ଶେରଗଡ଼ ଗ୍ରାମପଞ୍ଚାୟତକୁ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଶେରଗଡ଼ ଗ୍ରାମପଞ୍ଚାୟତକୁ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଶେରଗଡ଼ ନିର୍ବାଚନମଣ୍ଡଳୀରେ ୩୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ

ଜୁଇ ଜଳିଲା ବେଳକୁ ଆଖି ଖୋଲି ଦେଲେ ମୃତ ମହିଳା

ବ୍ରହ୍ମପୁର: ଶ୍ମଶାନରୁ ଫେରିଲେ ମହିଳା । ଜୁଇ ଜଳିଲା ବେଳକୁ ଖୋଲିଦେଲେ ଆଖି । ଯାହାକୁ ଦେଖି ଚକିତ ହୋଇଗଲେ ଉପସ୍ଥିତ ଥିବା ଲୋକେ । ବ୍ରହ୍ମପୁର ସହରର ଗୁଡ୍ ସେଡ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା । ଜଣେ ମହିଳାଙ୍କର ମୃତ୍ୟୁ ହେବା ପରେ ଶବ ଦାହ ପାଇଁ ପରିବାର ଲୋକେ ତାଙ୍କ

ହାତ ଛାଡିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

କେନ୍ଦ୍ରାପଡ଼ା: ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଏହାପୂର୍ବରୁ ଓଡିଶା କଂଗ୍ରେସକୁ ଲାଗିଛି ଶକ୍ତ ଝଟ୍‌କା । କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ତେବେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଅଂଶୁମାନ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ଶରତ

୧୬ରେ ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗା ବୁଡ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ: ଆସନ୍ତା ୧୬ ତାରିଖରେ ପବିତ୍ର ମାଘ ସପ୍ତମୀ । ମାଘ ସପ୍ତମୀ ଅବସରରେ ରହିଛି ଚନ୍ଦ୍ରଭାଗା ବୁଡର ପରମ୍ପରା । ପ୍ରତ୍ୟୁଷରୁ ଭକ୍ତମାନେ ଉଠି ପବିତ୍ର ଚନ୍ଦ୍ରଭାଗା ମହୋଦଧୀରେ ବୁଡ ପକେଇବେ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ

ଶିଶୁ ମନ୍ଦିରରେ ସରସ୍ୱତୀ ପୂଜା

ଚିକିଟୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚିକିଟୀ ପେଣ୍ଠରେ ମା ବାଗ୍ ଦେବୀଙ୍କ ପୂଜନ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଂପାଦକ ଶ୍ରୀକୃଷ୍ଣ ଚନ୍ଦ୍ର ସାହୁ ଉପସଭାପତି ସନ୍ତୋଷ କୁମାର ସାହୁ ସଦୟ ଉପସ୍ଥିତ ରହି ମା’ଙ୍କୁ ପୂଜନ କରି ଶିଶୁଙ୍କ ପାଇଁ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର…

ଜଳସେଚନ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ସେତୁ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ବିଦ୍ୟୁତ ଶକ୍ତି ଯୋଗାଣ କ୍ଷେତ୍ରରେ ୩୯୫୨ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନଗୋପାଳପୁରରେ ୨୭ ହଜାର କୋଟି ଟଙ୍କା ବିନିଯୋଗରେ ରାଜ୍ୟରେ ବୃହତ୍‌

ଖାଦ୍ୟ ସୁରକ୍ଷା ଯୋଜନା ରେ ରାସନ୍ କାଡ଼ଧାରୀଙ୍କୁ ବ୍ୟାଗ୍ ବଣ୍ଟନ

ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୧୪/୨/ ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲାଗଡ଼ ଗ୍ରାମ ପଞ୍ଚାୟତ ଠାରେ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ପ୍ରତ୍ୟେକ ରାସନ୍ କାଡ଼ ହିତାଧିକାରୀ ଙ୍କୁ ସ୍ଥାନୀୟ ସରପଞ୍ଚ ଡାଳିମ୍ବ ଗମାଙ୍ଗ ସମିତି ସଭ୍ୟା ସୁଶ୍ରୀ ଶିବାନୀ ବେହେରଦଳାଇ ବ୍ୟାଗ୍

ମୋହନା ତୈଳିକ ବୈଶ୍ୟ ସମାଜର ଅଷ୍ଟମ ବାର୍ଷିକ ଉତ୍ସବ

ଆର,ଉଦୟଗିରି : ମଙ୍ଗଳବାର ଦିନ ମୋହନାର କୋଠଘର ଠାରେ ମହୋନା ଓ ଅଡବା ଗ୍ରାମ୍ୟ ପରିଷଦରେ ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏଥିରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକବଶ୍ୟ କେନ୍ଦ୍ରୟ ସଭିପତି ମୁଖ୍ୟ ଅତିଥି ଭାବେ ଦଣ୍ଡାସୀ ସାହୁ ଯୋଗ ଦେଇଥିଲେ । ଶ୍ରୀ ସାହୁ ସମାଜର ଭାଇ ଭଉଣିମାନଙ୍କୁ

ସ୍ବପ୍ନ ଆଦେଶରେ ଶିବଲିଙ୍ଗର ଆବିର୍ଭାବ, ଗ୍ରାମରେ ଭକ୍ତିମୟ ପରିବେଶ

ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ନିକଟସ୍ଥ ମାଣିକପୁର ଗ୍ରାମ ପଞ୍ଚାୟତ ର ଗୁବୁରୀଗୁଡା ଗ୍ରାମ ରେ ଅଲୌକିକ ଘଟଣା ଘଟିବା ପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଗ୍ରାମରେ ମହାପ୍ରଭୁ ଭୋଳାନାଥ ମହାଦେବଙ୍କ ଶିବଲିଙ୍ଗ ସ୍ବପ୍ନାଦେଶ ରେ ଠାବ ହେବା ପରେ ଗ୍ରାମ

ଡ଼ମ୍ପର୍ ଗାଡ଼ି ଓଭରଲୋଡ ଯୋଗୁଁ ରାସ୍ତାରେ ପଡୁଛି ଗୁଡ଼ି : ସାମ୍ୱାଦିକ ମାନେ କଲେ ରାସ୍ତାଝାଡୁ

ଫୁଲବାଣୀ :କନ୍ଧମାଳ ଜିଲ୍ଲାରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ରାଜ ରାସ୍ତା ଅବସ୍ଥା ଏତେ ଖରାପ ଯେ ପ୍ରତି ଦିନ ଚାଳକ ମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି l ଫୁଲବାଣୀରୁ ପଚିଶ କିଲୋମିର ଯିବା ପରେ ଗୁଡ୍ରିଗାଁର ବୁଲାଣି ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଥିବାରୁ