Sign in
Sign in
Recover your password.
A password will be e-mailed to you.
ମାତୃପିତୃ ପୂଜନ ଦିବସ ପାଳିତ
ଫୁଲବାଣୀ : ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଆନୂକୁଲ୍ୟରେ, ଫୁଲବାଣୀ ହାଟପଦା,ଠାରେ ଥିବା ଶ୍ରୀ ମା ନାରାୟଣୀଙ୍କ ଠାକୁରାଣୀ ଯାତ୍ରା ପଡିଆ ସଭାଗୃହ ମଧ୍ୟରେ ମାତୃ ପିତୃ ପୂଜନ ଦିବସ ପାଳନ କରାଯାଇଥିଲା । ସହରର ବହୁ ପିତାମାତା ଅଭିଭାବକ, ଅଜା,ଆଇ , ଜେଜେ ଜେଜେମା ସେମାନଙ୍କ ସନ୍ତାନ ମାନଙ୍କ ସହ!-->…
ଡିପିସି ଉପରେ ରୋକ୍ ଲଗାଇଲେ ହାଇକୋର୍ଟ
କଟକ : ଓଡ଼ିଶା ପୁଲିସର ବିଭିନ୍ନ ବାଟାଲିୟନରେ କମାଣ୍ଡାଣ୍ଟ ପଦବୀକୁ ପଦୋନ୍ନତି ପାଇଁ ହେବାକୁ ଥିବା ଡିପିସି ଉପରେ ହାଇକୋର୍ଟ ରୋକ ଲଗାଇ ଦେଇଛନ୍ତି। ଆବେଦନକାରୀ ଡେପୁଟି କମାଣ୍ଡାଣ୍ଟ ବିଭୁତି ଭୂଷଣ ମହାରଣା ଓ ଅନ୍ୟମାନଙ୍କ ପକ୍ଷରୁ ଦାଏର ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ସ୍ଥଗିତାଦେଶ!-->…
ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ବର : ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟସଭା ପ୍ରାର୍ଥୀ ଲାଗି ଓଡ଼ିଶାରୁ ବିଜେପି ଅଶ୍ୱିନୀଙ୍କ ନାଁ ଘୋଷଣା କରିଥିବା ବେଳେ ତାଙ୍କୁ ବିଜେଡି ସମର୍ଥନ ଜଣାଇଥିଲା ।ନାମାଙ୍କନ ଦାଖଲର ଶେଷ ଦିନରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ!-->…
ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ବର : ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ଜୁଲାଇ- ଅଗଷ୍ଟ ମାସରେ ଏହି ଟ୍ରେନ୍ ଶୁଭାରମ୍ଭ ହେବ। ଏହାଛଡ଼ା ବହୁ ପ୍ରତିକ୍ଷୀତ ପୁରୀ-କୋଣାର୍କ ମଧ୍ୟରେ ଶୀଘ୍ର ଟ୍ରେନ୍ ଚଳାଚଳ କରିବ। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।ପୁରୀର!-->…
କୋଟିପତି ଆର୍ଟିଓଙ୍କ ଅମାପ ସମ୍ପତ୍ତି ଓ ମାଳମାଳ ଫ୍ଲାଟ ଦେଖି ଭିଜିଲାନ୍ସ ଜଳକା
ଭୁବନେଶ୍ବର : ବୌଦ୍ଧ RT0 ବସନ୍ତ ମହାପାତ୍ରଙ୍କର ଅମାପ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା। ଭୁବନେଶ୍ୱର ଠାରୁ ବେଙ୍ଗାଳୁରୁ, ଯେଉଁଠି ଦେଖିବ ସେଠି ଦାମୀ ଆପାର୍ଟମେଣ୍ଟରେ ରହିଛି ବସନ୍ତଙ୍କର ଫ୍ଳାଟ୍। କେବଳ ଫ୍ଲାଟ ନୁହେଁ, ତାଙ୍କ ନାଁରେ ନାମୀଦାମୀ ବ୍ୟବସାୟିକ ଆଉଟଲେଟ୍ ବି ରହିଛି। ଏଥିସହ!-->…
ବିଧାୟକ ଘରେ ପଶିବା ମହାଙ୍ଗା ପଡ଼ିଲା ସଂଯୁକ୍ତା ଙ୍କୁ, ନିଃସର୍ତ୍ତ ରେ ଖବର ପ୍ରକାଶ ପରେ ସଂଯୁକ୍ତା ଗିରଫ …?
ବ୍ରହ୍ମପୁର: ୧୪-୨ ଆଜି ପୋଲସରା ବିଧାୟକ ଙ୍କ ଘରେ ଜୋର ଜବରଦସ୍ତ ଘରେ ପଶିଥିବା ସଂଯୁକ୍ତା ଙ୍କୁ ଶେଷରେ ପୋଲିସ ଗିରଫ କରିଛି।ବିଧାୟକ ଙ୍କ ସହ ଦୀର୍ଘ ଦିନ ଧରି ସଂଯୁକ୍ତା ଙ୍କ ତିକ୍ତତା ଲାଗିରହିଛି। ପୋଲସରା ସ୍ଥିତ ବିଧାୟକଙ୍କ ଗୃହକୁ ସଂଯୁକ୍ତା ଜୋର ଜବରଦସ୍ତ ପଶିଥିବା ନେଇ ଚର୍ଚ୍ଚା ଦିନ!-->…
ଚାଷୀଙ୍କ ବିଶାଳ ଆନ୍ଦୋଳନ ଜାରି, କାଲି କେନ୍ଦ୍ର ସହ ପୁଣି ଆଲୋଚନା
ପୁଲିସ୍ ଓ ପ୍ରଶାସନର ସବୁ ପ୍ରକାରର ବଳପ୍ରୟୋଗ ସତ୍ତ୍ୱେ ନିଜର ହକ ପାଇଁ ଲଢ଼େଇ କରୁଥିବା ଚାଷୀମାନେ ସେମାନଙ୍କ ଦିଲ୍ଲୀ ଚାଲୋ ଆନ୍ଦୋଳନ ଜାରି ରଖିଛନ୍ତି। ମଙ୍ଗଳବାର ରାତିରେ ଚାଷୀମାନେ ସେମାନଙ୍କ ଆନ୍ଦୋଳନକୁ ସାମୟିକ ଭାବେ ବନ୍ଦ ରଖିଥିଲେ।
ହେଲେ ଆଜି ସକାଳୁ ସେମାନେ ପୁଣି ଦିଲ୍ଲୀ!-->!-->!-->…
ପ୍ରଭୁ ରାମଙ୍କ ମନ୍ଦିରକୁ ନେଇ ମୋଦୀଙ୍କୁ ଚିଠି ଲେଖିଲେ ଶିଳ୍ପା
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଉକ୍ତ ଚିଠିକୁ ସେ ବିଜେପିର ଅଫିସିଆଲ ଟୁଇଟର ଆକାଉଣ୍ଟରେ ସେୟାର ବି କରିଛନ୍ତି। ଏହି ଚିଠିରେ ଶିଳ୍ପା ପ୍ରଧାନମନ୍ତ୍ରୀଙ୍କ ରାମମନ୍ଦିର ନିର୍ମାଣକୁ ନେଇ କୃତଜ୍ଞତା!-->…
ସୀମାରେ ଗୁଳିମାଡ଼ କଲା ପାକିସ୍ତାନ, ଦୃଢ଼ ଜବାବ ଦେଲା ଭାରତ
କିଛି ଦିନର ବ୍ୟବଧାନ ପରେ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ଜମ୍ମୁ ସ୍ଥିତ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଛି। ସୀମାରେ ମୁତୟନ ହୋଇଥିବା ବିଏସ୍ଏଫ ଯବାନଙ୍କୁ ଟାର୍ଗେଟ କରି ହୋଇଥିବା ଗୁଳି ମାଡ଼ରେ ଭାରତର କୌଣସି ପ୍ରକାରର କ୍ଷୟକ୍ଷତି!-->…
ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାରି ହେଲା ଷଷ୍ଠ ସମନ
ନୂଆଦିଲ୍ଲୀ: ବେଆଇନ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଆଉ ଏକ ସମନ ଜାରି କରିଛି।
ତାଙ୍କୁ ଗିରଫ କରିବା ପାଇଁ ଏହା ବେଆଇନ ପ୍ରୟାସ ବୋଲି ଦର୍ଶାଇ ଇଡି ପକ୍ଷରୁ ପୂର୍ବରୁ!-->!-->!-->…