Sign in
Sign in
Recover your password.
A password will be e-mailed to you.
ସହିପାରିଲେନି ପରିବାରର ଚାରି ଚାରି ଜଣଙ୍କ ମୃତ୍ୟୁ, ଶେଷରେ କଲେ ଆତ୍ମହତ୍ୟା
ବଲାଙ୍ଗୀର: ବେଲପଡା ଥାନା କାନୁଟି ଗାଁରେ ଅଭାବନୀୟ ଘଟଣା । ଘରେ ଟିଭି ଦେଖୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିଲା । ପୋଡି ହୋଇ ୪ଜଣଙ୍କ ମୃତ୍ୟୁ ଘଟିଥିଲା । ପରିବାରର ୪ଜଣଙ୍କୁ ହରାଇ ମ୍ରିୟମାଣ ୧୭ବର୍ଷ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ନାବାଳକ ଜଣଙ୍କ ହେଲେ!-->…
ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପି-ବିଜେଡ଼ି ବାହାଘର
ଫୁଲବାଣୀ : ବିଜେଡି-ବିଜେପି ମଧ୍ୟରେ ରହିଥିବା ପର୍ଦ୍ଦା ପଛର ସମ୍ପର୍କକୁ ଲୋକଲୋଚନକୁ ଆଣିବା ପାଇଁ କଂଗ୍ରେସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି-ବିଜେଡି ବିବାହ କାର୍ଯ୍ୟକ୍ରମ!-->…
ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର
ଆର,ଉଦୟଗିରି : ଆଜି ନୁଆଗଡ ବ୍ଲକର ପୁଟୁପଡା ଗ୍ରାମପଞ୍ଚୟତରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଛ । ଉକ୍ତ ଶିବିରରେ ସ୍ଥାନୀୟ ପଞ୍ଚାୟତର ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଚୈତନ୍ୟ ଭୂୟା ସଭାପତିତ୍ବ!-->…
ମୁଖ୍ୟମନ୍ତ୍ରୀ ମକା ମିଶନ ତଥା କୃଷିବିଭାଗ ନିର୍ଦ୍ଦେଶକ, ଶଙ୍କର ମକା ବିହନ ଉତ୍ପାଦନ କ୍ଷେତ୍ର ପରିଦର୍ଶନ
ଉମରକୋଟ : ଓଡ଼ିଶା ସରକାର ଜନତାଙ୍କ ପାଇଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରୁଛନ୍ତି, ତାହା ମଧ୍ୟରେ କୃଷକଙ୍କ ପାଇଁ କେତେ ଦୂର କଣ କରିଛନ୍ତି, ବା ଚାଷୀଙ୍କ ନିକଟରେ ସରକାରଙ୍କ ସୁଯଗ ସୁବିଧା ପହଞ୍ଚି ପାରୁଛି କି ନାହି ? ସୂଚନା ପ୍ରକାରେ ଆଜି ନବରଙ୍ଗପୁର ଜିଲ୍ଲା, ଉମରକୋଟ ପୌରପରିଷଦ,!-->…
ଶ୍ରୀ ରଘୁନାଥ ଓ ଲଡୁବାବାଙ୍କ ୪୭୫ ଏକର ଜମିର ପତ୍ତା ମିଳୁନି
ନୟାଗଡ଼ : ନୟାଗଡ଼ ଜିଲ୍ଲାର ମୁଖ୍ୟ ଦୁଇ ମନ୍ଦିର ଯଥା ସରଣକୁଳ ର ଲଡୁ ବାବା ଓ ଓଡ଼ଗାଁ ର ରଘୁନାଥ ଜୀଉ ମନ୍ଦିରର ପ୍ରାୟ ୧୧୯୫ ଏକର ଭୁ ସମ୍ପତି ଥିବାର ଜଣାପଡ଼ିଛି । ମାତ୍ର ସେଥିରୁ ୭୨୦ ଏକର ଜମି ମନ୍ଦିର ସେବାସୀଙ୍କ ପାଖରେ ଥିବା ବେଳେ ଅନେକ ଜମି ର ପତ୍ତା ମିଳୁନି । ସେଥିରୁ କିଛି!-->!-->!-->…
ସେବା ସମବାୟ ସମିତିରେ ମହାଘୋଟାଲା,କାର୍ଯ୍ୟାନୁଷ୍ଠାନ ଦାବିରେ ବୋର୍ଡ ସଭ୍ୟ /ସଭ୍ୟା ଦେଲେ ଧାରଣା ।
ରାଜନଗର : ଦୈନିକ ଖଵର କାଗଜ ପୃଷ୍ଠା ଲେଉଟାଇଲେ ଦେଖିବାକୁ ମିଳୁଛି ରାଜ୍ୟରେ କୃଷି ସମଵାୟ ସମିତିରେ ଦୁର୍ନୀତିର ଚେର ଵହୁ ଗଭିରକୁ ଯାଇଛି। ଏଥିରେ ରାଜନେତା ଓ ଅଧିକାରୀଙ୍କ ଅନୁକମ୍ପାରୁ ସମଵାୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାପ୍ ପାଇଯାଉଥିବା ଵେଳେ ବୋର୍ଡର ସଭାପତି ଅନୀୟମିତ ରାଜ!-->…
କଂଗ୍ରେସର ମହା ମିଶ୍ରଣ ପର୍ବ ଓ ନୂତନ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସ୍ବାଗତ ସମ୍ବର୍ଦ୍ଧନା…
ଫୁଲବାଣୀ :କନ୍ଧମାଳ ଜିଲ୍ଲା କୋଟଗଡ ଠାରେ କଂଗ୍ରେସର ନୂତନ ଜିଲ୍ଲ ସଭାପତି ଚନ୍ଦ୍ରଶେଖର ପରିଡାଙ୍କ ଉପସ୍ଥିତିରେକଂଗ୍ରେସରେ ମିଶିଲେ ଶତାଧିକ ଅଣ କଂଗ୍ରେସ କର୍ମୀ, ବିଜେପି ଓ ବିଜେଡି l ନୂତନ ଭାବେ ପାଇଥିବା ପ୍ରଦେଶ କଂଗ୍ରେସ ଜିଲ୍ଲା ସଭାପତି ଦାଇତ୍ଵ ଶ୍ରୀ ପରିଡାଙ୍କ ଏହା ପଦକ୍ଷେପ ଯେ!-->!-->!-->…
କୁରାଳ ସୋସାଇଟ ଜମାକାରୀ ଜମା ଟଙ୍କା ଫେରି ପାଇଲେ…
ନୟାଗଡ଼: ଓଡ଼ଗାଁ ବ୍ଲକ ଅଧିନସ୍ଥ କୁରାଳ ସେବା ସମବାୟ ସମିତିରେ ବିଳମ୍ବରେ ହେଲେ ମଧ୍ୟ ଜମାକାରୀ ମାନେ ଜମା ଟଙ୍କା ପାଇଛନ୍ତି ।ପ୍ରଥମ ପର୍ଯ୍ୟାୟରେ ୩୧ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି । ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ସମବାୟ!-->!-->!-->…
କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଆର,ଉଦୟଗିରି ଓ ରାମଗିରି ରେ ଭାରତ ବନ୍ଦର ପ୍ରଭାବ…
ଆର,ଉଦୟଗିରି / ୧୭/୨/ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ,କୃଷକ ବିରୋଧୀ ଏବଂ ଜାତୀୟତା ବିରୋଧୀ ଧ୍ବଂସକାରି ନୀତି ଗୁଡିକ ବିରୋଧରେ ସଂଯୁକ୍ତ କିସାନ ମୋର୍ଚ୍ଚା , କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଏବଂ ସ୍ୱାଧୀନ ଫେଡେରେସନ ସମୂହ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଛି l ଏହାର ପ୍ରଭାବରେ ରା.!-->!-->!-->…
ଉନ୍ନୟନ କମିସନର ଓ ଶିଳ୍ପ ସଚିବଙ୍କ ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ ପରିଦର୍ଶନ
ଭୁବନେଶ୍ୱର / ଗୋପାଳପୁର, ୧୬ ଫେବ୍ରୁଆରି ୨୦୨୪: ଓଡ଼ିଶା ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ ଲିମିଟେଡ (ଟିଏସ୍ଏସ୍ଇଜେଡ୍ଏଲ୍)ର ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ (ଜିଆଇପି) ପରିଦର୍ଶନ କରି ଏଠାରେ ଥିବା ଶିଳ୍ପ ୟୁନିଟ୍ଗୁଡ଼ିକର ସାମ୍ପ୍ରତିକ!-->…