ଆସନ୍ତା ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର   : ଆସନ୍ତା ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଚଳିତବର୍ଷ ପରୀକ୍ଷା ପରିଚାଳନାରେ ସୁଧାର ପାଇଁ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ ଲଗାଯାଇଛି। ଅତି

ଓଡ଼ିଶାରେ ଇସିଆଇଙ୍କ ସମୀକ୍ଷା ଜାରି; ନିର୍ବାଚନ ବେଳେ କଳା ଟଙ୍କା ଏବଂ ମଦ ରୋକିବାକୁ ଗୁରୁତ୍ବ

ଭୁବନେଶ୍ୱର: ଆଉ ହାତରେ ମାତ୍ର ଦିନ କେଇଟା। ପାଖେଇ ଆସୁଥିବା ନିର୍ବାଚନ ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ନିର୍ବାଚନ କମିଶନର। ତିନିଦିନିଆ ଓଡିଶା ଗସ୍ତରେ ଆସି ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଇସିଆଇ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା

ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରଣ : ଉପଖଣ୍ଡ ଚିକିତ୍ସାଳୟର ଲୋକାର୍ପଣ

ହିଞ୍ଜିଳିକାଟୁ : ରାଜ୍ୟର ୧୫ଟି ଜିଲ୍ଲାର ସରକାରୀ ହସ୍ପିଟାଲକୁ ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରଣ କରାଯାଇଛି । ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର ପୁନଃନିର୍ମାଣକୁ ଅଗ୍ରାଧିକାର ଦେଇ ମାନ୍ୟବର ମୁଖ୍ରମନ୍ତ୍ରୀ ୫ଟି ଉପକ୍ରମରେ ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ

ଦାରିଙ୍ଗବାଡିରେ ଆମ ହସ୍ପିଟାଲ ଲୋକାର୍ପଣ

ଦାରିଙ୍ଗବାଡି,୧୭/୨ : ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ୫ଟି ରେ ରୂପାନ୍ତରିତ ହୋଇଥିବା ବେଳେ ଆମ ହସ୍ପିଟାଲ ଯୋଜନାରେ ଲୋକାର୍ପଣ ହୋଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଲୋକାର୍ପଣ କରିଥିବା ବେଳେ ଆନୁଷ୍ଠାନିକ ଭାବେ ଉପ ବାଚସ୍ପତି ସାଲୁଗା ପ୍ରଧାନ

ମୋହନାରେ ଶୀତଳ ଭଣ୍ଡାର ଉଦଘାଟିତ – ପିଣ୍ଡିକିକୁ ଆଦର୍ଶ କୃଷି ଗ୍ରାମ ଘୋଷଣା

ଆର,ଉଦୟଗିରି : ଦୀର୍ଘ ଦିନର ପ୍ରତୀକ୍ଷା ପରେ ଗଜପତି ଜିଲ୍ଲା ମୋହନାରେ ଉଦଘାଟିତ ହୋଇଛି ଶୀତଳ ଭଣ୍ଡାର l ସୋଆ ଦ୍ୱାରା ପ୍ରୋତ୍ସାହିତ ସୋଲିଡlରିଡାଡ ପରିଚାଳିତ ଏହି ଶୀତଳ ଭଣ୍ଡାର ଦ୍ୱାରା ପରିବା ଚାଷୀ ଉପକୃତ ହେବାର ଆଶା ରଖିଛନ୍ତି l ଏଥିସହ ପିଣ୍ଡିକି ଗ୍ରାମକୁ ଆଦର୍ଶ କୃଷି ଗ୍ରାମ ଘୋଷଣା

ଅଟୋ ଓଲଟି ପାଞ୍ଚ ଆହତ, ଦୁଇ ଗୁରୁତର

ଆର,ଉଦୟଗିରି : ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ହିକିରିମା ଠାରେ ଶନିବାର ସନ୍ଧ୍ୟା ସମୟରେ ଏକ ଅଟୋ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏକ ଆଦିବାସୀ ସଭା ସାରି ଲୋକେ ବାରିଆବନ୍ଧ ରୁ ଜାଡାଗୁଡା ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି l ଅଟୋ

ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ସଶକ୍ତ ଓଡ଼ିଶା ଜନଜାତି ସଂସ୍କୃତି ବୈଠକ

ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ପଣ୍ଡପ ଠାରେ ସାଂସ୍କୃତିକ ଜନଜାତି ବିକଶିତ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହା

ବାଲିଗୁଡାରେ ଭର୍ଚୁଆଲ ମାଧ୍ୟମରେ ‘ଆମ ହସ୍ପିଟାଲ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ରୂପାନ୍ତର କାର୍ଯ୍ୟ କରାଯିବା ପରେ ଶନିବାର ତା’ର ଶୁଭାରମ୍ଭ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ତାଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହି

ବାରଖମାକୁ ନୂତନ ବ୍ଲକ ଘୋଷଣା ଦାବୀ ଜୋର ଧରିଲା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାର ୧୫ ନମ୍ବର ଜିଲ୍ଲାପରିଷଦ ଜୋନ ବାରଖମା କୁ ନୂତନ ବ୍ଲକ ଘୋଷଣା ନିମନ୍ତେ ଦାବୀ ଜୋରଧରିଲା ।ଶନିବାର ବ୍ଲକ ସଂଗ୍ରାମ ମଞ୍ଚ ପକ୍ଷରୁ ୮ ଟି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ବାଲିଗୁଡା ଗାନ୍ଧୀ ଛକ ଠାରୁ ବିଭିନ୍ନ ସ୍ଲୋଗାନ ମାନ ଦେଇ

ଜିଲା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ କୁଶ ପୁତଳିକା ଦାହ

ଦେବଗଡ଼,୧୭ା୨:ରାଜ୍ୟରେ ବିଜେଡି- ଭାଜପା ମଧ୍ୟରେ ଗୁପ୍ତ ତଥା ଅନୈତିକ ସମ୍ପର୍କ ରହିଛି । ବିଜେଡି – ଭାଜପା ଭାଇ ଭାଇ ଓ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ବୋଲି କଂଗ୍ରେସ ଦଳ ସବୁବେଳେ କହୁଥିବା ବେଳେ ଏହା ବହୁ କାର୍ଯ୍ୟକ୍ରମରୁ ପ୍ରମାଣିତ ହୋଇସାରିଛି । ଅନ୍ୟ ପକ୍ଷରେ ନବୀନ ପଟ୍ଟନାୟକଙ୍କ