Sign in
Sign in
Recover your password.
A password will be e-mailed to you.
୫ ଦଫା ଦାବୀରେ ପାରିଷଦଙ୍କ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ
ଦେବଗଡ଼,୧୭ା୨ : ଆବାସ ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ,ବାର୍ଧକ୍ୟ ଭତା ରାଶି ୨୦୦ ଟଙ୍କାକୁ ବୃଦ୍ଧି କରିବାସହ ହିତାଧିକାରୀ ମାନଙ୍କୁ ଏହା ତୁରନ୍ତ ପ୍ରଦାନ କରାଯିବା, ଉଚିତ ସମୟରେ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ପ୍ରଦାନ କରାଯିବା, ହୋଲ୍ଡିଂ ଟ୍ୟାକ୍ସ ବର୍ଦ୍ଧିତ!-->…
ଲୋକ ଜାଣନ୍ତି ଯେ ଆମେ କଣ କରିଛୁ: ଶରଦ ପାୱାର
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ବାରାମତି ଆସନରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ପ୍ରାର୍ଥୀ ଭାବେ ମୈଦାନରେ ଓହ୍ଲାଇପାରନ୍ତି । ତେବେ ବରିଷ୍ଠ ନେତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ବର୍ତ୍ତମାନ ବାରାମତିର ସାଂସଦ ଅଛନ୍ତି । ସୁଲେ!-->…
ବୀଭତ୍ସ ହତ୍ୟା ! ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ଉଦ୍ଧାର ହେଲା ୪ଟି ଖଣ୍ଡବିଖଣ୍ଡିତ ମୃତଦେହ
ଭୁବନେଶ୍ୱର : ୪ ଜଣଙ୍କୁ ବୀଭତ୍ସ ହତ୍ୟା ! । ହତ୍ୟା କରି ଫିଙ୍ଗିଦେଲେ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ଉଦ୍ଧାର ହୋଇଛି ୪ଟି ଖଣ୍ଡବିଖଣ୍ଡିତ ମୃତଦେହ । ତାଲାବୁରୁ-କେନ୍ଦପୋଷି ଷ୍ଟେସନ ନିକଟ ରେଳ ଟ୍ରାକ୍ ରୁ ଉଦ୍ଧାର ହୋଇଛି ଡେଡବଡି। ୨ଟି ଅଖା ଭିତରେ ଓ ଆଉ ୨ଟି ମୃତଦେହ ବାହାରେ!-->…
ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ!-->…
ଚାଷୀ ଆନ୍ଦୋଳନ ସ୍ଥଳରେ ଚାଲିଗଲା ସବ୍-ଇନ୍ସପେକ୍ଟରଙ୍କ ଜୀବନ
ହରିଆଣାର ଶମ୍ଭୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଥମିବା ନାଁ ଧରୁନି । ଏହି ଆନ୍ଦୋଳନରେ ସାମିଲ ଚାଷୀଙ୍କ ମଧ୍ୟରୁ ଗତକାଲି ହୃଦଘାତରେ ଜଣେ ଆଖି ବୁଜିଥିଲେ। ଏହି ଘଟଣା ପରେ ଶମ୍ଭୁ ସୀମାରେ ନିୟୋଜିତ ଥିବା ଜଣେ ପୁଲିସ୍ ଅଧିକାରୀ ବି ଆଖି ବୁଜିଥିବା ଜଣାଯାଇଛି। ଅସୁସ୍ଥତା ହେତୁ ତାଙ୍କ!-->…
ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅଙ୍କୁ ଇଡିର ସମନ
ଭୁବନେଶ୍ୱର : ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅଙ୍କୁ ଇଡିର ସମନ । ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ସମନ୍ ହୋଇଛି । ସମସ୍ତ ଦସ୍ତାବିଜ୍ ସହ ହାଜର ହେବାକୁ କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବରପଦା!-->…
RTO ବସନ୍ତ ମହାପାତ୍ର ଗିରଫ ଘଟଣା: ବାଜା ବଜାଇ ଖୁସିରେ ନାଚିଲେ ଡ୍ରାଇଭର
ବୌଦ୍ଧ: ଢୋଲ ବାଜୁଛି, ଗୀତ ବି ବାଜୁଛି । ଆଉ ସେହି ଗୀତର ତାଳେ ତାଳେ ନାଚ ବି ଚାଲିଛି । ଆପଣ ଭାବୁଛନ୍ତି କି ଏଠି କେଉଁ ବାହାଘର କି ଅନ୍ୟାନ୍ୟ କୌଣସି ସେଲିବ୍ରେଶନ ଚାଲିଛି ବୋଲି । ନାଇଁ ଆଜ୍ଞା ଏଠି କୌଣସି ବାହାଘର କି ଉତ୍ସବ ଚାଲିନି, ଏଠି RTO ଅଫିସରଙ୍କୁ ଭିଜିଲାନ୍ସ ଗିରଫ କରିବାରୁ!-->…
ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ବାଟ ଫିଟିଲା, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର: ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ । ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ ଆଇନର ଚିଠା ରୁଲ୍। ମାସକ ଭିତରେ ଦେଇପାରିବେ ଆପତ୍ତି ଅଭିଯୋଗ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବାସଗୃହ କ୍ରେତା ସଂଘ ଗଠନ ଓ!-->…
ଦୈନିକ ଅପରାହ୍ଣରେ ଘଣ୍ଟାଏ ବିଶ୍ରାମ ନେବେ ରାମ ଲଲ୍ଲା: ଅଯୋଧ୍ୟା ମନ୍ଦିର ପୂଜକ
ଅଯୋଧ୍ୟା: ଦୈନିକ ଅପରାହ୍ଣରେ ରାମ ଲଲ୍ଲା ଘଣ୍ଟା ବିଶ୍ରାମ ନେବେ ବୋଲି ସ୍ଥିର କରାଯାଇ ଥିବାରୁ ଶୁକ୍ରବାର ଠାରୁ ରାମ ମନ୍ଦିର ଦର୍ଶନ ପାଇଁ ନୂତନ କାର୍ଯ୍ୟନିର୍ଘଣ୍ଟ ଲାଗୁ କରାଯିବ ବୋଲି ‘ଟାଇମ୍ସ୍ ନାଓଁ’ ରିପୋର୍ଟ କରିଛି।
ରାମ ଲଲ୍ଲାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ମୁଖ୍ୟ ପୂଜକ!-->!-->!-->…
ଫେବୃଆରୀ ୨୦/୨୧ ରେ ହେବ ଡିମ୍ବୁଲି ଯାତ୍ରା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବେଲଘର ଆମ ଓଡିଶାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲ୍ଲା ଯେଉଁଠି ଅଧିକାଂଶ କନ୍ଧ ଜନଜାତିର ଲୋକ ବସବାସ କରି ଆସୁଛନ୍ତି। ସେହି କନ୍ଧ ଜନଜାତିର ଆରାଧ୍ଯ ଡିମ୍ବୁଲି ସାରମ୍ବୁଲୀ ଦେବୀ କେଉଁ ଆବହମାନ କାଳରୁ ପୂଜା ପାଇ ଆସୁଛନ୍ତି। କନ୍ଧ ସମାଜର!-->…