋତାରେ ପୁଣି ଅଘଟଣ: ଗାଧୋଇବା ବେଳେ ଦୁଇ ଭାଇ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ବ୍ୟାସନଗର: ଯାଜପୁର ଜିଲ୍ଲା ଯାଜପୁରରୋଡ ଥାନା ଅନ୍ତର୍ଗତ ଜୋକଡିଆ ଖରେସ୍ରୋତା ନଦୀରେ ପୁଣି ଅଘଟଣ ଘଟିଛି। ଏଠାରେ ଗାଧୋଇବା ସମୟରେ ଦୁଇ ଭାଇ ନିଖୋଜ ହୋଇଛନ୍ତି। ନିଖୋଜ ଯୁବକ ଦ୍ବୟ ହେଲେ ଶାଶ୍ବତ ରଂଜନ ସ୍ବାଇଁ (୨୪) ଓ ସ୍ବସ୍ତିକ ରଂଜନ ସ୍ବାଇଁ (୨୧)। ପ୍ରାୟ ୫ ଘଣ୍ଟା ପରେ ମଧ୍ୟ…

ଓଡ଼ିଶାବାସୀ ଯାହା ଚାହିଁବେ ତାକୁ ଦିଆଯିବ ପ୍ରାଧାନ୍ୟ: ବିଜେଡିର ନିର୍ବାଚନୀ ଇସ୍ତାହାର ନେଇ ଲୋକଙ୍କ ମତାମତ ଲୋଡି‌ଲେ…

ଭୁବନେଶ୍ବର: ବିଜେଡିର ନିର୍ବାଚନୀ ଇସ୍ତାହାର ନେଇ ଲୋକଙ୍କ ମତାମତ ଲୋଡି‌ଲେ ଭିକେ ପାଣ୍ଡିଆନ। ସେ ଏକ ଭିଡିଓ ଜାରି କରି ଲୋକଙ୍କ ମତାମତ ଲୋଡ଼ିଛନ୍ତି। ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଚାଲିଥିବା ବେଳେ ଏଥିପାଇଁ ମତାମତ ଲୋଡ଼ିଛନ୍ତି।ପାଣ୍ଡିଆନ କହିଛନ୍ତି, ଏହା ଲୋକଙ୍କ ସରକାର,…

ରାଉରକେଲାରେ ଆଖଡ଼ା ଶୋଭାଯାତ୍ରା: ସାମିଲ ହେଲେ ଲୋକସଭା ଓ ବିଧାନସଭାର ପ୍ରାର୍ଥୀ

ରାଉରକେଲା: ଆଜି ସହରର ରାମନବମୀ ଶୋଭାଯାତ୍ରାକୁ ଆରକ୍ଷୀ ଅଧିକ୍ଷକ ତଥା ଡିଆଇଜି ବ୍ରିଜେଶ କୁମାର ରାୟ ନଡ଼ିଆ ଭାଙ୍ଗି ଉଦ୍‌ଘାଟନ କରିବା ପରେ ଶୋଭାଯାତ୍ରା ବିର୍ସା ଛକଠାରୁ ଆରମ୍ଭ ହୋଇଥିଲା। ଡିଆଇଜି ଶ୍ରୀ ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏହି ଶୋଭାଯାତ୍ରାରେ ଶାନ୍ତି ବଜାୟ ରଖିବାକୁ…