ରାମ ଓ ରାଷ୍ଟ୍ରକୁ ନେଇ କୌଣସି ବୁଝାମଣା ହୋଇପାରିବ ନାହିଁ: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌

ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌ଙ୍କୁ କଂଗ୍ରେସ ଦଳରୁ ବହିଷ୍କୃତ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁ କଂଗ୍ରେସ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌ଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି କଂଗ୍ରେସ। ତେବେ ବହିଷ୍କୃତ ହେବାର ଦିନକ ପରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ

ଚାଷ ପାଇଁ ନିର୍ମାଣ ହୋଇଥିବା ପାଣିକୁଣ୍ଡରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ତହରାକାରିଆଗୁଡ଼ା ଗ୍ରାମରେ ଜଣେ ଯୁବକ ପାଣି କୁଣ୍ଡରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ତହରାକାରିଆଗୁଡ଼ା ଗ୍ରାମର ସାତିମ ମାଝୀଙ୍କ ପୁଅ ସୁରେନ୍ଦ୍ର ମାଝୀ(୨୪) ସବୁ ଦିନ ଭଳି ଆଜି ମଧ୍ୟ

ଫ୍ଲୋର ଟେଷ୍ଟ ପୂର୍ବରୁ ପାର୍ଟି ମୁଡ୍‌ରେ ବିଧାୟକ, ତେଜସ୍ୱୀଙ୍କ ସହ ଗାଇଲେ ଗୀତ

ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ଫୁଲ୍‌ ପାର୍ଟି ମୁଡ୍‌ରେ ନଜର ଆସିଲେ ଆର୍‌ଜେଡି ବିଧାୟକ। ହାତରେ ଗିଟର ଧରି ଗାଇଲେ ଗୀତ। କେବଳ ସେ ନୁହେଁ ତାଙ୍କ ସହ ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ତାଲ ଦେଇ ଗୀତ ଗାଇଛନ୍ତି। ବିଧାୟକ ୟୁସୁଫ କେସର ହାତରେ ଗୀଟାର ଧରି ବଜାଉ ଥିବା

ଅଖା ବସ୍ତାରୁ ମିଳିଲା ଗଳିତ ମୃତ ଦେହ, ହତ୍ୟା ସନ୍ଦେହ

ଯାଜପୁର: ଅଖା ବସ୍ତାରୁ ମିଳିଲା ଗଳିତ ମୃତ ଦେହ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଅନ୍ତା ପଂଚାୟତ କୁଅଁରପୁର ନିକଟସ୍ଥ ବୈତରଣୀ ନଦୀ ପଠାରୁ ଉଦ୍ଧାର ହେଲା ଏହି ମୃତ ଦେହ । ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ଏହାକୁ ଦେଖି ପୋଲିସ କୁ ଖବର ଦେଇଥିଲେ । ମଙ୍ଗଳପୁର ପୋଲିସ ଘଟଣା ସ୍ଥଳରେ

କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ପଦ୍ମଶ୍ରୀ ରାଧାମୋହନଙ୍କ ଆମ୍ବ ବଗିଚା ପରିଦର୍ଶନ ।

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ନିକଟ ୨୧ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵରେ ଅବସ୍ଥିତ ପଦ୍ମଶ୍ରୀ ରାଧାମୋହନ ଙ୍କ ନାମରେ ନାମିତ ଆମ୍ବ ବଗିଚା କୁ କେନ୍ଦ୍ରୀୟ ଜଙ୍ଗଲ ପରିବେଶ ବିଭାଗ ପ୍ରତିନିଧି ଦଳ ପରିଦର୍ଶନ କରିଥିଲେ । ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଙ୍କ ଉଦ୍ୟମ

ଇନଷ୍ଟା ରିଲ୍ସରେ ନାଚିଲେ ଡାକ୍ତରୀ ଛାତ୍ର; ୩୮ ଜଣ ଦଣ୍ଡିତ

ଦିନକୁ ଦିନ ରିଲ୍ସ ନିଶାରେ କବଳିତ ହେଉଛନ୍ତି ଯୁବପିଢି। ଏ ନିଶା ଏପରି ଘାରିଛି ଯେ, ସ୍ଥାନ-କାଳ-ପାତ୍ର କିଛି ମାନୁ ନାହାନ୍ତି। ଏହାରି ମଧ୍ୟରେ କିଛି ଡାକ୍ତରୀ ଛାତ୍ରଛାତ୍ରୀ ହସ୍ପିଟାଲ ଭିତରେ ଇନଷ୍ଟା ରିଲ୍ସରେ ନାଚିବାର ଭିଡିଓ ଭାଇରାଲ୍ ହେଉଛି। ଡାକ୍ତରୀ ପୋଷାକ ସାଙ୍ଗକୁ

କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ହେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର

ଫୁଲବାଣୀ, ୧୧।୨ : କନ୍ଧମାଳ ଜିଲ୍ଲା,ବିଜୁ ଜନତା ଦଳର ସଭାପତି ହେଲେ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ।ଆଜି ଦଳର ସୁପ୍ରିମୋ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ୍ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି। ଏଥି ପୁର୍ବରୁ

ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସାଂସଦ ଓ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି ।

ଓଡ଼ିଆ ଭାଷାରେ ହେବ CAPF ପରୀକ୍ଷା

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବା ସେଣ୍ଟ୍ରାଲ ଆର୍ମଡ୍‌ ପୁଲିସ ଫୋର୍ସରେ କନଷ୍ଟେବଳ ଭର୍ତ୍ତି ପାଇଁ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ହେବ ପରୀକ୍ଷା। ହିନ୍ଦୀ ଓ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ ଆଶାୟୀ। ଏଥିପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ବଡ଼ଖବର ପ୍ରତିନିଧିଙ୍କ ଉପରେ ଦୁର୍ଵୃତଙ୍କ ଆକ୍ରମଣକୁ ରାଜ୍ୟ ସାମ୍ବାଦିକ ସଂଘ (ଏସ୍‌ୟୁଜେ) ଶାଖା ରାଜନଗର ବ୍ଲକ ତରଫରୁ…

ରାଜନଗର : ସରକାର ବ୍ୟବସ୍ଥା କଲେ ନାହିଁ ସାମ୍ବାଦିକ ସୁରକ୍ଷା ଆଇନ। ଘଡିକି ଘଡି ସାମ୍ବାଦିକଙ୍କ କଣ୍ଠରୋଧ କରିବାକୁ ପରୋକ୍ଷରେ ଦୁର୍ବୁତ୍ତମାନେ ବିଭିନ୍ନ ସମୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିଚାଲିଛନ୍ତି। ଏହା ଦେଖି ସରକାର ମୌନଵ୍ରତ ପାଲଟୁ ଥିବା ବେଳେ କିଛି ନିରଵତା ପରେ ପୋଲିସ