ଜିଲ୍ଲା କଂଗ୍ରେସ ସଭାପତି, ହେଲେ ଚନ୍ଦ୍ର ପରିଡ଼ା…

ଫୁଲବାଣୀ : ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସବୁ ଦଳରେ ଚାଲିଛି ଘନ ଘନ ପରିବର୍ତ୍ତନ। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଦାୟିତ୍ଵରେ ପୂର୍ବରୁ ଥିବା ଅନାମ ନାୟକଙ୍କ ସ୍ଥାନରେ ଅନ୍ୟତମ ପ୍ରମୁଖ ନେତା ବରିଷ୍ଠ ଆଇନଜୀବୀ ଚନ୍ଦ୍ର ଶେଖର ପରିଡ଼ାଙ୍କୁ ନୂତନ କନ୍ଧମାଳ ଜିଲ୍ଲା ସଭାପତି

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ୍ୟୁ …

ଫୁଲବାଣୀ: ଆଜି ସକାଳ ସମୟରେ ଫୁଲବାଣୀ ଏନ ଏଚ୧୫୭ ସ୍ଥିତ ଗୋପାଳ ସାହି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇ ଜଣଙ୍କର ଘଟଣା ସ୍ତଳରେ ମୃତ୍ୟୁ ଘଟିଛି । ଏକ ହାଇବା ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ବାଇକ୍ ଚାଳକ ଘଟଣା ସ୍ତଳରେ ମୃତ୍ୟୁ ହୋଇଛି । ମୃତକ ବ୍ୟକ୍ତି ଜଣକ ହେଲେ ଶେଷଦେବ

ଜାତୀୟ ସାଂସ୍କୁତିକ ମହୋତ୍ସବରେ “ପାପ” ଅଧ୍ୟକ୍ଷ ଆନ୍ଧ୍ରରେ ସମ୍ବର୍ଦ୍ଧିତ…

ଭୁବନେଶ୍ୱର : ଆଦିବାସୀ ଉନ୍ନୟନ ପରିଷଦ ଆନୁକୂଲ୍ୟରେ "ରେଲା ପାଣ୍ଡୁମ" ସାଂସ୍କୃତିକ ମହୋତ୍ସବ ଜାତୀୟ ସ୍ତରରେ ସୀମାନ୍ତ ଆନ୍ଧ୍ର ପ୍ରଦେଶର ଆଲ୍ଲୁରି ସୀତାରାମା ରାଜୁ ଜିଲ୍ଲା ଅନ୍ତର୍ଗତ ଚିନ୍ତୁରୁ ମଣ୍ଡଳ ସଦରରେ ତା-୧୧/୦୨/୨୦୨୪ ରିଖ ବିଳମ୍ବିତ ରାତ୍ରରେ ଉଦଯାପିତ ହୋଇଯାଇଛି। ତିନିଦିନ

ଗଞ୍ଜାମ ଜିଲ୍ଲାରେ ଇଡ଼ି ର ଚଢ଼ାଉ ଧର୍ମକୁ ଆଖି ଠାର : ଧର ଧର ମାର ମାର ନୀତିରେ ଵ୍ରହ୍ମପୁର ରେ ଚଢ଼ାଉ……!

ବ୍ରହ୍ମପୁର: ୧୨-୨ ଗତ ଗୁରୁବାର ଦିନ ବ୍ରହ୍ମପୁର ରେ ଇଡ଼ି ଚଢ଼ାଉ ସମ୍ପର୍କ ରେ ଖବର ଚାରିଆଡେ ଚର୍ଚ୍ଚା ହେବା ପରେ ପ୍ଲଟ ବ୍ୟବସାୟୀ ଓ ବିଲଡ଼େର ଙ୍କ ମଧ୍ୟରେ ଛନକା ପଶିଥିଲା। ହେଲେ ବ୍ରହ୍ମପୁର ର ପ୍ରତିଷ୍ଠିତ ତିନିଜଣ ବିଲଡ଼େର ଙ୍କ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ଉପରେ ଇଡ଼ି ପକ୍ଷରୁ ଚଢ଼ାଉ

ଅଗ୍ନିକାଣ୍ଡରେ ନଷ୍ଟହୋଇଥିବା ଦୋକାନୀଙ୍କୁ ସହାୟତାର ହାତ ବଢାଇଲେ ଉତ୍କଳ ସାମ୍ବାଦିକ ସଂଘ

ମାଲକାନଗିରି : ଶୁକ୍ରବାର ଦିନ ମଧ୍ୟରାତ୍ରରେ ମାଲକାନଗିରି ସଦର ମହକୁମା ଦୁର୍ଗାଗୁଡି ସାହିର ଜଗଦିଶ ପଣ୍ଡାଙ୍କ ତେଜରାତି ଦୋକନ ରେ ଅଗ୍ନିକାଣ୍ଡ ଘଟି ଦୋକାନଟି ସମ୍ପୂୁର୍ଣ ଭାବେ ଜଳି ଯିବା ସହ ଦୋକାନରେ ଥିବା ଲ କ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇ ଯାଇଥିଲ । ଯାହାଫଳରେ ଶ୍ରୀ

ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ

ଦେବଗଡ : ସ୍ଥାନୀୟ ରାଜା ବାସୁଦେବ ହାଇସ୍କୁଲ ପଡିଆ ରେ ମନୋରମା କ୍ଲବ୍ ମଠ ସାହି ଆନୁକୁଲ୍ୟରେ ଏକ ସିନିୟର ଜୁନିଅର ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ରେ ସିନିୟର ଦଳ ୧୦ ଅଭର୍ ରେ ୭୮ ରନ୍ ସଂଗ୍ରହ କରିଥିଲେ। 79 ରନ୍ ର ଲକ୍ଷ୍ଯ ନେଇ ପଡିଆ କୁ ଓହ୍ଲାଇ

ଆମ ଓଡିଶା ନବୀନ ଓଡିଶା ଜନ ସଚେତନା ଶିବିର

ଆର, ଉଦୟଗିରି : ଗଜପତି ଜିଲ୍ଲା ଆର, .ଉଦୟଗିରି ବ୍ଲକ୍ ଅନ୍ତର୍ଗତ ତବାରସିଙ୍ଗ୍ ଗ୍ରାମ ପଞ୍ଚାୟତ ଠାରେ ଆମ ଓଡିଶା ନବୀନ ଓଡ଼ିଶାର ଜନ ସଚେତନା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନା କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଜି.ପି.ଓ ଶଶାଙ୍କ ଶେଖର ସୁବୁଦ୍ଧି ,ସ୍ଥାନୀୟ ସରପଞ୍ଚ

ସ୍ଵାଦ ସ୍ବେଛାସେବୀ ସଂସ୍ଥା ପକ୍ଷରୁ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ଆଜି ଆଡମ୍ବର ସହ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଏକାଧିକ ସାଂସ୍କୃତିକ ଦଳ ଭାଗ ନେଇଥିଲେ। ସମସ୍ୟା ଦଳକୁ ସଂସ୍ଥା ସମ୍ମାନିତ କରିଥିଲା। ଏହି

୫ଟି କାମର ଠିକାଦାର ସାଜିଛନ୍ତି ରା.ଉଦୟଗିରି ଗୋଷ୍ଠୀଉନ୍ନୟନ ଅଧିକାରୀ

ଆର,ଉଦୟଗିରି : ଗଜପତି ଜିଲ୍ଲାର ଆର,ଉଦୟଗିରି ବ୍ଲକକୁ ୧୭ଟି ପଞ୍ଚାୟତ ନେଇ ଗଠିତ । ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡିକ ସ୍ଥାନୀୟ ଲୋକଙ୍କ ସହମତି ଓ ସହଯୋଗରେ କରିବାର ବ୍ୟବସ୍ଥା ଥିବାବେଳେ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକରେ ଏହାର ବ୍ୟକ୍ତିକ୍ରର୍ମ ଦେଖିବାକୁ