ଅଖିଳେଶଙ୍କୁ ଝଟ୍‌କା, ଇସ୍ତଫା ଦେଲେ ସଲିମ ଶେରଓ୍ୱାନି

ଲକ୍ଷ୍ନୌ : ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ପୁଣି ଝଟ୍‌କା। ଦଳରେ ଜାରି ରହିଛି ଇସ୍ତଫା ଝଡ଼। ସାଇକେଲରୁ ଓହ୍ଲାଉଛନ୍ତି ଜଣଙ୍କ ପରେ ଜଣେ ବରିଷ୍ଠ ନେତା। ଦଳର ସାଧାରଣ ସମ୍ପାଦକ ପଦରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେବା ପରେ ଏବେ ଆଉ ଦୁଇ ନେତା ଇସ୍ତଫା ଦେଇଛନ୍ତି। ୫ ଥର

ଜୁନ୍‌ ୨୦୨୪ ଯାଏଁ  ବଢ଼ିଲା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ : ପୁଣି ବଢ଼ିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ। ଆସନ୍ତା ଜୁନ୍‌ ୨୦୨୪ ଯାଏଁ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଛି। ଏନେଇ ଜାନୁଆରୀ ମାସରେ ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ। ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରବିବାର ଦଳର ଜାତୀୟ

ପୁରୀରେ ହେବ ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର, ୧୦୯୫ ଦିନରେ ସରିବ କାମ

ପୁରୀ : ପୁରୀରେ ହେବାକୁ ଯାଉଛି ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର। ଏହାର ନିର୍ମାଣ କାମ ପିପିପି ମୋଡରେ କରାଯିବ। ଏଥିପାଇଁ ୨୨୦୩ କୋଟି ଟଙ୍କାର ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। ୧୦୯୫ ଦିନ ବା ୩ବର୍ଷ ଭିତରେ ବିମାନବନ୍ଦର କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ

ଖ୍ରୀଷ୍ଟିଆନ ସମାଧି ସ୍ଥଳ(ଶଶ୍ମାନ)ଉନ୍ନତି କରଣ କାର୍ଯ୍ୟର ଉଦଘାଟନ କଲେ ଛତ୍ରପୁର ବିଧାୟକ

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ତରେଇପାଟପୁର ଗ୍ରାମ ନିକଟରେ ଥିବା ଖ୍ରୀଷ୍ଟିଆନସମାଧି ସ୍ଥଳ(ଶଶ୍ମାନ) ଉନ୍ନତିକରଣ କାର୍ଯ୍ୟର ରବିବାର ଶୁଭ ଉଦଘାଟନ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା l ୟୁନିଅନ ଵାପିସ୍ଟ ଚର୍ଚ୍ଚ ପକ୍ଷରୁ କରାଯାଇଥିବା ଏହି ସମାଧି ସ୍ଥଳକୁ

ଚିକିଟୀରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ମନ୍ତ୍ରୀ ଓ ସାଂସଦ

ଚିକିଟୀ : ଶନିବାର ଦିନ ଅପରାହ୍ନ ଉକ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଚିକିଟୀ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଓ ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କଲେ। ପ୍ରଥମେ ରତନେଇ କଲ୍ୟାଣ ମଣ୍ଡପର ଶିଳାନ୍ୟାସ,ବଣ

ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନିମନ୍ତେ ଦିନିକିଆ କର୍ମଶାଳା

ଫୁଲବାଣୀ : ବିପର୍ଯ୍ୟୟ ପରିଚାଳନା ରେ ଆମ ରାଜ୍ୟ ଓଡିଶା ଦେଶରେ ଆଗରେ ଥିବାବେଳେ ଏବେ ସରକାରଙ୍କର ଲକ୍ଷ୍ୟ ରାଜ୍ୟର ସମସ୍ତ ଜନ ସାଧାରଣ କିପରି ଗ୍ରାମାଚଂଳରେ ଘଟୁଥିବା ବିଭିନ୍ନ ବିପଦକୁ ସଠିକ୍ ଭାବରେ ସାମ୍ନା କରି ତାର ସୁପରିଚାଳନା କରିପାରିବେ । ସେଥି ନିମନ୍ତେ ପ୍ରତ୍ୟେକ ସରକାରୀ ଓ

ଇସ୍ରୋର ଇନସାଟ୍-3DS ଉତକ୍ଷେପଣ ସଫଳ

ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋକୁ ଆଉ ଏକ ସଫଳତା। ପାଣିପାଗ ଉପଗ୍ରହ ଇନସାଟ୍-3DSର ଉତକ୍ଷେପଣ ସଫଳ ହୋଇଛି। ଆଜି ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ଶତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ INSAT-3DSର ସଫଳତାପୂର୍ବକ ଉତକ୍ଷେପଣ କରିଛି ଇସ୍ରୋ। ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ

ବିଜେପିରେ ଯୋଗ ଦେବା ନେଇ ଏଭଳି କହିଲେ କମଲନାଥ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି | ତେବେ ଏହି ଚର୍ଚ୍ଚା ଭିତରେ ଏବେ ନିଜେ କମଲନାଥ ଏନେଇ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ମୁଁ କୌଣସି କଥାକୁ ଅସ୍ୱୀକାର

ମଧ୍ୟାହ୍ନଭୋଜନ ପାଚିକା-ସହାୟିକାଙ୍କ ପାରିଶ୍ରମିକ ଓ କୃଷକସାଥୀଙ୍କ ସହାୟତା ରାଶି ବଢ଼ିଲା

ସାଧାରଣ ନିର୍ବାଚନ ପୂର୍ବରୁ କ୍ଷମତାସୀନ ବିଜେଡି ସରକାର ସବୁ ବର୍ଗକୁ ଖୁସି କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି । ଆଜି କୃଷକସାଥୀ, ମଧ୍ୟାହ୍ନଭୋଜନରେ କାର୍ଯ୍ୟରତ ପାଚିକା ଓ ସହାୟିକାମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଗତ କିଛିଦିନ ଧରି ରାଜ୍ୟ ସରକାର ସବୁବର୍ଗକୁ ତୁଷ୍ଟୀକରଣ

ଗୀତିକାର ଗୁଲଜାରଙ୍କ ସମେତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମିଳିବ ଜ୍ଞାନପୀଠ ପୁରସ୍କାର

ନୂଆଦିଲ୍ଲୀ: ପ୍ରସିଦ୍ଧ ଗୀତିକାର ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯିବ। ଜ୍ଞାନପୀଠ ଚୟନ କମିଟି ଶନିବାର ଉଭୟ ନାମ ଘୋଷଣା କରିଛି। ଜ୍ଞାନପୀଠ ପୁରସ୍କାର ହେଉଛି ଭାରତର ସର୍ବୋଚ୍ଚ ସାହିତ୍ୟିକ ପୁରସ୍କାର | ଏହି