Sign in
Sign in
Recover your password.
A password will be e-mailed to you.
ସ୍ୱଚ୍ଛଭାରତ ଅଭିଯାନର ଏକ କରୁଣ ଦୃଶ୍ୟ
ଉମରକୋଟ : ସ୍ୱଚ୍ଛଭାରତ ଅଭିଯାନରେ ସରକାର ବିଭିନ କାର୍ଯକ୍ରମ ମାଧ୍ୟମ ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ଜନତାଙ୍କୁ ସଚେତେନ କରୁଛନ୍ତି, କିନ୍ତୁ ବଡ଼ ଦୁଃଖ୍ୟର ବିଷୟ ନା ଜନତା ସଚେତନ ହେଉଛନ୍ତି, ନା ପୌରପରିଷଦ ସ୍ୱଚ୍ଛଭାରତ ଅଭିଯାନକୁ ଭୃକ୍ଷେପ!-->…
କେନ୍ଦ୍ର ସରକାରଙ୍କ ଜନ ବିରୋଧୀ, ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଏବଂ ଜାତୀୟତା ବିରୋଧୀ ଧ୍ବଂସକାରୀ ନୀତି ଗୁଡିକ…
ଛତ୍ରପୁର : କେନ୍ଦ୍ର ସରକାରଙ୍କ ଜନ ବିରୋଧୀ, ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଏବଂ ଜାତୀୟତା ବିରୋଧୀ ଧ୍ବଂସକାରୀ ନୀତି ଗୁଡିକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଶୁକ୍ରବାର ଦେଶ ବ୍ୟାପୀ ହରତାଳ, ଧର୍ମଘଟ ଓ ଭାରତ ବନ୍ଦ କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲା ର ସଦରମହକୁମା ଛତ୍ରପୁର ଠାରେ!-->…
କୃଷକ ଶ୍ରମିକ ଜନବିରୋଧୀ ମୋଦି ସରକାର ହଟାଅ – ଭାରତ ବଞ୍ଚାଅ: ଏଆଇଟିୟୁସି ପକ୍ଷରୁ ମାଲକାନଗିରିରେ ଧର୍ମଘଟ…
ମାଲକାନଗିରି : କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ସଂଯୁକ୍ତ ମୋର୍ଚ୍ଚା, ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଦେଶ ସମୂହ କର୍ମଚାରୀ ଫେଡେରେଶନମାନଙ୍କ ପକ୍ଷରୁ ମୋଦି ନେତୃତ୍ଵାଧୀନ ଫାସିଵାଦୀ ତାନାଶାହୀ ଶ୍ରମିକ, କୃଷକ ଓ ଜନ ସ୍ଵାର୍ଥ ଵିରୋଧୀ ବିଜେପି - ଏନଡିଏ ସରକାର ବିରୋଧରେ ଆହୁତ ୧୬ଫେଵୃଆରୀ!-->…
ଫୁଲବାଣୀ ପୁସ୍ତକ ମେଳା ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ
ଫୁଲବାଣୀ : ଫୁଲବାଣୀ ରେ ଗତ ୧୨ ତାରିଖରୁ ବିଟିମ୍ ପଡିଆରେ ଆରମ୍ଭ ହୋଇଥିବା, ବନଜ୍ୟୋସ୍ନା ସାହିତ୍ୟ ସଂସଦର ଚତୁର୍ଦ୍ଦଶ ପୁସ୍ତକ ମେଳାଓ ସାଂସ୍କୃତିକ ଉତ୍ସବ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଫୁଲବାଣୀ ରକ୍ତିଭଣ୍ଡାରର ଭ୍ରାମ୍ୟମାଣ ରକୃ ସଂଗ୍ରହ ଯାନରେଆୟୋଜିତ!-->…
ପୁଣିଥରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି
ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର ସେତିକି ଶାଣିତ ହେବାରେ ଲାଗିଛି। ସଂସଦ ଭିତରେ ଓ ବାହାରେ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ କଂଗ୍ରେସ ଉପରେ ହମଲା ଆରମ୍ଭ କରିଦେଇଛନ୍ତି।
ଏହିକ୍ରମରେ ଆଜି ପୁଣିଥରେ ମୋଦି କଂଗ୍ରେସକୁ!-->!-->!-->…
ମୁଜାଫରନଗରରେ ୪ ଟାଇମ୍ ବୋମା ସହିତ ଧରାପଡ଼ିଲେ ଯୁବକ
ଉତ୍ତର ପ୍ରଦେଶର ମୁଜାଫରନଗରରେ ୪ ଟାଇମ୍ ବୋମା ସହିତ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି । ଧରାପଡ଼ିଥିବା ଯୁବକଙ୍କ ନାମ ଜାଭେଦ ଶେଖ । ଏସ୍ଟିଏଫ୍ ମେରଠ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତଙ୍କ ପାଖରୁ ୪ଟି ବୋତଲ ଟାଇମ୍ ବୋମା ଜବତ କରାଯାଇଛି । ଏହି ବୋତଲ!-->…
ହରିଆଣାର ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକଙ୍କ ହୃଦଘାତରେ ମୃତ୍ୟୁ
ନୂଆଦିଲ୍ଳୀ: ପଞ୍ଜାବ ଏବଂ ହରିୟାଣାର ଶମ୍ଭୁ ସୀମାରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଜଣେ ବୃଦ୍ଧ ଚାଷୀ ପ୍ରାଣ ହରାଇଛନ୍ତି । ଶୁକ୍ରବାର ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଛି । ମୃତ ଚାଷୀ ହେଲେ, ୭୮ ବର୍ଷୀୟ ଜ୍ଞାନ ସିଂ । ସେ ପଞ୍ଜାବର ଗୁରୁଦାସପୁରର ବାସିନ୍ଦା ଥିଲେ । ସୂଚନା!-->…
ଦିଲ୍ଲୀ ଆଇଆଇଟି ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ: ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ଜଣେ ଏମ୍ଟେକ୍ ଛାତ୍ରଙ୍କ ମୃତଦେହ ତାଙ୍କ ହୋଟେଲ୍ ରୁମ୍ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।
ଜଣେ ପୁଲିସ୍ ଅଧିକାରୀ ସୂଚନା ଦେଇ!-->!-->!-->…
ପେଟିଏମ୍ ଫାଷ୍ଟଟ୍ୟାଗକୁ ନେଇ ଏନଏଚଏଆଇର ବଡ ନିଷ୍ପତ୍ତି, ପ୍ରଭାବିତ ହେବେ ୨ କୋଟି ୟୁଜର୍ସ
ନୂଆଦିଲ୍ଲୀ: ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ପକ୍ଷରୁ ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଏହି ସଂସ୍ଥା ୩୨ ଟି ବ୍ୟାଙ୍କର ଏକ ତାଲିକା ପ୍ରସ୍ତୁତ କରିଛି । ବ୍ୟବହାରକାରୀଙ୍କୁ କେବଳ ଏହି ବ୍ୟାଙ୍କଗୁଡ଼ିକରୁ ଫାଷ୍ଟଟ୍ୟାଗ କିଣିବାକୁ କୁହାଯାଇଛି!-->…
କଂଗ୍ରେସକୁ ଆଶ୍ୱସ୍ତି, ଦଳର ବ୍ୟାଙ୍କ ଆକାଉଣ୍ଟ ଉପରୁ ହଟିଲା ପ୍ରତିବନ୍ଧକ
ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଆଶ୍ୱସ୍ତି । କଂଗ୍ରେସ ପାର୍ଟିର ବ୍ୟାଙ୍କ ଆକାଉଣ୍ଟ ଏବେ ଅନ୍ଫ୍ରିଜ୍ ହୋଇଯାଇଛି । ଦଳୀୟ ନେତା ବିବେକ ତନ୍ଖା ସୂଚନା ଦେଇଛନ୍ତି ଯେ ଆୟକର ଆବେଦନ ଟ୍ରିବ୍ୟୁନାଲ (Income Tax Appellate Tribunal) ବୁଧବାର ପର୍ଯ୍ୟନ୍ତ କଂଗ୍ରେସ ଦଳର!-->…