Sign in
Sign in
Recover your password.
A password will be e-mailed to you.
କିଏ ହେବେ ତୃତୀୟ ପ୍ରାର୍ଥୀ? ଆସନ୍ତାକାଲି ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ବର : ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଆଜି ବିଜେଡିର ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସମସ୍ତ ୩ଟି ଯାକ ଆସନ ଜିତିବା ପାଇଁ ବିଜେଡି ପାଖରେ ବିଧାନସଭାରେ ସଂଖ୍ୟାବଳ ଥିଲେ ମଧ୍ୟ ଦଳ ମାତ୍ର ୨ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି।ତୃତୀୟ!-->…
ନିଲାମ ହେବ ଅର୍ଚ୍ଚନା ନାଗଙ୍କ ୨ ଦାମୀ ଗାଡ଼ି
ଭୁବନେଶ୍ବର : ନିଲାମ ହେବ ଅର୍ଚ୍ଚନା ନାଗଙ୍କ ୨ ଗାଡ଼ି। ଅର୍ଚ୍ଚନାଙ୍କ ୨ଟି ଦାମୀ ଗାଡ଼ି ନିଲାମ ପାଇଁ କୋର୍ଟରେ ଆବେଦନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜବତ ହୋଇଥିବା ଥାର୍ ଓ ଫୋର୍ଡ ଏଣ୍ଡେଭର ଗାଡ଼ି ନିଲାମ ପାଇଁ ଆବେଦନ ହୋଇଛି। ୨ଟି ଗାଡ଼ିର କ୍ରୟ ମୂଲ୍ୟ ୫୬ ଲକ୍ଷ ଟଙ୍କା ବୋଲି ଦର୍ଶା!-->…
ରାଜ୍ୟରେ ଅଦିନିଆ ବର୍ଷାର ସମ୍ଭାବନା
ଭୁବନେଶ୍ବର : ଆସନ୍ତାକାଲି ବସନ୍ତ ପଞ୍ଚମୀ ଅର୍ଥାତ ସରସ୍ୱତୀ ପୂଜା। ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲା ଅଦିନିଆ ବର୍ଷାରେ ଭିଜି ପାରେ। କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ମାରିବାର ଆଶଙ୍କା ଥିବା ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ!-->…
ଓମ୍ବାଡସି ସହାୟତାରେ କେନ୍ଦୁଝର ଜିଲ୍ଲାରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା: ୬,୪୯୩ ଜଣ ରୋଗୀ ଉପକୃତ
ଭୁବନେଶ୍ୱର/କେନ୍ଦୁଝର: ଆମ୍ବୁଲାନ୍ସ ଏକ ଅତି ଜରୁରିକାଳୀନ ସେବା। ତେଣୁ ଖଣି ପ୍ରଭାବିତ କେନ୍ଦୁଝର ଜିଲ୍ଲାରେ ଅଧିକ ଚିକିତ୍ସା ଆବଶ୍ୟକ କରୁଥିବା ଗୁରୁତର ରୋଗୀମାନଙ୍କୁ ମାଗଣାରେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବା ଜିଲ୍ଲା ବାହାରେ ଥିବା ବଡ଼ ଡାକ୍ତରଖାନାକୁ!-->…
ଚାଉଳ ସହ ଦିଆଯାଉଥିବା ବ୍ୟାଗ୍କୁ ପୋଡ଼ିଲେ ବିଜେପି କର୍ମୀ
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସଦର ପଞ୍ଚାୟତ ଠାରେ ଚାଉଳ ସହ ଦିଆଯାଉଥିବା ବ୍ୟାଗ୍କୁ ପୋଡିଦଲେ ବିଜେପି କର୍ମୀ। ଆଜି ଦିନ ୧୨ଟା ବେଳେ ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତ କାର୍ଯାଳୟ ଠାରେ ରାଜୁଲକୋଣ୍ଡା ଗ୍ରାମବାସୀଙ୍କୁ ଚାଉଳ ବଣ୍ଟନ କରାଯାଉଥିଲା। ଚାଉଳ ସହ ଲୋକଙ୍କୁ!-->…
ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର: କମିଲା ବିଦ୍ୟୁତ୍ ଦର
ଭୁବନେଶ୍ବର: ଗ୍ରୀଷ୍ମଋତୁର ଆଗମନ ପୂର୍ବରୁ ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ଆସିଛି। ଗ୍ରୀଷ୍ମଦିନରେ ଏସି ଓ କୁଲରର ବ୍ୟବହାର ଯୋଗୁଁ ବିଦ୍ୟୁତ୍ ବିଲ୍ ଅଧିକ ଆସିବା ନେଇ ଚିନ୍ତାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିସନ (ଓଇଆରସି) ଆଜି ଘରୋଇ!-->…
ମମତା ଯୋଜନାରେ ଦୁଇଗୁଣ ହେଲା ସହାୟତା ରାଶି, ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ବର: ରାଜ୍ୟ ସରକାର ମାତୃ ଓ ଶିଶୁ ଅପପୁଷ୍ଟି ହ୍ରାସ ପାଇଁ ଆରମ୍ଭ କରିଥିବା ‘ମମତା ଯୋଜନା’ର ସହାୟତା ରାଶି ୨ଗୁଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ମମତା ଯୋଜନାରେ ଗର୍ଭବତୀ ମହିଳାମାନଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା ବେଳେ ମୁଖ୍ୟମନ୍ତ୍ରୀ!-->…
ଓଡ଼ିଶାରେ ବିଜେପି ସରକାର ଗଢ଼ିବ: ଶିବରାଜ ସିଂ ଚୌହାନ
ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାରେ ପହଞ୍ଚିବା ମାତ୍ରେ ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ ୮୬ ପ୍ରତିଶତ ଲୋକ!-->…
ୟୁଏଇରେ ଲଞ୍ଚ ହେଲା ୟୁପିଆଇ ଓ ରୁପେ କାର୍ଡ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନହୟାନ ମିଳିତ ଭାବେ ଆଜି ୟୁପିଆଇ ଓ ରୁପେ କାର୍ଡ ସେବାକୁ ଲଞ୍ଚ କରିଛନ୍ତି। ୟୁଏଇରେ ପ୍ରଥମ ଥର ପାଇଁ ଭାରତରେ ପ୍ରଚଳିତ ହେଉଥିବା ଟଙ୍କା ନେଣଦେଣ ବ୍ୟବସ୍ଥା ଲାଗୁ କରାଯାଇଛି।ରୁପେ ହେଉଛି!-->…
ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ବିଜେପି କର୍ମୀଙ୍କ ସହ ପୁଲିସର ମୁହାଁମୁହିଁ, ଲାଠିଚାର୍ଜ
କୋଲକାତା: ଶାଜାହାନ ଶେଖ୍ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ମହିଳାଙ୍କୁ ଯୌନ ନିର୍ଯାତନାକୁ ବିରୋଧ କରି ଚାଲିଥିବା ବିକ୍ଷୋଭ ସମୟରେ ଉତ୍ତେଜନା ବଢ଼ିବା ପରେ ଦଙ୍ଗା ପ୍ରଭାବିତ ସନ୍ଦେଶଖାଲିରେ ପୁଲିସ ଓ ଭାରତୀୟ ଜନତା ପାର୍ଟି (ବିଜେପି)ର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି।ବିକ୍ଷୋଭ ସମୟରେ ପୁଲିସ!-->…