ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ଗତ ଦୁଇ ଦିନ ତଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ଖାଇବା ଛାଡ଼ି ଦେଇଥିଲେ । ଆଜି ସକାଳେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଦିନ ୧୨ଟା ୨୫ ମିନିଟରେ

ସାମ୍ବାଦିକା ସାଗରିକା ଘୋଷ ଯିବେ ରାଜ୍ୟସଭା, ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଟିଏମ୍‌ସି

ପଶ୍ଚିମବଙ୍ଗ ଶାସକ ଦଳ ତ୍ରୁଣମୂଳ କଂଗ୍ରେସ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ଏଥର ପୁଣି ଥରେ ସୁସ୍ମିତା ଦେବଙ୍କୁ ରାଜ୍ୟସଭା ଟିକେଟ୍‌ ଦେଇଛି। ଏଥିସହ ସାମ୍ବାଦିକା ସାଗରିକା ଘୋଷ, ମମତା ବାଲା ଠାକୁର ଓ ଏମ୍‌ ନଦିମ ଉଲ୍ଲ ହକ୍‌ଙ୍କୁ ଟିଏମ୍‌ସି

ଥାନାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ନିଜ ବେକ କାଟିଲେ ଗିରଫ ଯୁବକ

ମୟୂରଭଞ୍ଜ   : ଥାନାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ନିଜ ବେକ ନିଜେ କାଟିଲେ ଗିରଫ ଯୁବକ। ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାରେ ଅଭାବନୀୟ ଘଟଣା ଘଟିଛି। ପରେ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲ ପରିସରରେ ଦେଖାଦେଇଛି ଉତ୍ତେଜନା। ଅଭିଯୋଗ ଅନୁଯାୟୀ, ଷ୍ଟେସନ ବଜାର ଅଞ୍ଚଳର ଏକ ଦୋକାନରୁ

ଉତ୍ତରାଖଣ୍ଡ ହିଂସା ଘଟଣାର ମାଷ୍ଟରମାଇଣ୍ଡ ଦିଲ୍ଲୀରୁ ଗିରଫ

ଉତ୍ତରାଖଣ୍ଡର ହଲଦ୍ୱାନୀ ହିଂସା ଘଟଣାର ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଗିରଫ। ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ପୁଲିସର ମିଳିତ ଟିମ୍ ଅବଦୁଲକୁ ଦିଲ୍ଲୀରୁ ଗିରଫ କରିଛି। ପୁଲିସ ଏହି ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରିବା ସହ ଏପର୍ଯ୍ୟନ୍ତ ୬୦ରୁ ଅଧିକ ଲୋକଙ୍କୁ ହେପାଜତକୁ ନେଇଛି। ଏଥିସହ ୫,୦୦୦ ଅଜ୍ଞାତ

ଆନ୍ତଃଜିଲ୍ଲା ସ୍କୁଲ ଟୁର୍ଣ୍ଣାମେଂଟ : ରାଜା ବାସୁଦେବ ହାଇସ୍କୁଲ ଚମ୍ପିୟାନ

ଦେବଗଡ଼ ୧୧/୨ : ଦେବଗଡ଼ ଜିଲ୍ଲା କ୍ରିକେଟ ସଙ୍ଘ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଥିବା ଆନ୍ତଃ ଜିଲ୍ଲା ସ୍କୁଲ ଟୁର୍ଣ୍ଣାମେଂଟ ର ଆଜିକାର ଫାଇନାଲ ମ୍ୟାଚରେ କେନ୍ଦ୍ରୀୟ ବିଦ୍ୟାଳୟ ଦେବଗଡ଼ କୁ ୨୬ ରନ୍ ରେ ପରାସ୍ତ କରି ରାଜା ବାସୁଦେବ ହାଇସ୍କୁଲ ଦେବଗଡ଼ ଚମ୍ପିୟାନ ହୋଇଛି ।

ଆସନ୍ତା ୧୬ରେ ଦେଶବ୍ୟାପୀ ହରତାଳ

ଭୁବନେଶ୍ୱର: ଫେବ୍ରୁଆରୀ ୧୬ରେ ଦେଶବ୍ୟାପୀ ହରତାଳ, ଗ୍ରାମୀଣ ଭାରତ ବନ୍ଦ ଓ ଶିଳ୍ପ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଶ୍ରମିକ ଓ କୃଷକ ମାରଣ ନୀତିକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡ ୟୁନିଅନ ମିଳିତ ମଞ୍ଚ ଓ ସ୍ଵାଧୀନ ଫେଡେରେସନ ସମୂହ ପକ୍ଷରୁ ଏହି

ରାଜ ଶ୍ମଶାନରେ ଜଳିଲା ରାଣୀ ମାତାଙ୍କର ଜୁଇ

ପଞ୍ଚଭୂତରେ ବିଲୀନ ହେଲା ଖଲିକୋଟର ରାଣୀ ମାଆ ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥୀବ ଶରୀର। ଖଲିକୋଟ ରାଜପରିବାର ଶ୍ମଶାନରେ ହିନ୍ଦୁ ରାଜକୀୟ ରୀତିନୀତିରେ ତାଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି ଶତାଧିକ ପ୍ରଶଂସକ, ଶୁଭେଚ୍ଛୁ ଏବଂ ଖଲିକୋଟ ଲୋକେ। ଲୁହରେ ସତେ ଯେମିତି ଆଜି ଭାସିଛି ଖଲିକୋଟ।

ୟୁରୋ ସ୍କୁଲ୍‌ର ପଞ୍ଚମ ବାର୍ଷିକୋତ୍ସବ : ଉତ୍ତମ ଶିକ୍ଷା ପ୍ରଦାନ କରାଯାଉଥିବାରୁ ବିଧାୟକ ଏବଂ ଏସପିଙ୍କ ପ୍ରଂଶସା

ଛତ୍ରପୁର : ଛତ୍ରପୁର ‘ୟୁରୋସ୍କୁଲ’ ର ପଞ୍ଚମ ବାର୍ଷିକୋତ୍ସବ ‘ଏସପାଇର ’ ଯୁବ ଆଇନଜୀବି ତଥା ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ‘ଶକ୍ତି’-ଏନ୍ ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟ୍‌ର ପ୍ରତିଷ୍ଠାତା ସୌଦାମିନୀ ମହାପାତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ

ଅଙ୍ଗନବାଡିରେ ଚାକିରି ଦେବା ନାଁରେ ୨୦ ମହିଳାଙ୍କୁ ଗଣଦୁଷ୍କର୍ମ

ଅଙ୍ଗନବାଡିରେ ଚାକିରି ଦେବା ନାଁରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଜଣେ କି ଦୁଇ ଜଣ ନୁହେଁ ପାଖାପାଖି ୨୦ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। କେବଳ ସେତିକି ନୁହେଁ ଗଣଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ ସୁଟ୍‌ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ରାଜସ୍ଥାନର ସିରୋହି

ଭ୍ୟାନ୍‌କୁ ପିଟିଲା ଟ୍ରକ୍‌: ୪ ମୃତ, ୯ ଗୁରୁତର

ଝାରସୁଗୁଡା: ଅଶୁଭ ରବିବାର । ଲଖନପୁର ବ୍ଲକ ବେହେରାଗୁଡ଼ା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି