୮ମ ବାଟାଲିଅନ୍ ପରିସରରେ ଦୀକ୍ଷାନ୍ତ ସମାରୋହ

ଛତ୍ରପୁର : ଓ.ଏସ୍‌.ଏ.ପି. ୮ମ ବାଟାଲିଅନ୍ ପ୍ୟାରେଡ୍ ପଡିଆ ପରିସରରେ ଦୀକ୍ଷାନ୍ତ ସମାରୋହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ରେଳ ଓ ତଟରକ୍ଷୀ ସୁରକ୍ଷା) ରାଜେଶ କୁମାର ଯୋଗଦେଇ ଏହି ୮ମ ବାଟାଲିଅନ୍ ଠାରେ ଗଲାବର୍ଷ ମେ’ ୨୯ ତାରିଖଠୁ ୯ ମାସ

ପ୍ରେମି ଯୁଗଳଙ୍କ କରୁଣ ପରିଣତି

ଉମରକୋଟ : ସୂଚନା ପ୍ରକାରେ ଆଜି ବୁର୍ଜା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା | ନବରଙ୍ଗପୁର ଜିଲ୍ଲାର ଉମରକୋଟ ଥାନା ଅନ୍ତର୍ଗତ ପୂଜାରୀଗୁଡ଼ା ଗ୍ରାମର ପୁଅ ସୋନାଧର ଭତରା, ପିତା ଧନସିଂ ଭତରା | ଆନୁମାନିକ ବୟସ ୧୯ବର୍ଷଙ୍କ ସାଙ୍ଗର କିଛି ମାସ ପୂର୍ବରେ କୁର୍ସି ଗ୍ରାମର ଝିଅ

ଜଙ୍ଗଲ ଭିତରେ ନରକଙ୍କାଳ ଠାବ

ଦେବଗଡ ,୧୨|୨ ଦେବଗଡ ଥାନା କାଉଁଶିବାହାଳ ଗାଁ ନିକଟ ଜଙ୍ଗଲ ଭିତରେ ଏକ ନରକଙ୍କାଳ ଠାବ କରାଯାଇଛି । ମଗରମୁହିଁ ହୁଲି ଜଙ୍ଗଲ ଭିତରେ ଏକ ନରକଙ୍କାଳ ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଦେବଗଡ ପୋଲିସ ପହଂଚି ନରକଙ୍କାଳ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ବାଇକ୍ ଦୁର୍ଘଟଣାରେ ୨ ଗୁରୁତର

ଦାରିଙ୍ଗବାଡ଼ି,୧୨/୨ : ଦାରିଙ୍ଗବାଡି ଥାନା ଡୁଲୁରି ପାଇନ ବଣ ବୁଲାଣିରେ ବାଇକ୍ ଦୁର୍ଘଟଣା ଘଟି ୨ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୨ ଜଣ ହେଲେ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗାହେଜୁ ଗ୍ରାମର ହେରଦ ମଲିକ ଓ ସାଇମନ୍ ମଲିକ। ୨ ଜଣ ବାଇକ୍ରେ ଗାହେଜୁ ଗ୍ରାମକୁ ଫେରୁଥିବା ସମୟରେ ବିପରୀତ

ବ୍ରାହ୍ମଣୀଗାଁରେ ମା ଲୁର୍ଦ୍ଦମେରି ପର୍ବ ବହୁ ଆଡ଼ମ୍ବରରେ ପାଳନ।

ଦାରିଙ୍ଗବାଡି, ୧୨/୨ : ଦାରିଙ୍ଗ ବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ କ୍ୟାଥୋଲିକ ଚର୍ଚ୍ଚ ପରିସରରେ ରବିବାର ଦିନ ମା ଲୁର୍ଦ୍ଦମେରି ପର୍ବ ବହୁ ଆଡ଼ମ୍ବରରେ ପାଳନ ହୋଇ ଯାଇଛି। ଏହି ଆଧ୍ୟାତ୍ମିକ ପରିବେଶରେ ବ୍ରାହ୍ମଣୀଗାଁ ପାରିସ ମୁଖ୍ୟ ଜାଜକ ବିମଳ ନାୟକଙ୍କ ପୌରହିତରେ କଟକ-

ରାଜ୍ୟ କ୍ୟାବିନେଟ୍ : ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ୨ଟି ଝୋଟ ତିଆରି ବ୍ୟାଗ ସାଙ୍ଗକୁ ୧୦୦୦ ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ବୈଠକ। ଏହି ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି।

ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ତିନି ବରିଷ୍ଠ ନେତା

ଭୁବନେଶ୍ୱର : ଶିବରାଜ ସିଂ ଚୌହାନଙ୍କ ଠୁ ଆରମ୍ଭ କରି ଜେ ପି ନଡ୍ଡା।ନୀତିନ ଗଡ଼କରୀଙ୍କ ଠୁ ରାଜନାଥ ସିଂ। ବିଜେପିର କେନ୍ଦ୍ରୀୟ ଟିମ୍ ଏବେ ଓଡ଼ିଶା ପାଇଁ ଚଲେଇଛି ଗୋଟି ଚାଳନା। ୨୪ ନିର୍ବାଚନ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି ରାଜ୍ୟ ବିଜେପି । ସଜାଡ଼ିଲଣି ମଇଦାନ, ଆରମ୍ଭ କଲାଣି ରଣନୀତି।

ରାଜ୍ୟସଭା ଯିବେ ସୋନିଆ ଗାନ୍ଧି, ରାଏ ବରେଲୀରୁ ଲଢ଼ିବେ ପ୍ରିୟଙ୍କା!

କ୍ଷମତାକୁ ଫେରିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଶିବିରରୁ ବଡ଼ ଖବର ସାମ୍ନାକୁ ଆସିଛି। ଆଉ ଲୋକସଭା ନିର୍ବାଚନ ଲଢ଼ି ନ ପାରନ୍ତି ଦଳର ହାଇକମାଣ୍ଡ ସୋନିଆ ଗାନ୍ଧି। ତଥାପି ସେ ସକ୍ରିୟ ରାଜନୀତିରେ ରହିବେ। ସେ ରାଜସ୍ଥାନରୁ ରାଜ୍ୟସଭା ଯିବେ ବୋଲି ଜଣାପଡ଼ିଛି। ସେହିପରି ତାଙ୍କ

ଏପ୍ରିଲ ୧୪ରେ ପାଳନ ହେବ ପଣା ସଂକ୍ରାନ୍ତି

ପୁରୀ: ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ପାଳନ ନେଇ ଦୂର ହେଲା ଦ୍ୱନ୍ଦ । ପାଞ୍ଜି ସମସ୍ୟା ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ସମୀକ୍ଷା ବୈଠକ ଶେଷ ହୋଇଛି । ବୈଠକରେ ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ପାଳିତ ହେବା ନେଇ ନିଷ୍ପତ୍ତି ହୋଇଛି ।

ମନୀଷ ସିସୋଦିଆଙ୍କୁ ମିଳିଲା ୩ ଦିନିଆ ଜାମିନ

ଆମ୍‌ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଳିଲା ଆଶ୍ୱସ୍ତି। ଦିଲ୍ଲୀ ତଥା କଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏକ ବର୍ଷ ଧରି ଜେଲ୍‌ରେ ବନ୍ଦ ଥିବା ଏହି ଆପ୍‌ ନେତାଙ୍କୁ ଶେଷରେ ମିଳିଛି ଜାମିନ୍‌। କୋର୍ଟ ତାଙ୍କୁ ତିନି ଦିନ ପାଇଁ