Sign in
Sign in
Recover your password.
A password will be e-mailed to you.
ଘର ଖଣ୍ଡେ ନ ମିଳିବାରୁ ଧାରଣାରେ ବସିଲେ ୩ ଅସହାୟ
ଆର,ଉଦୟଗିରି : ଗଜପତି ମୋହନା ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏକକରଣ ଚିତ୍ର । ଶାରୀରିକ ଅକ୍ଷମତା ସହ ଦାରିଦ୍ୟ କାରଣ ପରିସ୍ଥିତି ସତ୍ତ୍ବେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମିଳୁନି। ଯାହାଫଳରେ ବର୍ଷ ବର୍ଷ ଧରି ସରପଞ୍ଚ ଠାରୁ ବହୁ ବିଭାଗୀୟ ଅଧିକାରୀଙ୍କୁ ନିଜ ଦୁଃଖ ଜଣାଇବା!-->…
ବାଘ ଛାଲ ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ୍
ଫୁଲବାଣୀ : ମାତିଛନ୍ତି ବାଘ ଛାଲ ସ୍ମଗଲର୍। ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍। କନ୍ଧମାଳ ଦାରିଙ୍ଗବାଡ଼ିରୁ ଧରା ପଡ଼ିଛି ଜଣେ ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ହେଉଛନ୍ତି ଦାରିଙ୍ଗବାଡ଼ିର ଘନେଶ୍ୱର ପ୍ରଧାନ (୩୫)।
ଘନେଶ୍ୱର ପ୍ରଧାନ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଯୋଜନା!-->!-->!-->…
ଖୋଲିଗଲା ସେଫ୍ଟି ବେଲ୍ଟ: ପର୍ଯ୍ୟଟକ ମୃତ, ପାଇଲଟ ଗିରଫ
ପାରାଗ୍ଲାଇଡିଂ ବେଳେ ଖୋଲିଗଲା ସେଫ୍ଟି ବେଲ୍ଟ। ୨୫୦ ମିଟର ଉଚ୍ଚତାରୁ ତଳେ ପଡି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ। ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଘଟିଛି ଏଭଳି କିଛି ଦୁର୍ଘଟଣା। ଏହି ଘଟଣାରେ ପାରାଗ୍ଲାଇଡିଂ ପାଇଲଟକୁ ଗିରଫ କରାଯାଇଛି।
ତେଲଙ୍ଗାନାର ଜଣେ ଯୁବତୀ ନିଜ ସ୍ୱାମୀଙ୍କ ସହ!-->!-->!-->…
ଐତିହାସିକ ସଫଳତା : ଖଜୁରୀ ଗୁଡ଼କୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା
ଆର, ଉଦୟଗିରି : ଗଜପତି ଜିଲ୍ଲା ଆର,.ଉଦୟଗିରି ବ୍ଲକ ଅନ୍ତର୍ଗତ ଲୁବୁରିସିଂ ଗ୍ରାମ ଅଞ୍ଚଳକୁ ଏକ ଭୌଗଳିକ ସଂକେତ ମିଳିଥିବା ଦେଖିବାକୁ ମିଳିଛି। ଯାହାକି ଏହି ଅଞ୍ଚଳର ବାସିନ୍ଦାଙ୍କ ନିମନ୍ତେ ଏକ ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି। ଗଜପତି ଜିଲ୍ଲାରେ ଆର, ଉଦୟଗିରି ବ୍ଲକ ଅଞ୍ଚଳରେ ଖଜୁରୀ ରେ!-->…
ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପୁଣି ର୍ୟାଗିଂ ଅଭିଯୋଗ
ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପୁଣି ର୍ୟାଗିଂ ଅଭିଯୋଗ । ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରଙ୍କୁ ଦୁଇଜଣ ସିନିଅରଛାତ୍ର ମାଡ଼ ମାରିବା ସହ ର୍ୟାଗିଂ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପୀଡିତଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏପରିକି ଆଣ୍ଟି!-->…
ଶ୍ୱଶୁରଙ୍କ କଥା ପଚାରିବାରୁ ରାଗିଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ
ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ବାପା ଆଣିଥିବା ଅଭିଯୋଗ ସମ୍ପର୍କରେ ପଚାରିବାରୁ ବିରକ୍ତ ପ୍ରକାଶ କରିଛନ୍ତି ରିଭାବା। ସେ ପ୍ରଶ୍ନ ଶୁଣି ରାଗି ଯିବା ସହ ସାମ୍ବାଦିକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
କିଛି ଦିନ ତଲେ ଜାଡେଜାଙ୍କ ବାପା ସାଂଘାତିକ ଅଭିଯୋଗ ଆଣିଥିଲେ। ବାହା!-->!-->!-->…
ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଗୁଆକାତିରେ ଆକ୍ରମଣରେ ବ୍ୟବସାୟୀ ଗୁରୁତର, କଟକ ସ୍ଥାନାନ୍ତର
ଅନୁଗୁଳ: ଅନୁଗୁଳ ଟାଉନ ଥାନା ବଣିଆବାହାଳରେ ଜଣେ ମଦ୍ୟପ ଯୁବକର ଗୁଆକାତି ଆକ୍ରମଣରେ ବଡ଼ମ୍ବା ଅଞ୍ଚଳର ବ୍ୟବସାୟୀ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ କଟକ ଜିଲ୍ଲା!-->!-->!-->…
ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ୍ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ମିଳିଲା ଜାମିନ୍
ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ୪ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ଯେ ଏହି ୪ ଜଣ ଦୋଷୀ ପୂର୍ବରୁ ହିଁ ୧୪ ବର୍ଷ ୯ ମାସ ଜେଲରେ ରହି ସାରିଛନ୍ତି । କୋର୍ଟ ୪ ଦୋଷୀଙ୍କ ଆଜୀବନ କାରାଦଣ୍ଡକୁ ନିଲମ୍ବିତ କରି ଦେଇଛନ୍ତି ।
ଟିଭି!-->!-->!-->…
ଆମ ଓଡିଶା ଓ ନବୀନ ଓଡିଶା ଯୋଜନାରେ ସରପଞ୍ଚଙ୍କୁ ସାମିଲ କରାଯାଇଥିବା ଯୋଗୁଁ ପାଇଁ ସରପଞ୍ଚ ରାଜ୍ୟ ସଂଗଠନର ସ୍ୱାଗତ
ଆର,ଉଦୟଗିରି : ଆମ ଓଡ଼ିଶା ନବୀନ ଓଡ଼ିଶାକୁ ନେଇ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ ସାମ୍ନାକୁ ଆସିଛି । ସରପଞ୍ଚ ଓ ଜନପ୍ରତିନିଧିଙ୍କୁ ସାମିଲ କରାଯାଉ ବୋଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯାଉଛି । କିନ୍ତୁ ସରପଞ୍ଚ୍ ଓ!-->…
ଦାରିଙ୍ଗବାଡ଼ି ମା’ ମହାମାୟୀଙ୍କ ମନ୍ଦିର ପ୍ରତିଷ୍ଠା : ୨୪ ପ୍ରହର ପଞ୍ଚମହା ଯଜ୍ଞ ଆରମ୍ଭ
ଦାରିଙ୍ଗବାଡ଼ି,୧୨/୨ : ଦାରିଙ୍ଗବାଡ଼ି ମା’ ମହାମାୟୀଙ୍କ ମନ୍ଦିର ପ୍ରତିଷ୍ଠାରେ ୨୪ ପ୍ରହର ପଞ୍ଚମହା ଯଜ୍ଞ, ରବିବାର କଳସ ଶୋଭାଯାତ୍ରାର ଆରମ୍ଭ ହୋଇଛି। ଏହି ଯାତ୍ରା ଆସନ୍ତା ୧୫ ତାରିଖ ଯାଏ ଚାଲିବ । ଶୁଭଲଗ୍ନେ ଦାରିଙ୍ଗବାଡ଼ି ସ୍ଥିତ ଲୋହରା ସାହିରେ ସପ୍ନାଦେଶ ହୋଇ ବିଜେ ହୋଇଥିବା!-->…