Sign in
Sign in
Recover your password.
A password will be e-mailed to you.
୭ ବର୍ଷର ନାବାଳିକାକୁ ୩ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ
କଟକ : ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ୭ ବର୍ଷର ନାବାଳିକାକୁ ୩ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ । ସରସ୍ୱତୀ ପୂଜା ଦିନ ଏହି ଅମାନୁଷିକ ଘଟଣା ଘଟିଛି ।
SCBରେ!-->!-->!-->…
ଦୁଇ ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି
ଦୁଇ ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗିର-ସୋନପୁର ରାଜରାସ୍ତାର ମଳମୁଣ୍ଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଖଗେଶ୍ୱର ଦୀପ ଓ ତାଲପାଲି ଗାଁର ସଚିକାନ୍ତ ନାଗ।
ଗତକାଲି ରାତିରେ ଖଗେଶ୍ୱର ଓ ସଚିକାନ୍ତ ଏକ ବାଇକରେ!-->!-->!-->…
ମାର୍ଚ୍ଚ ୧ରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କଟକ : କଟକ ଆସିବେ ମହାମହିମ । ମାର୍ଚ୍ଚ ୧ରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ । ମାର୍ଚ୍ଚ ୧ର ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବ କାର୍ଯ୍ୟକ୍ରମ । ଅପରାହ୍ନ ସାଢ଼େ ୪ଟାରୁ ୫ଟା ୩୦!-->…
ଆଜି ମାଘ ସପ୍ତମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ପୁରୀ: ଆଜି ପବିତ୍ର ମାଘ ସପ୍ତମୀ। ବଡି ଭୋରୁ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଗତକାଲି ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ।!-->…
ପୋଲସରା ନିର୍ବାଚନ ମଣ୍ଡଳୀ ଚଳ ଚଞ୍ଚଳ : ନୂଆ ମୁହଁ ର ସନ୍ଧାନ ରେ ଶାସକ ଦଳ..?
ଭୁବନେଶ୍ୱର: ୧୬-୨ ଗତ କିଛି ଦିନ ହେଲା ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳି ରେ ଶାସକ ଦଳରେ ଘଡିକେ ଘୋଡ଼ା ଛୁଟୁଛି ବୋଲି ଚର୍ଚ୍ଚା ଜୋର ଧରିଛି। ଗତକାଲି ପୋଲସରା ରେ ହାଇଡ୍ରାମା ହେବା ପରେ ଦୀର୍ଘଦିନ ହେଲା ଦଳସହ ରହିଥିବା ଆଶାୟୀ ଙ୍କ ଆଶା ବଢିଥିବା ନେଇ ଚର୍ଚ୍ଚା ହେଉଛି। ଆଗାମୀ!-->…
ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ରାଜ୍ୟ କାୟକଳ୍ପ ଟିମ୍ ର ପରିଦର୍ଶନ…
ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ରାଜ୍ୟ କାୟକଳ୍ପ ଟିମ୍ ପରିଦର୍ଶନ କରି ଫେରିଛନ୍ତି। ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା, ଉତ୍ତମ ରୋଗୀସେବା ଆଦିରେ ଦାୟିତ୍ୱବୋଧ ପୂରଣ କରିବାରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର କେତେ ପରିମାଣରେ ଅଗ୍ରଗତି କରିଛି ତାର ମୂଲ୍ୟାଙ୍କନ!-->!-->!-->…
ନୟାଗଡ଼ ଜିଲ୍ଲାରେ ଜାଲ ଭୋଟର ତାଲିକା ନେଇ ବଢୁଛି ବିବାଦ…
ନୟାଗଡ : ନୟାଗଡ଼ ଜିଲ୍ଲାରେ ଜାଲ ଭୋଟର ସଂକ୍ରାନ୍ତରେ ଖବର ପ୍ରକାଶନ ପରେ ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇ ଉଠିଛି । ବିଜେପି ନେତ୍ରୀ ପ୍ରତ୍ୟୁଷା ରଜେଶ୍ଵରୀ ସିଂହ ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରି ତଦନ୍ତ ଦାବି କରିଛନ୍ତି । ନୟାଗଡ଼ ଜିଲ୍ଲାରେ ତିନି ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି!-->!-->!-->…
ପରକୀୟା ପ୍ରୀତିର ସାଙ୍ଘାତିକ ପରିଣତି: କୋମଣ୍ଡ ରେ ବିଭତ୍ସ ହତ୍ୟାକାଣ୍ଡ…
ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ଅଞ୍ଚଳରେ ଦୀର୍ଘ ୧୪ବର୍ଷର ସମ୍ପର୍କ କୁ ପଛରେ ପକାଇ ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ଜୀବନରେ ମାରିଦେଇ ଘରଭିତରେ ପୋତିଦେଇଛି ସ୍ତ୍ରୀ । ମାରି ପୋତି ଦେବାର ୧୦ ଦିନ ପରେ ପୋଲିସ ସ୍ତ୍ରୀ, ଶାଶୁ ଓ ପ୍ରେମିକ କୁ ଫେରାର!-->!-->!-->…
ବାଳିକା ଫୁଟବଲ ଖେଳାଳିଙ୍କ ଅସ୍ୱାଭାବିକ ଆଚରଣ ନେଇ ଆଲୋଡନ
ଦେବଗଡ,:ଦେବଗଡର ବାଳିକା ଫୁଟବଳ ଖେଳାଳି ମାନେ ଗତକାଲି ବୌଦ୍ଧ ଜିଲା କଂଟାମାଳରେ ଏକ ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଖେଳି ଚମ୍ପିୟାନ ହୋଇଥିଲେ । ମାତ୍ର ଖେଳ ଶେଷ ହେବାର କିଛି ସମୟ ପରେ ଏକାଧିକ ଖେଳାଳି ହଠାତ ଅସୁସ୍ଥ ହୋଇପଡିଥିଲେ । ଏହି କ୍ରମରେ ସେମାନେ ଆଜି ଦେବଗଡରେ ପହଂଚିବାପରେ!-->…
ଯୁବକଙ୍କ ଅପହରଣ ଅଭିଯୋଗ ପରେ ବି ପୋଲିସର ନିଷ୍କ୍ରିୟତାକୁ ନେଇ ଉଠିଲା ପ୍ରଶ୍ନ
ହିଞ୍ଜିଳିକାଟୁ : ଗତ ୬ ତାରିଖରେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ନିକଟରୁ ଜଣେ ଯୁବକଙ୍କୁ ହିଞ୍ଜିଳି ଥାନା ଅଞ୍ଚଳର କିଛି ଯୁବକ ଅପହରଣ କରିଥିବା ନେଇ ଅପହୃତଙ୍କ ମା' ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅପହୃତା ଯୁବକ ଜଣଙ୍କ ବ୍ରହ୍ମପୁର ସଦରଥାନା ଲାଞ୍ଜିପଲ୍ଲୀ ଅଞ୍ଚଳର କାମନା ଗୌଡ।!-->…