Sign in
Sign in
Recover your password.
A password will be e-mailed to you.
ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ!-->…
ଫେବୃଆରୀ ୧୪ରେ କତାର ଯିବେ ପ୍ରଧାନମନ୍ତ୍ରୀ ମୋଦି
ଆସନ୍ତା ୧୪ ତାରିଖରେ କତାରର ଦୋହା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦୁଇ ଦିନିଆ ୟୁଏଇ ଗସ୍ତ ଶେଷ କରିବା ପରେ ଦୋହାରେ ପହଞ୍ଚିବେ ବୋଲି ଆଜି ବୈଦେଶିକ ମନ୍ତ୍ରଣାଳୟର ସଚିବ ବିନୟ କୱାତ୍ରା ସୂଚନା ଦେଇଛନ୍ତି। କତାର ଓ ଭାରତ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ!-->…
ଆସ୍ଥା ଭୋଟ୍ରେ ବାଜି ମାରିଲେ ନୀତୀଶ କୁମାର
ଆସ୍ଥା ଭୋଟ୍ରେ ବାଜି ମାରିଲେ ନୀତୀଶ କୁମାର। ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ସପକ୍ଷରେ ପଡିଲା ୧୨୯ ଭୋଟ୍। ବିରୋଧୀଙ୍କ କକ୍ଷ ତ୍ୟାଗ ଯୋଗୁ ବିଜେପି, ଜେଡିୟୁ ମେଣ୍ଟ ବିପକ୍ଷରେ ଗୋଟିଏ ବି ଭୋଟ୍ ପଡିନି। ତେବେ ଆର୍ଜେଡିର ତିନି ଜଣ ବିଧାୟକ ଦଳ ବଦଳ କରି ଏନ୍ଡିଏ କ୍ୟାମ୍ପରେ!-->…
ନିଶା ମାଫିଆଙ୍କୁ ଗୋଡେଇ ଗୋଡେଇ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ୍
ଭୁବନେଶ୍ୱର : ଫିଲ୍ମ ଷ୍ଟାଇଲରେ ପୋଲିସ୍ ଅପରାଧୀ ମୁହାଁମୁହିଁ । ନିଶା ମାଫିଆଙ୍କୁ ଗୋଡେଇ ଗୋଡେଇ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ୍ । ପିତାପଲ୍ଲୀରୁ ପାହାଳ ଯାଏଁ ଚାଲିଲା ପୋଲିସ୍ ମାଫିଆ ଚକାପଞ୍ଝା । ଦାମୀ ଗାଡ଼ିରେ ମାଫିଆ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ । ଖବର ପାଇ ସ୍ପେଶାଲ କ୍ରାଇମ!-->…
ଅଯୋଧ୍ୟା ରାମଲାଲାଙ୍କୁ ଦର୍ଶନ କଲେ ଅରବିନ୍ଦ କେଜ୍ରିଓ୍ଵାଲ ଓ ଭଗବନ୍ତ ମାନ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ପରିବାର ସହିତ ସୋମବାର ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ସେ ସପରିବାର ରାମଲାଲାଙ୍କ ମନ୍ଦିରରେ ପହଞ୍ଚିଥିଲେ । ସେ ନିଜ ମାଆବାପା ଏବଂ ପତ୍ନୀଙ୍କ ସହ ମିଶି ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ଏହି ସମୟରେ ପଞ୍ଜାବ!-->…
ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ
ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଉପରେ କଟକଣା ଥିଲେ ମଧ୍ୟ ଡ୍ରୋନ୍ ଯୋଗେ ଆକାଶ ମାର୍ଗରୁ ଶ୍ରୀମନ୍ଦିର ଭିଡିଓ ଉତ୍ତୋଳନର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ଘଟଣା ଜଣା!-->…
କର୍କଟ ରୋଗୀଙ୍କ ମୁହଁରେ ଆହାର ଦେବାକୁ ଗୋମାତା ଦାନକଲେ ଜଗନ୍ନାଥ ଟ୍ରଷ୍ଟ
ରାଜନଗର : ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟମାନେ ଚୁକ୍ତିଭିତ୍ତିକ ଭାବେ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବେରାଡ଼ି ପଞ୍ଚାୟତ ର ହରିଦାସ ପୁର ଗ୍ରାମ ନିବାସୀ ଶ୍ରୀ ରତ୍ନାକର ଦାସ ଙ୍କୁ ତାଙ୍କର ପରିବାର ପ୍ରତିପୋଷଣ ପାଇଁ ଏକ ଗୋ ମାତା ଓ ବାଛୁରୀ ଦାନ!-->…
ଟିଏମସିର ଗୁଣ୍ଡାମାନେ ଝିଅମାନଙ୍କୁ ଅପହରଣ କରିନେଉଛନ୍ତି : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ
ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସନ୍ଦେଶଖାଲି ହିଂସାକୁ ନେଇ ସେ ଟିଏମସି ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଇରାନୀ କହିଛନ୍ତି ଯେ ଟିଏମସି ଗୁଣ୍ଡାମାନେ ଝିଅମାନଙ୍କୁ ଅପହରଣ କରୁଛନ୍ତି। ମମତା ବାନାର୍ଜୀ କିପରି!-->…
ଫୁଲବାଣୀ ୩ ନମ୍ବର ଓ୍ବାର୍ଡରେ ଘରେଘରେ ଶଂଖ, ପରିବାର ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ଘରେଘରେ ଶଂଖ, ପରିବାର ସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଆଜି ଫୁଲବାଣୀ ପୌରପରିଷଦ ୩ ନମ୍ବର ଓ୍ବାର୍ଡ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।!-->…
ତୁମୁଡିବନ୍ଧରେ ବାଲିଗୁଡା ସଂକୁଳର ବନବିହାର
ଫୁଲବାଣୀ : ବାଲିଗୁଡା ସଂକୁଳର ବନବିହାର କାର୍ଯ୍ୟକ୍ରମ ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଂଯୋଜନା ରେ ଜଳେଶପଟା ସ୍ଥିତ ଜଳେଶ୍ୱର ପୀଠରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି, ଓଡିଶା ଯୋଜନା ଅନୁସାରେ ପରିଚାଳିତ ଏହି ବନବିହାର କାର୍ଯ୍ୟକ୍ରମରେ ବାଲିଗୁଡା ସଂକୁଳ ସ୍ଥିତ!-->…