Sign in
Sign in
Recover your password.
A password will be e-mailed to you.
ଆସିକା ରେ ଗରିବ ଙ୍କ ଚାଉଳ ମଧ୍ୟ ଓଜନରେ ଠକେଇ……!
ଅଧିକାରୀ ଙ୍କ ଯୋଗୁଁ ସରକାର ବଦନାମ….ବ୍ରହ୍ମପୁର : ୧୬-୨ ଆସିକା ଅଞ୍ଚଳ ରେ ଦୀର୍ଘ ଦିନ ହେଲା ବହୁ ହିତାଧିକାରୀ ଙ୍କୁ ସରକାର ଯୋଗାଉଥିବା ଚାଉଳ ରେ ଓଜନ ରେ ଠକେଇ ହେଉଥିବା ନେଇ ହିତାଧିକାରୀ ଅଭିଯୋଗ କରୁଛନ୍ତି।ବିଭିନ୍ନ ଆଳ ଦେଖାଇ କେତେକ ଡ଼ିଲେର ଅଖା ପାଇଁ ତିରିଶି ଟଙ୍କା ଦାବୀ କରୁଥିବା!-->…
ଆସିକା ଉପଖଣ୍ଡ ଚିକିତ୍ସାଳୟ କାହା ଦୟାରେ ନା ଭଗବାନ ଭରସାରେ……
ବ୍ରହ୍ମପୁର : ଆସିକା ଉପଖଣ୍ଡ ଚିକିତ୍ସାଳୟ କୁ ରାଜ୍ୟସରକାର ଚକା ଚକ କରିଛନ୍ତି। ହେଲେ ଏଠାକୁ ଆସୁଥିବା ରୋଗୀଙ୍କୁ ନା ନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଡାକ୍ତର ଅଛନ୍ତି ହେଲେ ଲୋକଙ୍କୁ ଯେଉଁ ପ୍ରକାର ସୁଵିଧା ସୁଯୋଗ ମିଳିବା କଥା ତାହା ରୁ ବଞ୍ଚିତ ହେଉଥିବା ଅଭିଯୋଗ!-->…
ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଦ୍ଵାରା ଲକ୍ଷ୍ମୀବସ ସେବା ଶୁଭାରମ୍ଭ କଲେ
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ଜରିଆରେ ନୟାଗଡ଼ ଜିଲ୍ଲାରେ ଲକ୍ଷ୍ମୀବସ ଯୋଜନା ର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ଇଚ୍ଛା କୁ ସମ୍ମାନ ଦେଇ ଓଡ଼ିଶା ସରକାର!-->!-->!-->…
ଲଙ୍କେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଶିପଡା ଗ୍ରାମରେ ଲଙ୍କେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ କ୍ରୀଡା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କେପିଏଫର ସଭାପତି, ସାମ୍ବାଦିକ ତଥା ପ୍ରତିଷ୍ଠାତା ରାଧା ମୋହନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳିବା!-->!-->!-->…
ବାଲିମେଳା ଜଳଭଣ୍ଡାରରେ ବୁଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଂଚାୟତ ର କେନ୍ଦୁଗୁଡା ଗାଁ ରେ ଅଘଟଣ । ଗତକାଲି ଅପରାହ୍ନ ରେ ଜଳଭଣ୍ଡାର କୁ ଗାଧୋଇବା କୁ ଯାଇଥିଲେ 4 ଜଣ ଶିଶୁ କନ୍ୟା । ଗାଧୋଇବା ସମୟରେ ଜଳଭଣ୍ଡାରର ଗଭୀର ଜଳରାଶିରେ ନିଖୋଜ ହୋଇଯାଇଥିଲେ ଦୁଇ ଶିଶୁ କନ୍ୟା ।ନିଖୋଜ!-->…
ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମୋହର, ଏସଏଚଜି ମହିଳାଙ୍କୁ ମିଳିବ ହଜାରେ ଟଙ୍କା
ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୨ ପ୍ରସ୍ତାବ ଉପରେ ମୋହର ବାଜିଛି।
ରାଜ୍ୟର ମିଶନ ଶକ୍ତି ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)!-->!-->!-->…
ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍
ଭୁବନେଶ୍ୱର : ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁ ଲୋକମାନେ ଲକ୍ଷ୍ମୀ!-->…
ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା, ୪ ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଫିଟିଲା ବାଟ। ରତ୍ନଭଣ୍ଡାର ଖୋଲି ଏଥିରେ ଗଚ୍ଛିତ ଥିବା ରତ୍ନ ଅଳଙ୍କାର ହିସାବ ପାଇଁ କମିଟି ଅଧ୍ୟକ୍ଷ ନିଯୁକ୍ତି ପାଇଁ ୪ ସପ୍ତାହର ସମୟ ଦେଲେ ହାଇକୋର୍ଟ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ କମିଟିର ଅଧ୍ୟକ୍ଷ!-->…
ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି
ଭୁବନେଶ୍ୱର : କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ସମୀକରଣ। ବିଜେଡିରେ ମିଶିଲେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ରାଜନଗର ନିର୍ବାଚନମଣ୍ଡଳୀର ହଜାର ହଜାର ସମର୍ଥକଙ୍କ ସହ ଶଂଖ ଭବନରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ଶଙ୍ଖ ଭବନ ଆସି!-->…
ମାହାଙ୍ଗା ଡବଲ ମର୍ଡର ଘଟଣା: ଓହରିଲେ ବିଚାରପତି, ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର
କଟକ : ମାହାଙ୍ଗା ଡବଲ ମର୍ଡର ଘଟଣା । ହାଇକୋର୍ଟରେ ବିଧାୟକ ପ୍ରତାପ ଜେନାଙ୍କ ମାମଲାର ଶୁଣାଣି ଆଉ କରିବେ ନାହିଁ ଜଷ୍ଟିସ ବିପି ରାଉତରାୟ । ବିଚାରପତି ଜଷ୍ଟିସ୍ ବି.ପି ରାଉତରାୟ ଶୁଣାଣିରୁ ଓହରି ଯାଇଛନ୍ତି । ଏବେ ମାମଲାର ଶୁଣାଣି ଅନ୍ୟ ଜଣେ ବିଚାରପତି କରିବେ । ସପ୍ତାହକ!-->…