ସୀମାନ୍ତ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୧୪ମୃତ ୧୨ଆହତ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦୁର୍ଗ ଜିଲ୍ଲା ଅନ୍ତର୍ଗତ କୁମ୍ଭାରୀ ନିକଟ ଖପରି ରାସ୍ତା ରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।୫୦ ଫୁଟ ତଳକୁ ଭାରସାମ୍ୟ ହରାଇ ମୁରୁମ ଖାଦାନ ଭିତରେ ପଡି ୧୪ ମୃତ ୧୨ ଆହତ ୫ ଜଣଙ୍କ ଅବସ୍ଥା ଗମ୍ଭୀର।ମୃତକଙ୍କ ମଧ୍ୟରେ 3 ଜଣମହିଳା ରହିଛନ୍ତି ।ବସ ରେ ୪୬ ରୁ ଉର୍ଦ୍ଧ୍ବ କର୍ମଚାରୀ ଥିଲେ।ବସ ରେ ଥିବା ସମସ୍ତେ କେଡ଼ିୟା ଡିଷ୍ଟଲେରି କର୍ମଚାରୀ ଥିଲେ। କର୍ମଚାରୀ ମନେ ଡ୍ୟୁଟି ସାରି ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଆହତ ଙ୍କୁ ଉଦ୍ଧାର କରି ରାୟପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାୟ ଦୁଃଖ ପ୍ରକାଶ କରିବା ସହ ଗୁରୁତର ଙ୍କୁ ତୁରନ୍ତ ଡାକ୍ତରୀ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.